IMG 20260831 WA0208

ଦେଶ ପାଇଁ ରଗବି ଖେଳିବେ ସଫେଇ କର୍ମଚାରୀଙ୍କ ଝିଅ ସୁମିତ୍ରା 

ବାରିପଦା : ପରିବାରର ଆର୍ଥିକ ଅନଟନ ଓ କଠିନ ପରିସ୍ଥିତିକୁ ପଛରେ ପକାଇ ଆନ୍ତର୍ଜାତୀୟ କ୍ରୀଡ଼ା ଜଗତରେ ମୟୂରଭଞ୍ଜର ନାଁ ଚମକାଇଛନ୍ତି ବାରିପଦା ବ୍ଲକ ଅନ୍ତର୍ଗତ ରାଜାବସା ଶିକାରଘାଟିର ଝିଅ ସୁମିତ୍ରା ମୁର୍ମୁ I ଆସନ୍ତା ସେପ୍ଟେମ୍ବର ମାସ ୫ ଓ ୬ ତାରିଖରେ ଚୀନ୍‌ର କିଙ୍ଗଡାଓଠାରେ ଅନୁଷ୍ଠିତ ହେବାକୁ ଥିବା ୧୮ ବର୍ଷରୁ କମ୍ ଏସିଆ ରଗ୍‌ବୀ ଏମିରେଟ୍ସ ସେଭେନ୍ସ ଚାମ୍ପିଅନସିପ୍‌-୨୦୨୬ ପାଇଁ ସେ ଭାରତୀୟ ଦଳରେ ସ୍ଥାନ ପାଇଛନ୍ତି I ତାଙ୍କର ଏହି ସଫଳତା […]

Read More Text.
IMG 20260831 WA0213

ମୟୂରଭଂଜ ଜିଲ୍ଲାର ପ୍ରାକ୍ତନ ସାଂସଦ ଇଂ ରାମଚନ୍ଦ୍ର ହାଁସଦାଙ୍କ କଂଗ୍ରେସରେ ଯୋଗଦାନ

ବାରିପଦା : ଆଗକୁ ପଞ୍ଚାୟତ  ଓ ପୌର ନିର୍ଵାଚନ ।ସବୁ ଦଳରେ ଉଷ୍ମତା ବୃଦ୍ଧି ପାଇଲାଣି ।ରାଜନେତାମାନେ ନିଜ ନିଜ ଭବିଷ୍ୟତ ନେଇ ଚିନ୍ତିତ ।ତେଣୁ ବେଳ ଥାଉଁ ଥାଉଁ ନିଜ  ରାଜନୈତିକ ଭବିଷ୍ୟତ କୁ ଗୁରୁତ୍ଵ  ଦେଵାପାଇଁ ପ୍ରୟାସ ଜାରି ରଖିଛନ୍ତି ।ମୟୂରଭଂଜ ଜିଲ୍ଲାର ସଂଗ୍ରାମୀ ଉଚ୍ଚ ଶିକ୍ଷିତ ପ୍ରାକ୍ତନ ବିଜେଡି ସାଂସଦ ଇଂ ରାମଚନ୍ଦ୍ର ହାଁସଦାଃ ରାଜ୍ୟ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ପିସିସି ସଭାପତି ଭକ୍ତ ଚରଣ ଦାସ ଏବଂ ଓଡ଼ିଶା କଂଗ୍ରେସ ପ୍ରଭାରୀ […]

