Car, bus

ଓଡ଼ିଶାରେ ପଶିପାରିବନି ବାହାର ରାଜ୍ୟର ଗାଡ଼ି, ୧୦ ବର୍ଷରୁ ଅଧିକ ହେଲେ ମିଳିବନି ପରମିଟ୍

କଟକ ୬।୪: ଓଡ଼ିଶାରେ ବାହାର ରାଜ୍ୟର ୧୦ ବର୍ଷରୁ ଅଧିକ ପୁରୁଣା ବାଣିଜ୍ୟିକ ଗାଡ଼ି ଉପରେ କଟକଣା । ନୂତନ ପରମିଟ୍ ପ୍ରଦାନ କରାଯିବ ନାହିଁ । ମାଲିକାନା ହସ୍ତାନ୍ତର କିମ୍ବା କୌଣସି କର ଗ୍ରହଣ ଉପରେ ମଧ୍ୟ ଅଙ୍କୁଶ । ୧୯ ଜୁଲାଇ ୨୦୨୩ ଏସଟିଏ ବୈଠକରେ ନିଆଯାଇଥିବା ନିଷ୍ପତ୍ତି କାର୍ଯ୍ୟକାରୀ କରିବାକୁ ସମସ୍ତ ଆରଟିଓଙ୍କୁ ନିର୍ଦ୍ଦେଶ । ଏ ନେଇ ରାଜ୍ୟ ପରିବହନ ପ୍ରାଧିକରଣ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । ବାଣିଜ୍ୟ […]

Read More Text.

ରାଜ୍ୟରେ ୧୦ ତାରିଖ ଯାଏ ରହିବ କାଳବୈଶାଖୀର ପ୍ରଭାବ, ଏସବୁ ଜିଲାରେ ବର୍ଷିବ

ଭୁବନେଶ୍ୱର : ଅସହ୍ୟ ଖରା, ଗରମରୁ ମିଳିଲା ଆଶ୍ୱସ୍ତି। ବଦଳିଲା ପାଗ। ବିଭିନ୍ନ ସ୍ଥାନରେ କାଳବୈଶାଖୀ , ଘଡଘଡି, ବିଜୁଳି, ପବନ ମାଡ, କୁଆପଥର ସହ ହୋଇଛି ପ୍ରବଳ ବର୍ଷା। ବିଶେଷ କରି ବରଗଡ଼, ପାଟଣାଗଡ଼, କଳାହାଣ୍ଡି କଲମପୁରରେ କାଳବୈଶାଖୀର ତାଣ୍ଡବ ଦେଖାଯାଇଛି। ପ୍ରବଳ ମାତ୍ରାରେ କୁଆପଥର ବର୍ଷା ହୋଇଛି। ଗଛ ଉପୁଡ଼ିବା ସହ ବିଦ୍ୟୁତ୍ ସେବା ମଧ୍ୟ ବ୍ୟାହତ ହୋଇଛି। ଫସଲ ନଷ୍ଟ ହେବା ସହ ଘରର ଛପର ଉଡି କ୍ଷତିଗ୍ରସ୍ତ ହୋଇଛି। ଗତ କିଛି […]

Read More Text.
1ade89c7 7484 4cab b550 aac879f50594

ବିଜେଡିରୁ ନିଲମ୍ବିତ ହେଲେ ମୁକ୍ତିକାନ୍ତ ମଣ୍ତଳ ଓ ମଞ୍ଜୁଲତା ମଣ୍ତଳ

ଭୁବନେଶ୍ଵର:ବିଜେଡିରୁ ନିଲମ୍ବିତ ହେଲେ ଦମ୍ପତି। ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ତଳ ଓ ପୂର୍ବତନ ସାଂସଦ ମଞ୍ଜୁଲତା ମଣ୍ତଳ ବିଜେଡିରୁ ନିଲମ୍ବିତ ହୋଇଛନ୍ତି। ଦଳ ବିରୋଧୀ ଅଭିଯୋଗରେ  ଦଳରୁ ନିଲମ୍ବିତ କରାଯାଇଥିବା ନେଇ ବିଜେଡି ପକ୍ଷରୁ ସୂଚନା ଦିଆଯାଇଛି।  ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ତଳ ଧାମନଗରରୁ ନିର୍ବାଚିତ ହୋଇଥିଲେ । ପୂର୍ବତନ ସାଂସଦ ମଞ୍ଜୁଲତା ମଣ୍ତଳ ୨୦୧୯ମସିହାରେ   ଭଦ୍ରକ ଲୋକସଭା ଆସନରୁ ନିର୍ବାଚିତ ହୋଇଥିଲେ।   ନିଲମ୍ବିତ ପରେ ମୁହଁ ଖୋଲିଲେ ମୁକ୍ତିକାନ୍ତ ମଣ୍ତଳ। ସେ କହିଛନ୍ତି ଯେ […]

