ଆରଜି କର ମେଡିକାଲ କଲେଜ ଗଣଦୁଷ୍କର୍ମ ପୀଡ଼ିତାଙ୍କ ମା’ଙ୍କୁ ଟିଏମସି କର୍ମୀଙ୍କ ଆକ୍ରମଣ

ନୂଆଦିଲ୍ଲୀ: ଆରଜି କର ମେଡିକାଲ କଲେଜ ଗଣଦୁଷ୍କର୍ମ ଘଟଣାର ପୀଡ଼ିତାଙ୍କ ମାଙ୍କୁ ଟିଏମସିର କିଛି କର୍ମୀ ହଇରାଣ କରିଥିବା ଅଭିଯୋଗ ଆଣିଛନ୍ତି ପୂର୍ବତ୍ତନ କେନ୍ଦ୍ରମନ୍ତ୍ରୀ ତଥା ବିଜେପି ନେତ୍ରୀ ସ୍ମୃତି ଇରାନୀ। ଯାହାର ଏକ ଭିଡ଼ିଓ ମଧ୍ୟ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି। ପୀଡ଼ିତାଙ୍କ ମାଆ ରତ୍ନା ଦେବନାଥ ଝିଅ ପ୍ରତି ଘଟିଥିବା ଘଟଣାର ପ୍ରତିଶୋଧ ନେବାକୁ ଟିଏମସି ବିରୁଦ୍ଧରେ ପ୍ରାର୍ଥୀ ହୋଇଛନ୍ତି। ସେ ଉତ୍ତର ପ୍ରଗଣା ଜିଲ୍ଲାର ପାଣିହାଟି ବିଧାନସଭା ମଣ୍ଡଳୀରୁ ବିଜେପିରୁ ନିର୍ବାଚନ […]

Read More Text.

ରାଜ୍ୟସଭା ସାଂସଦ ଭାବେ ଶପଥ ନେଲେ ନୀତିଶ କୁମାର

ବିହାର : ନୀତିଶ କୁମାରଙ୍କ ନୂଆ ଇନିଂସ । ଦିଲ୍ଲୀରେ ରାଜ୍ୟସଭା ସାଂସଦ ଭାବେ ଶପଥ ନେଲେ ନୀତିଶ କୁମାର । ତାଙ୍କୁ ଶପଥ ପାଠ କରାଇଲେ ରାଜ୍ୟସଭା ସଭାପତି ସିପି ରାଧାକ୍ରିଷ୍ଣନ । ଶପଥ ନେବା ପୂର୍ବରୁ ବିଜେପିର ପୂର୍ବତନ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଭେଟିଥିଲେ । ଶପଥ ନେବା ପରେ ଚାରିଟି ଗୃହର ସଦସ୍ୟ ତାଲିକାରେ ହେଲେ ସାମିଲ । ଅର୍ଥାତ ବିଧାନସଭା, ବିଧାନପରିଷଦ, ଲୋକସଭା ଏବଂ ରାଜ୍ୟସଭା ସଦସ୍ୟ ତାଲିକାରେ ସାମିଲ ହେଲେ […]

Read More Text.