Read More Text.
IMG 20260831 WA0197

ସରଗଡାରେ ଗ୍ରାମ ପଞ୍ଚାୟତସ୍ତରୀୟ ଯୁଗ୍ମ ଜନ ଶୁଣାଣି 

ରାଇରଙ୍ଗପୁର : ଗ୍ରାମ ଅଭିମୁଖେ ପ୍ରଶାସନ. ଏହି ଉଦେଶ୍ୟକୁ ଫଳପ୍ରସୂ କରିବା ଲକ୍ଷ୍ୟନେଇ ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ବିଜାତଳା ବ୍ଲକ ଅଧିନସ୍ଥ ସରଗଡା ଗ୍ରାମ ପଞ୍ଚାୟତ ପରିସରରେ ଯୁଗ୍ମ ଜନ  ଶୁଣାଣି ଶିବିର ଆୟୋଜିତ ହୋଇଯାଇଛି। ଜିଲ୍ଲାପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ  ଧର୍ମାନନ୍ଦ ବେହେରାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଶିବିରରେ ଅନ୍ୟମାନଙ୍କ ମଧ୍ୟରେ ରାଇରଙ୍ଗପୁର ଆରକ୍ଷୀ ଅଧିକ୍ଷକ ସୁରେଶ ଚନ୍ଦ୍ର ପାତ୍ର,ଉପଜିଲ୍ଲାପାଳ  ଉଗ୍ରେସନ ଓରାମ, ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ ଯୋଗରଞ୍ଜନ […]

Read More Text.
IMG 20260831 WA0217

ଚାକିରିର ଶେଷ ଦିନରେ ଅବସରପ୍ରାପ୍ତ ଶିକ୍ଷକ ଓ କର୍ମଚାରୀଙ୍କୁ ପେନସନ୍‌ ପ୍ରଦାନ

ବାରିପଦା : ଅବସର ଦିନରୁ ହିଁ ପେନସନ୍‌ ପ୍ରଦାନ କରି ଅବସରପ୍ରାପ୍ତ ଶିକ୍ଷକ ଓ କର୍ମଚାରୀଙ୍କ ପ୍ରତି ସମ୍ମାନ ଓ ସମ୍ବେଦନଶୀଳ ପ୍ରଶାସନର ଏକ ଉଦାହରଣ ସୃଷ୍ଟି କରିଛି ମୟୂରଭଞ୍ଜ ଜିଲ୍ଲା ଶିକ୍ଷା ବିଭାଗ। ଆଜି ୩୧ ଅଗଷ୍ଟ ୨୦୨୬, ଚାକିରିର ଶେଷ ଦିନରେ ଜିଲ୍ଲା ଶିକ୍ଷା ଅଧିକାରୀ, ମୟୂରଭଞ୍ଜଙ୍କ କାର୍ଯ୍ୟାଳୟରେ ଅବସରଗ୍ରହଣ କରୁଥିବା ଶିକ୍ଷକ ଓ କର୍ମଚାରୀମାନଙ୍କୁ ସେମାନଙ୍କ ପେନସନ୍‌ ପ୍ରଦାନ କରାଯାଇଛି। ଏହି ଅବସରରେ ଭୁରୁଙ୍ଗାସୋଲ ସରକାରୀ ଉଚ୍ଚ ବିଦ୍ୟାଳୟର ବରିଷ୍ଠ SES ପ୍ରଧାନଶିକ୍ଷକ […]

Read More Text.
Bank mgr 1068x1424

୨ କୋଟି ଟଙ୍କାର ସୁନା ଋଣ ଜାଲିଆତି: ବ୍ୟାଙ୍କ ମ୍ୟାନେଜର ଗିରଫ

ବାଲେଶ୍ବର: ସୁନାଋଣ ପ୍ରଦାନରେ ଜାଲିଆତି ଅଭିଯୋଗରେ ଓଡ଼ିଶା ପୋଲିସର ସ୍ୱତନ୍ତ୍ର ଅର୍ଥନୈତିକ ଶାଖା ବାଲେଶ୍ୱର ଜିଲା ଜୋଡା ୟୁନିଅନ ବ୍ୟାଙ୍କର ତତ୍କାଳୀନ ମ୍ୟାନେଜର ସତ୍ୟବ୍ରତ ଭୋଇଙ୍କୁ ଗିରଫ କରିଛି । ତାଙ୍କ ନାମରେ ପ୍ରାୟ ୨ କୋଟି ୧୨ ଲକ୍ଷ ଟଙ୍କା ସୁନା ଋଣ ହେରଫେର ଅଭିଯୋଗ ରହିଛି । ବାଲେଶ୍ୱରସ୍ଥିତ ୟୁନିଅନ ବ୍ୟାଙ୍କ ଆଂଚଳିକ ମହାପ୍ରବନ୍ଧକ ଆଶୁତୋଷ ସୁଶୀଲ କୁମାର ପଟ୍ଟନାୟକଙ୍କ ଅଭିଯୋଗ କ୍ରମେ ପୁଲିସ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଶ୍ରୀ ପଟ୍ଟନାୟକଙ୍କ […]

