ଆଦିବାସୀ ଛାତ୍ରୀଙ୍କୁ ମେଡ଼ିକାଲ ପଢ଼ିବା ପାଇଁ ସହାୟତାର ହାତ ବଢାଇଲା’ ଖେରଓ୍ବାଳ ଜୁମିଦ୍ ସଂଗଠନ’
ବାରିପଦା: ବଣ ମଲ୍ଲୀ ଯେଉଁଠାରେ ଥିଲେ ବି ତାର ସୁରଭି ଚତୁର୍ଦ୍ଦିଗ ବାସେ ।କଠିନ ପରିଶ୍ରମ, ଇଛାଶକ୍ତି, ପିତା,ମାତା,ଗୁରୁଙ୍କ ଆଶୀର୍ବାଦ କେବେ ବି ନିଷ୍ଫଳ ହୁଏ ନାହିଁ ।ଶିମିଳିପାଳରେ ପାଦଦେଶ ତଥା ବିଶୋଇ ବ୍ଳକର ନୂଆଗାଁ ପଞ୍ଚାୟତ ଅଞ୍ଚଳର ସାନଜାମବିଲା ଗ୍ରାମର ଆଦିବାସି ଦିନ ମଜୁରିଆ ର ଝିଅ ଶିଖା ମାଝି ବିଶୋଇ ବ୍ଳକର ବାଢୁଣିଆ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଚଳିତ ବର୍ଷ ଯୁକ୍ତ ୨ ବିଜ୍ଞାନରେ ସଫଳତାର ସହ ଉତ୍ତିର୍ଣ ହୋଇ ପ୍ରଥମ ପ୍ରଚେଷ୍ଟାରେ ନିଟ୍ […]
Read More Text.