ଇସ୍ତଫା ଦେଲେ ଜଷ୍ଟିସ ଯଶୱନ୍ତ ବର୍ମା, ସରକାରୀ ବାସଭବନରୁ ମିଳିଥିଲା ବିପୁଳ ଟଙ୍କା

ନୂଆଦିଲ୍ଲୀ : ଆଲ୍ଲାହାବାଦ ହାଇକୋର୍ଟ ବିଚାରପତି ଜଷ୍ଟିସ ଯଶୱନ୍ତ ବର୍ମା ଇସ୍ତଫା ଦେଇଛନ୍ତି । ନିଜର ଇସ୍ତଫାପତ୍ର ରାଷ୍ଟ୍ରପତିଙ୍କ ନିକଟକୁ ପଠାଇଛନ୍ତି । ଜଷ୍ଟିମ ଯଶୱନ୍ତ ବର୍ମା ବିରୋଧରେ ଗତବର୍ଷ ମାର୍ଚ୍ଚ ୧୪ରେ ଦିଲ୍ଲୀର ସରକାରୀ ବାସଭବନରେ ନିଆଁ ଲାଗିବା ଯୋଗୁଁ ବିପୁଳ ଟଙ୍କା ଧରାପଡିଥିଲା । ଏତେ ମାତ୍ରାର ନଗଦ କ୍ୟାସ୍ ମିଳିବା ପରେ ତାଙ୍କ ବିରୋଧରେ ମହାଭିଯୋଗ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଥିଲା । ଅଗଷ୍ଟ ୨୦୨୫ରେ ଲୋକସଭା ଅଧ୍ୟକ୍ଷ ଓମ ବିରଲା ୧୪୬ ଜଣ ସାଂସଦଙ୍କ […]

Read More Text.

ବିଧାନସଭା ନିର୍ବାଚନ ପାଇଁ ଆସାମ, କେରଳ, ପୁଡ଼ୁଚେରୀରେ ମତଦାନ ଶେଷ

ନୂଆଦିଲ୍ଲୀ: କଡ଼ା ସୁରକ୍ଷା ମଧ୍ୟରେ ଆଜି ଆସାମ, କେରଳ ଏବଂ ପୁଡ଼ୁଚେରୀରେ ବିଧାନସଭା ନିର୍ବାଚନ ପାଇଁ ମତଦାନ ଶେଷ ହୋଇଛି। ନିର୍ବାଚନ କମିସନ ତଥ୍ୟ ଅନୁଯାୟୀ ପୁଡ଼ୁଚେରୀରେ ସର୍ବାଧିକ ୮୬.୯୨ ପ୍ରତିଶତ ମତଦାନ ରେକର୍ଡ କରାଯାଇଥିବାବେଳେ ଆସାମରେ ୮୪.୪୨ ପ୍ରତିଶତ ଏବଂ କେରଳରେ ୭୫.୦୧ ପ୍ରତିଶତ ମତଦାନ ରେକର୍ଡ କରାଯାଇଛି। ୨ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳରେ ଆଜି ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଥିଲା। ଆସାମରେ ୧୨୬ ବିଧାନସଭା ନିର୍ବାଚନମଣ୍ଡଳୀରେ ଆଜି ଭୋଟ୍‌ ଗ୍ରହଣ ହୋଇଛି। […]

Read More Text.
Green asha

୧୫,୪୦୦ ଟନ୍ ଏଲପିଜି ନେଇ ଭାରତ ପହଞ୍ଚିଲା ଗ୍ରୀନ ଆଶା

ମୁମ୍ବାଇ : ପଶ୍ଚିମ ଏସିଆରେ ଚାଲିଥିବା ଯୁଦ୍ଧ ସଙ୍କଟ ଭିତରେ ହର୍ମୁଜ ପ୍ରଣାଳୀ ପାର ଭାରତରେ ପହଞ୍ଚିଛି ଆଉ ଏକ ଏଲପିଜି ଟ୍ୟାଙ୍କର ଜାହାଜ । ଏହି ଜାହାଜରେ ୧୫,୪୦୦ ଟନର ଏଲପିଜି ରହିଛି । ମୁମ୍ବାଇର ଜବାହରଲାଲ ନେହରୁ ବନ୍ଦର ପ୍ରାଧିକରଣ କହିଛି କି, ୧୫୪୦୦ ଟନ ଏଲପିଜି ଧରି ଭାରତୀୟ ଜାହାଜ ପହଞ୍ଚିଛି । ଏହି ଜାହାଜ ୬ ଏପ୍ରିଲରେ ହର୍ମୁଜ ପ୍ରଣାଳୀକୁ ପାର୍ କରିଥିଲା । ଜାହାଜର ନାମ ଗ୍ରୀନ ଆଶା । ଆମେରିକା […]