Read More Text.
IG V

ବରିଷ୍ଠ IPS ଅଧିକାରୀ ତଥା କ୍ରାଇମବ୍ରାଞ୍ଚ IG ଶେଫିନ୍ ଅହମ୍ମଦଙ୍କ ପରଲୋକ

ଭୁବନେଶ୍ୱେର : ଓଡ଼ିଶା କ୍ୟାଡରର ବରିଷ୍ଠ IPS ଅଧିକାରୀ ତଥା କ୍ରାଇମବ୍ରାଞ୍ଚ IG ଶେଫିନ୍ ଅହମ୍ମଦଙ୍କ ପରଲୋକ । କେରଳର ତିରୁବନନ୍ତପୁରମସ୍ଥିତ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଶେଫିନ୍ ଅହମ୍ମଦ ୨୦୦୩ ବ୍ୟାଚ୍ ର ଓଡ଼ିଶା କ୍ୟାଡର IPS ଅଧିକାରୀ ଥିଲେ। ସେ ଓଡ଼ିଶା ପୋଲିସର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦପଦବୀରେ କାର୍ଯ୍ୟ କରିଥିଲେ। ଶେଷ ସମୟରେ ସେ CID-Crime Branchର IG ଭାବେ ଦାୟିତ୍ୱ ତୁଲାଉଥିଲେ। କିଛି ସମୟ ଧରି କ୍ୟାନ୍ସରରେ […]

Read More Text.
Screenshot 2026 08 31 130034 750x430

ଢେଙ୍କାନାଳ ଜିଲ୍ଲାରେ ଖୋଲିଲା ରାଜ୍ୟର ତୃତୀୟ ଚାଉଳ ATM, ଉଦ୍‌ଘାଟନ କଲେ ଯୋଗାଣ ମନ୍ତ୍ରୀ

ଢେଙ୍କାନାଳ: ଓଡ଼ିଶାର ତୃତୀୟ ଚାଉଳ ATM (Grain ATM) ଢେଙ୍କାନାଳ ଜିଲ୍ଲାରେ ଉଦ୍‌ଘାଟିତ ହୋଇଯାଇଛି। ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଏହାକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଛନ୍ତି। ହିତାଧିକାରୀଙ୍କୁ ୨୪ ଘଣ୍ଟା ସେବା ଯୋଗାଇବ ଚାଉଳ ATM। ଫିଙ୍ଗର ପ୍ରିଣ୍ଟ ଓ କାର୍ଡ ନମ୍ବର ଦେଇ ଚାଉଳ ଉଠାଇ ପାରିବେ ହିତାଧିକାରୀ। ଭୁବନେଶ୍ବର, ଝାରସୁଗୁଡ଼ା ପରେ ଏବେ ଢେଙ୍କାନାଳରେ ଖୋଲିଛି ଚାଉଳ ATM। ଆଗାମୀ ଦିନରେ ପ୍ରତି ଜିଲ୍ଲାରେ ଏଭଳି ATM […]

Read More Text.
IMG 20260830 WA0229

ବାରିପଦା ବ୍ଲକସ୍ତରୀୟ ଭାଷାଭିତ୍ତିକ କାର୍ଯ୍ୟକ୍ରମ “ଉଡାନ – ୩” ଅନୁଷ୍ଠିତ 

ବାରିପଦା : ବାରିପଦା ବ୍ଲକ ଅନ୍ତର୍ଗତ ବାଙ୍କିଶୋଳ କ୍ଲଷ୍ଟରର କଇଁଫୁଲିଆ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବ୍ଲକସ୍ତରୀୟ ଭାଷାଭିତ୍ତିକ କାର୍ଯ୍ୟକ୍ରମ “ଉଡାନ – ୩” ଅନୁଷ୍ଠିତ ହୋଇଯାଇଛି I ବାରିପଦା ଗୋଷ୍ଠୀ ଶିକ୍ଷା ଅଧିକାରିଣୀ ସୁଶ୍ରୀ ଅନୁଜା ମାଧୁରୀ ଦାସ ଏହି କାର୍ଯ୍ୟକ୍ରମର ଉଦଘାଟନ କରିବା ସହ ତୃଣମୂଳ ସ୍ତରରେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ମୌଳିକ ଭାଷାଜ୍ଞାନର ବିକାଶ କ୍ଷେତ୍ରରେ ଶିକ୍ଷକ/ଶିକ୍ଷୟତ୍ରୀ ମାନଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ପ୍ରକାଶ କରିଥିଲେ I ସମ୍ମାନିତ ଅତିଥି ଭାବେ ଅତିରିକ୍ତ […]