Read More Text.
Zzzzzz

ସ୍ୱଭାବିକ ହେଲା ମହାପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି

ଭୁବନେଶ୍ୱର : ସ୍ୱଭାବିକ ହେଲା ମହାପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି। ଦୁଇ ସେବାୟତ ଗୋଷ୍ଠୀ ଭିତରେ ଘୋଡଣି ଉଠେଇବା ନେଇ ବିବାଦ ଉପୁଜି ଥିଲା। ଉଭୟ ପକ୍ଷଙ୍କୁ ଡାକି ଆଲୋଚନା ପରେ ସମସ୍ୟାର ସମାଧାନ ହେଲା। ଏହି ଘଟଣାକୁ ନେଇ ଆଗାମୀ ୨୦ରେ ଟ୍ରଷ୍ଟ ବୋର୍ଡ ବୈଠକରେ ନିଷ୍ପତ୍ତିକରାଯିବ। ଆଜି ମନ୍ଦିର ପରିସରରେ ଯେଉଁ ଘଟଣା ଘଟିଲା ତାହାର ତଦନ୍ତ ହେବ। ପୁଣି ଲିଙ୍ଗରାଜ ମନ୍ଦିରରେ ବ୍ରାହ୍ମଣ ନିଯୋଗ ଓ ବଡୁ ନିଯୋଗ ବିବାଦ ସୋମବାର ଦେଖିବାକୁ ମିଳିଥିଲା। […]

Read More Text.

ରକ୍ତ ଯୋଗାଡ଼ କରାଇଦେବା ନାଁରେ ଠକେଇ, ତିନି ଦଲାଲ୍‌ ଗିରଫ

କଟକ: ରାଜ୍ୟର ପ୍ରମୁଖ ଚିକିତ୍ସାଳୟ ଓ ବଡ଼ଡାକ୍ତରଖାନା ଗୁଡ଼ିକରେ ଦଲାଲଙ୍କ କାରବାର ବଢ଼ିବାରେ ଲାଗିଛି। ବିଶେଷ କରି ରାଜ୍ୟର ବଡ଼ଡାକ୍ତରଖାନା ଗୁଡ଼ିକରେ ରୋଗୀଙ୍କୁ ଉତ୍ତମ ସ୍ବାସ୍ଥ୍ୟ ଚିକିତ୍ସା, ରକ୍ତଯୋଗାଇବା ଆଳରେ ଦଲାଲ୍‌ ଗୋଷ୍ଠୀ ରୋଗୀ ସଂପର୍କୀୟଙ୍କ ଠାରୁ ଲୁଟି ନେଉଥିବା ଦେଖିବାକୁ ମିଳୁଛି। ଦଲାଲ୍‌ଙ୍କ ଏକ ରାକେଟ୍ ସକ୍ରିୟ ଭାବେ କାମ କରୁଥିବା ବେଳେ ଉତ୍ତମ ଚିକିତ୍ସା ଆଳରେ ସରକାରୀ ଡାକ୍ତରଖାନାରୁ ଘରୋଇ ଚିକିତ୍ସାଳୟକୁ ନେବା ପାଇଁ ବି ଏହି ଗୋଷ୍ଠୀ କାମ କରୁଛନ୍ତି। କଟକ ମଙ୍ଗଳବାଗ […]

Read More Text.