Read More Text.
Iran

ତୁରନ୍ତ ଇରାନ ଛାଡ଼ିବାକୁ ଭାରତୀୟଙ୍କ ପାଇଁ ଆଡଭାଇଜରୀ ଜାରି କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ : ଆମେରିକା-ଇରାନ ଯୁଦ୍ଧବିରତି ମଧ୍ୟରେ କେନ୍ଦ୍ର ସରକାର ଭାରତୀୟମାନଙ୍କ ପାଇଁ ଏକ ଆଡଭାଇଜରୀ ଜାରି କରିଛନ୍ତି । ଯେଉଁଥିରେ ଭାରତୀୟମାନଙ୍କୁ ଯଥାଶୀଘ୍ର ଇରାନ ଛାଡିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏପରିକି କେନ୍ଦ୍ର ସରକାର ଭାରତୀୟମାନଙ୍କ ପାଇଁ ହେଲ୍ପଲାଇନ୍ ନମ୍ବର ମଧ୍ୟ ଜାରି କରିଛନ୍ତି । ଦୂତାବାସ ଆଡଭାଇଜରିରେ କହାଯାଇଛି କି, ଏପ୍ରିଲ ୭, ୨୦୨୬ ଘଟଣାର ସ୍ଥିତିକୁ ଦେଖି ଇରାନରେ ରହୁଥିବା ଭାରତୀୟ ନାଗରିକଙ୍କ ପାଇଁ ଦୂତାବାସ ତରଫରୁ ଜାରି ହୋଇଥିବା ମାର୍ଗଦର୍ଶନ ପାଳନ କରନ୍ତୁ । […]

Read More Text.
Oil price

ଯୁଦ୍ଧବିରତି ପରେ ୧୭% କମିଲା ତେଲ ଦର !

ନୂଆଦିଲ୍ଲୀ: ଯୁଦ୍ଧବିରତି ପରେ ୧୭% କମିଲା ତେଲ ଦାମ!। ଆଜି ବିଶ୍ୱ ଶକ୍ତି ବଜାରରେ ଇତିହାସର ଏକ ବଡ଼ ଧରଣର ଦର ହ୍ରାସ ଦେଖିବାକୁ ମିଳିଛି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ସହିତ ଦୁଇ ସପ୍ତାହ ପାଇଁ ଯୁଦ୍ଧବିରତି ଘୋଷଣା କରିବା ପରେ, ବିଶ୍ୱ ଅର୍ଥନୀତି ଉପରେ ଘୋଟିଥିବା କଳାବାଦଲ କିଛି ମାତ୍ରାରେ ହଟିଯାଇଛି । ଯୁଦ୍ଧ ବିରତି ଖବର ଆସିବା ମାତ୍ରେ ଅନ୍ତର୍ଜାତୀୟ ବଜାରରେ ‘ବ୍ରେଣ୍ଟ କ୍ରୁଡ୍’ ଦର ୧୫% କମି ପ୍ରତି ବ୍ୟାରେଲ୍ […]

Read More Text.
Trump 1 1 300x182

ଇରାନ ସହ ୨ ସପ୍ତାହ ପାଇଁ ଶାନ୍ତି ଚୁକ୍ତି କଲେ ଟ୍ରମ୍ପ

ନୂଆଦିଲ୍ଲୀ: ଟଳିଲା ମହାଯୁଦ୍ଧର ବିପଦ! ଟ୍ରମ୍ପଙ୍କ ବଡ଼ ନିଷ୍ପତ୍ତି । ଇରାନ ସହ ୨ ସପ୍ତାହ ପାଇଁ ଶାନ୍ତି ଚୁକ୍ତି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ସହିତ ଦୁଇ ସପ୍ତାହ ପାଇଁ ଯୁଦ୍ଧବିରତି ଘୋଷଣା କରିଛନ୍ତି । ନିଜେ ସେଟ୍ କରିଥିବା ଡେଡଲାଇନ୍ ଶେଷ ହେବାର ମାତ୍ର କିଛି ଘଣ୍ଟା ପୂର୍ବରୁ ସେ ଏହି ସୂଚନା ଦେଇଛନ୍ତି । ଅସ୍ତ୍ରବିରତିର ଚୁକ୍ତି ରଖିଛନ୍ତି ଟ୍ରମ୍ପ । ଇରାନକୁ ତୁରନ୍ତ ଏବଂ ସୁରକ୍ଷିତ ଭାବେ ‘ହରମୁଜ ପ୍ରଣାଳୀ’ […]

