ଗୋପବନ୍ଧୁ ଭବନ ଓଁକାର ବାଟିକାରେ ସନ୍ଥ ଦିବସ
ବାରିପଦା : ଗାନ୍ଧିଜୀ କହୁଥିଲେ ମୋ ଘର ଚାରିପଟେ ଧର୍ମର ପ୍ରାଚୀର ଉଠୁ ଆପତ୍ତି ନାହିଁ, କିନ୍ତୁ ମୋ ଘର ଦେଇ ସର୍ବଧର୍ମର ମହକ ବାସ୍ନାୟିତ କରୁ। ସେହି ମର୍ମରେ ସଦ୍ଭାବନା ସମିତିର ୫୬୫ ତମ ମାସିକ ସନ୍ଥ ଦିବସ ସ୍ଥାନୀୟ ଗୋପବନ୍ଧୁ ଭବନଠାରେ ଦେବସ୍ନାନ ପୂର୍ଣ୍ଣିମା ତିଥିରେ ପାଳିତ ହୋଇଯାଇଛି। କୋଷାଧ୍ୟକ୍ଷ ସନ୍ଦିପ କୁମାର ଚାନ୍ଦଙ୍କ ପୌରହିତ୍ୟରେ ଅନୁଷ୍ଠିତ ସଭାରେ ‘ଜୀବନରେ କର୍ତ୍ତବ୍ୟ ପାଶୋରୀ ମଉଜ ମଜଲିସର ଶୁଷ୍କ ଉତ୍ସବ କର୍ମ ପୁଞ୍ଜିର ପୁଣ୍ୟ ନୁହେଁ’ […]
Read More Text.