୧୨ ଲକ୍ଷଟଙ୍କା ଆତ୍ମସାତ କରି ରତନପୁର ପିଇଓ ଗିରଫ

ଭୁବନେଶ୍ବର: ସରକାରୀ ତହବିଲରୁ ପ୍ରାୟ ୧୨ ଲକ୍ଷ ଟଙ୍କା ଆତ୍ମସାତ କରି ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ୍‌ ରତନପୁର ପଞ୍ଚାୟତର ପଞ୍ଚାୟତ ନିର୍ବାହୀ ଅଧିକାରୀ (ପିଇଓ) ଦୀଲିପ କୁମାର ପ୍ରଧାନ, ରାଜ୍ୟ ଦୁର୍ନୀତି ନିବାରଣ ବିଭାଗ (ଭିଜିଲାନ୍‌ସ) ହାତରେ ଗିରଫ ହୋଇଛନ୍ତି। ଭିଜିଲାନ୍‌ସ ବିଭାଗ ପକ୍ଷରୁ ଜାରି ସୂଚନାନୁସାରେ, ସେ ବାଲିପାଟଣା ପଞ୍ଚାୟତ ସମିତିରେ ଜାନୁଆରି ୨୦୨୩ରୁ ଜୁଲାଇ ୨୦୨୪ ମଧ୍ୟରେ କାର୍ଯ୍ୟ କରିବା ସମୟରେ ସରକାରୀ ତହବିଲର ୧୧ଲକ୍ଷ ୨୮ ହଜାର ୬ଶହ ଟଙ୍କା ଆତ୍ମସାତ […]

Read More Text.

୧୪ ବିଶ୍ବବିଦ୍ୟାଳୟ ନିମନ୍ତେ କୁଳପତି ନିଯୁକ୍ତ

ଭୁବନେଶ୍ବର: ରାଜ୍ୟପାଳ ତଥା କୁଳାଧିପତିଙ୍କ ଅନୁମୋଦନ କ୍ରମେ ରାଜ୍ୟ ସରକାର ରାଜ୍ୟର ୧୪ଟି ବିଶ୍ବବିଦ୍ୟାଳୟରେ କୁଳପତି ନିଯୁକ୍ତି କରିଛନ୍ତି। ପ୍ରକାଶିତ ବିଜ୍ଞପ୍ତି ଅନୁସାରେ, ଉତ୍କଳ ବିଶ୍ବବିଦ୍ୟାଳୟ ନିମନ୍ତେ ପ୍ରଫେସର ଚଣ୍ଡୀ ପ୍ରସାଦ ନନ୍ଦ, ରେଭେନ୍‌ସା ବିଶ୍ବବିଦ୍ୟାଳୟ ନିମନ୍ତେ ପ୍ରଫେସର ଅର୍କ କୁମାର ଦାସ ମହାପାତ୍ର, ଫକୀର ମୋହନ ବିଶ୍ବବିଦ୍ୟାଳୟ ନିମନ୍ତେ ସନ୍ତୋଷ କୁମାର ତ୍ରିପାଠୀ, ଧରଣୀଧର ବିଶ୍ବବିଦ୍ୟାଳୟ ନିମନ୍ତେ ପ୍ରଫେସର ସଞ୍ଜୟ କୁମାର ପାତ୍ର, ଗଙ୍ଗାଧର ମେହେର ବିଶ୍ବବିଦ୍ୟାଳୟ ନିମନ୍ତେ ବ୍ୟୋମକେଶ ତ୍ରିପାଠୀ, ଖଲିକୋଟ ଏକକ ବିଶ୍ବବିଦ୍ୟାଳୟ […]

Read More Text.

ଓଡ଼ିଆ ପକ୍ଷ–୨୦୨୬ ପାଳନର ପଞ୍ଚମ ଦିନ : ଜିଲ୍ଲାସ୍ତରୀୟ ଐତିହ୍ୟ ଗଣଦୌଡ ସମ୍ପନ୍ନ

ବାରିପଦା :  ଓଡ଼ିଶା ସରକାରଙ୍କ ପକ୍ଷରୁ ପାଳିତ ହେଉଥିବା “ଓଡ଼ିଆ ପକ୍ଷ–୨୦୨୬” ଅବସରରେ ପଞ୍ଚମ ଦିନର କାର୍ଯ୍ୟକ୍ରମ ଭାବେ ମୟୂରଭଞ୍ଜ ଜିଲ୍ଲାରେ ଜିଲ୍ଲାସ୍ତରୀୟ “ଐତିହ୍ୟ ଗଣଦୌଡ଼” ବେଶ୍ ଉତ୍ସାହ ଓ ଉଦ୍ଦୀପନା ସହ ସମ୍ପନ୍ନ ହୋଇଛି। ଜିଲ୍ଲା କ୍ରୀଡା ବିଭାଗ ଆନୁକୂଲ୍ୟରେ ଏବଂ ଜିଲ୍ଲା ପ୍ରଶାସନ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମ ଯୁବମାନଙ୍କ ମଧ୍ୟରେ ଓଡ଼ିଆ ଭାଷା, ସଂସ୍କୃତି ଓ ପରମ୍ପରା ପ୍ରତି ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଆୟୋଜିତ ହୋଇଛି । ଉଲ୍ଲେଖଯୋଗ୍ୟ ଯେ, ୧ ଏପ୍ରିଲ୍ […]

Read More Text.