Read More Text.
Zzzzzzzzzzzz

ମହିଳାଙ୍କୁ ତିନି ଦିନ ପାଇଁ ଅଛୁଆଁ ଭାବେ ବିବେଚନା କରାଯାଇପାରିବ ନାହିଁ- ସୁପ୍ରିମକୋର୍ଟ

ନୂଆଦିଲ୍ଲୀ, ୦୭/୦୪ : ପୁଣି ଥରେ ଚର୍ଚ୍ଚାରେ କେରଳମର ପ୍ରସିଦ୍ଧ ସବରୀମାଳା ମନ୍ଦିର । ଦୀର୍ଘ ବର୍ଷ ଧରି ଏଠାରେ ମହିଳାଙ୍କ ପ୍ରବେଶ ନେଇ ଚାଲିଥିବା ବିବାଦ ଏବେ ନିର୍ଣ୍ଣାୟକ ସ୍ଥିତିରେ ପହଁଚି ଯାଇଛି । ସୁପ୍ରିମ କୋର୍ଟ ମାମଲାରେ ଶୁଣାଣି ଆରମ୍ଭ କରିଛନ୍ତି । ଏହାସହ ମାମଲାର ଶୁଣାଣି ପାଇଁ ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ ୯ଜଣ ବିଚାରପତିଙ୍କୁ ନେଇ ସାମ୍ବିଧାନିକ ଖଣ୍ଡପୀଠ ଗଠନ କରିଛନ୍ତି । ଏହି ଖଣ୍ଡପୀଠକୁ ନିଜେ ପ୍ରଧାନ ବିଚାରପତି ଅଧ୍ୟକ୍ଷତା […]

Read More Text.
Zzzzzzz

ଇରାନକୁ ଜେଡି ଭାନ୍ସଙ୍କ ଚେତାବନୀ; କୂଟନୈତିକ ସମାଧାନ ପାଇଁ ଧୈର୍ଯ୍ୟ ଶେଷ

ବୁଡାପେଷ୍ଟ/ୱାସିଂଟନ: ଆମେରିକା ଉପରାଷ୍ଟ୍ରପତି ଜେଡି ଭାନ୍ସ ଆଜି ଏକ ଗୁରୁତ୍ୱପୂର୍ଣ୍ଣ କୂଟନୈତିକ କାର୍ଯ୍ୟକ୍ରମରେ ଇରାନ ନେତୃତ୍ୱକୁ ଶେଷ ତଥା କଡ଼ା ଚେତାବନୀ ଦେଇଛନ୍ତି। ହଙ୍ଗେରୀ ପ୍ରଧାନମନ୍ତ୍ରୀ ଭିକ୍ଟର ଓର୍ବାନଙ୍କ ସହ ବୁଡାପେଷ୍ଟ ଗସ୍ତରେ ଥିବା ଭାନ୍ସ କହିଛନ୍ତି ଯେ, ଆମେରିକାର ନୀତି ଏବେ ସ୍ପଷ୍ଟ ଏବଂ ଏହା କଠୋର ପରିଣାମ ଦେବାକୁ ପ୍ରସ୍ତୁତ। ଏହି ବାର୍ତ୍ତା ଦେବା ପାଇଁ ଏକ ୟୁରୋପୀୟ ମଞ୍ଚକୁ ବାଛିବା ପଛରେ ଟ୍ରମ୍ପ ପ୍ରଶାସନର ଲକ୍ଷ୍ୟ ହେଉଛି ଆଟଲାଣ୍ଟିକ୍ ସହଯୋଗୀଙ୍କୁ ଏକଜୁଟ କରିବା […]

Read More Text.