Read More Text.
IMG 20260830 WA0257

ବିଜେପି ତରଫରୁ ସନ୍ଥ ଶିରୋମଣି ରବି ଦାସଙ୍କ ଜୟନ୍ତୀ ଓ ସମରସିତା ସଙ୍କଳ୍ପ ଅଭିଯାନ

ବାରିପଦା : ସନ୍ଥ ଶିରୋମଣୀ ଶ୍ରୀ ଗୁରୁ ରବି ଦାସଙ୍କ ୬୫୦ ତମ ଜୟନ୍ତୀ ଅବସରରେ ଵହଳଦା ମା’ କିଚକେଶ୍ଵରୀ ମନ୍ଦିର ପ୍ରାଙ୍ଗଣରେ ‘ ସମରସତା ସଙ୍କଳ୍ପ ଅଭିଯାନ” ଅନୁଷ୍ଠିତ ହୋଇଯାଇଛି ।ଏଥିରେ ମୁଖ୍ୟ ଅତିଥି ରାଇରଙ୍ଗପୁର ବିଧାୟକ ଜଲେନ ନାଏକ,ମୁଖ୍ୟ ବକ୍ତା କବି ବିଷ୍ଣୁ ଶତପଥି, ଵିଜେପିର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ  ନବିନ ରାମ, ବିଜେପି ଜିଲ୍ଲା ସଭାପତି ଜୁରିଲାଲ ମହାନ୍ତ,ଏସି ସେଲ ଜିଲ୍ଲା ସଭାପତି ସୁବାସ ଵେହେରା ,ବରିଷ୍ଠ ବିଜେପି  ନେତା ଜୟନ୍ତ ମହାପାତ୍ର, […]

Read More Text.
IMG 20260830 WA0219

ସିପିଆଇର ସେପ୍ଟେମ୍ବର ୧ ଦିଲ୍ଲୀ ପରିବର୍ତ୍ତନ ମହାସମାବେଶ ଓ ୮ ରେ ରାଜ୍ୟ କନଭେନସନ ପାଇଁ ପଦଯାତ୍ରା 

ବାରିପଦା : ସମଗ୍ର ଦେଶରେ ଦେଖାଦେଇଥିବା ଅହେତୁକ ଦରବୃଦ୍ଧି, ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପରିସ୍ଥିତି, ଶ୍ରମିକ – କୃଷକମାରଣ ନୀତି, ଉତ୍କଟ ବେକାରୀ ସମସ୍ୟା, ଶିକ୍ଷା – ସ୍ବାସ୍ଥ୍ୟସେବାର ଅଧୋଗତି, ମହିଳା – ସାଧାରଣ ଲୋକଙ୍କ ଉପରେ କ୍ରମ ବର୍ଦ୍ଧିଷ୍ଣୁ ଅତ୍ୟାଚାର,ଘୃଣା, ହିଂସା ଓ ଭିଡ଼ ହତ୍ୟା, ସମ୍ବିଧାନର ମୂଲ୍ୟବୋଧର ସୁରକ୍ଷା, ନିର୍ବାଚନ ସଂସ୍କାର, ସାମାଜିକ ସୁରକ୍ଷା ଯୋଜନାରେ ମାସିକ ୩ ହଜାର ଟଙ୍କା ଭତ୍ତା ପ୍ରଦାନ, ବନ୍ୟା ପ୍ରପୀଡ଼ିତ ଜନତା ଓ ଚାଷୀଙ୍କ ସମସ୍ୟା ଇତ୍ୟାଦି ନେଇ […]

Read More Text.