ବାରିପଦାରେ ଅନୁଷ୍ଠିତ ହେବ ୩ ଦିନିଆ ମାଦଳ ମହୁରୀ ଉତ୍ସବ ଚଳିତ ମାସ ୭ ତାରିଖରୁ 

ବାରିପଦା  : ସ୍ଥାନୀୟ ସହିଦ ସ୍ମୃତି ଭବନରେ ଦୁର୍ଯ୍ୟୋ – ସରସ୍ବତୀ ସାଂସ୍କୃତିକ ପରିଷଦ ଓ ସୌଖିନ କଳାକାର କ୍ଲବ ଆନୁକୂଲ୍ୟରେ ଚଳିତ ମାସ ୭ ତାରିଖରୁ ୯ ତାରିଖ ମଧ୍ୟରେ ମାଦଳ ମହୁରୀ ଉତ୍ସବ – ୨୦୨୬ ଅନୁଷ୍ଠିତ ହେବାକୁ ଯାଉଅଛି I ଏହି ଅବସରରେ କ୍ଷୀରୋଦ ବିହାରୀ ସିଟ ଙ୍କ ଅଧ୍ୟକ୍ଷତରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି l ପ୍ରଥମ ସନ୍ଧ୍ୟାରେ ଗୁହିରାମ ଜେନାଙ୍କ ନିର୍ଦ୍ଦେଶିତ ନାଟକ “ମହାବିଭ୍ରାଟ” ଓ ଧନଞ୍ଜୟ ସାହୁଙ୍କ ନିର୍ଦ୍ଦେଶିତ […]

Read More Text.

ବାରିପଦାରେ ‘ବଳାଙ୍ଗୀ ଟେଲେଣ୍ଟ ହଣ୍ଟ’ ମେଗା ଅଡିସନ ଅନୁଷ୍ଠିତ: ଏପ୍ରିଲ ୧୬ରୁ ଆରମ୍ଭ ହେବ ୨୪ତମ ରାଜ୍ୟ ସ୍ତରୀୟ ବଳାଙ୍ଗୀ ମହୋତ୍ସବ

ବାରିପଦା, ୦୫/୦୪/୨୬: ମୟୁରଭଞ୍ଜ ଜିଲ୍ଲାର ଓଡ଼ିଆ ଭାଷା, ସାହିତ୍ୟ, କଳା, ସଂସ୍କୃତି ଏବଂ ପର୍ଯ୍ୟଟନର ସୁରକ୍ଷା ତଥା ବିକାଶ ପାଇଁ ଏକ ଅନନ୍ୟ ସାଂସ୍କୃତିକ ଧାରା ସୃଷ୍ଟି କରିଥିବା ‘ବଳାଙ୍ଗୀ ମହୋତ୍ସବ’ ଚଳିତ ବର୍ଷ ଅଧିକ ଆକର୍ଷଣୀୟ ହେବାକୁ ଯାଉଛି। ଏହି ପରିପ୍ରେକ୍ଷୀରେ ଆଜି ବାରିପଦାସ୍ଥିତ ଡିଭାଇନ ଇଞ୍ଜିନିୟରିଙ୍ଗ କଲେଜ ପରିସରରେ ନୃତ୍ୟ ପ୍ରତିଭା ଚୟନ ଭିତ୍ତିକ କାର୍ଯ୍ୟକ୍ରମ ‘ବଳାଙ୍ଗୀ ଟେଲେଣ୍ଟ ହଣ୍ଟ’ ମେଗା ଅଡିସନ ଅନୁଷ୍ଠିତ ହୋଇଯାଇଛି। ୨୦୦୩ ମସିହାରୁ ବାରିପଦାର ବାବା ବୁଢା ରାଉଳ ମଠ […]

Read More Text.