ଯୁଦ୍ଧ ପ୍ରଭାବ: ୧୦ହଜାର ବିମାନ ଉଡ଼ାଣ ରଦ୍ଦ
ନୂଆଦିଲ୍ଲୀ: ଇରାନ ଯୁଦ୍ଧ ଭାରତର ବିମାନ ଚଳାଚଳ ଶିଳ୍ପକୁ ଗୁରୁତର ପ୍ରଭାବିତ କରିଛି। ଯୁଦ୍ଧ ଆରମ୍ଭ ହେବା ପରେ ଆକାଶ ମାର୍ଗରେ କଟକଣା ଲାଗିଥିବାରୁ ଭାରତୀୟ ଏୟାରଲାଇନ୍ଗୁଡ଼ିକ ୧୦ହଜାର ଉଡ଼ାଣ ବାତିଲ କରିଛନ୍ତି ବୋଲି ବେସାମରିକ ବିମାନ ଚଳାଚଳ ବିଭାଗର ଯୁଗ୍ମ ସଚିବ ଅସଙ୍ଗବା ଚୁବା କହିଛନ୍ତି। ପ୍ରତିଦିନ ମଧ୍ୟପ୍ରାଚ୍ୟକୁ ଭାରତରୁ ୩୦୦-୩୫୦ ବିମାନ ଯାଉଥିଲା। ଯୁଦ୍ଧ ପରେ ସେହି ସଂଖ୍ୟା ୮୦-୯୦କୁ ଖସିଆସିଛି। ଗତ ଫେବ୍ରୁଆରି ୨୮ରେ ଇରାନ ସହ ଆମେରିକା ଓ ଇସ୍ରାଏଲର ଯୁଦ୍ଧ […]
Read More Text.