Img 20250819 wa0136

ବାବା ବଳିଆ ଙ୍କ ବାରିପଦା ଗସ୍ତ, ସୃଷ୍ଟି ର ସୁରକ୍ଷା ନିମିତ୍ତ ବୃକ୍ଷ ରୋପଣ କରିବାକୁ କଲେ ନିବେଦନ 

ବାରିପଦା : ଶିଶୁ ଅନନ୍ତ ଆଶ୍ରମ ର ପ୍ରତିଷ୍ଠାତା, ସମାଜ ସଂସ୍କାରକ ପରମପୂଜ୍ୟ ଶ୍ରୀମଦ ବାବା ବଳିଆ ବାରିପଦା ଗସ୍ତରେ ଆସି ସୃଷ୍ଟିର ସୁରକ୍ଷା ନିମିତ୍ତ ପ୍ରତ୍ୟେକ ବ୍ୟକ୍ତି ଅନ୍ୟୁନ ପାଞ୍ଚଟି ଲେଖାଏଁ ବୃକ୍ଷ ରୋପଣ କରିବାକୁ ନିବେଦନ କରିଛନ୍ତି l ଏଥି ସହିତ ମଦ ମାଂସ ହିଂସା କୁ ପରିହାର କରି ସମାଜରେ ସଦଭାବ ପ୍ରତିଷ୍ଠା ପାଇଁ ସମସ୍ତେ ଯତ୍ନବାନ ହେବା ଆବଶ୍ୟକ ବୋଲି ନିବେଦନ କରିଛନ୍ତି l ବାବା ବଳିଆ କହିଛନ୍ତି ଯେ, ଏ […]

Read More Text.
Img 20250819 wa0128

ବୟନ ଓ ହସ୍ତତନ୍ତ ବିଭାଗ ନିର୍ଦ୍ଦେଶକଙ୍କ ଦୁଇ ଦିନିଆ ମୟୂରଭଞ୍ଜ ଜିଲ୍ଲା ଗସ୍ତ

କ୍ଷେତ୍ର ପରିଦର୍ଶନ ସହ ବିଭିନ୍ନ ବିଭାଗର ଉନ୍ନୟନ ମୂଳକ ପ୍ରକଳ୍ପର ଅଗ୍ରଗତି ଓ ଜନ କଲ୍ୟାଣକାରି  ଯୋଜନାର କାର୍ଯ୍ୟକାରିତା ଉପରେ କଲେ ସମୀକ୍ଷା ବାରିପଦା : ବୟନ ଓ ହସ୍ତତନ୍ତ ବିଭାଗ ନିର୍ଦ୍ଦେଶକ ତଥା ଜିଲ୍ଲା ନୋଡାଲ ଅଧିକାରୀ ଶ୍ରୀ ପ୍ରେମ ଚନ୍ଦ୍ର ଚୌଧାରୀ, ଭା. ପ୍ର.ସେ. ମୟୂରଭଞ୍ଜ ଜିଲ୍ଲା ଗସ୍ତରେ ଆସି ଆଜି ପ୍ରଥମ ଦିନରେ  କ୍ଷେତ୍ର ପରିଦର୍ଶନରେ ଜିଲ୍ଲାର ବିଭିନ୍ନ ସ୍ଥାନକୁ ଯାଇ ବିଭିନ୍ନ ବିଭାଗ ଅଧୀନରେ କାର୍ଯ୍ୟକାରି ହେଉଥିବା  ଉନ୍ନୟନ ମୂଳକ ପ୍ରକଳ୍ପ କାର୍ଯ୍ୟର […]

Read More Text.
Photo for the news of salandi bridge

ନିର୍ମାଣକୁ ୧୦ବର୍ଷ ପୂରିବ, ଟିକିରା-ଶ୍ରୀରାମପୁର ବିଜୁ ସେତୁ କାର୍ଯ୍ୟକ୍ଷମ ହେଉନି

ଆଗରପଡ଼ା :ଆଉ ମାସ କେଇଟା ପରେ ନିର୍ମାଣକୁ ୧୦ବର୍ଷ ପୂରିବ । ଆପ୍ରୋଚ ରୋଡକୁ ନେଇ ଉପୁଜିଥିବା ସମସ୍ୟାର ସମାଧାନ ହୋଇ ସାରିଥିଲେ ସୁଦ୍ଧା ଗ୍ରାମବାସୀଙ୍କ ଅସହଯୋଗ ଯୋଗୁଁ କାର୍ଯ୍ୟକ୍ଷମ ହୋଇପାରୁନି ବିଜୁ ସେତୁ । ଏହିପରି ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ଆଗରପଡ଼ା ସ୍ଥିତ ଟିକିରା-ଶ୍ରୀରାମପୁର ଗ୍ରାମକୁ ସଂଯୋଗୀକରଣ ନିମନ୍ତେ ସାଳନ୍ଦୀ ନଦୀ ଉପରେ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ନିର୍ମାଣ ହେଉଥିବା ବିଜୁ ସେତୁ କ୍ଷେତ୍ରରେ । ଟିକିରା-ଶ୍ରୀରାମପୁର ଅଂଚଳର […]

Read More Text.
Photo for the news of bhagaram

ବର୍ଷାଦିନେ ବଢୁଛି ଭଗାରାମବାସୀଙ୍କ ଦୁଃଖ, ଗମନାଗମନ ଓ ଚାଷ କ୍ଷେତ୍ରରେ ବାଧକ ସାଜୁଛି ବର୍ଷାଜଳ

ଆଗରପଡ଼ା :ବର୍ଷା ଆସିଲେ ଗ୍ରାମବାସୀଙ୍କ ଦୁଃଖ ବଢିଯାଏ । ବର୍ଷା ପାଣି ଚାଷ ଓ ଗମନାଗମନ ଆଦି ବିଭିନ୍ନ କ୍ଷେତ୍ରରେ ବାଧକ ସାଜିଥାଏ । ଏହିପରି ଏକ ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ଭଦ୍ରକ ଜିଲା ବନ୍ତ ବ୍ଲକ କାଦବରାଙ୍ଗ ପଂଚାୟତ ୩ନଂ ୱାର୍ଡ଼ ଅନ୍ତର୍ଗତ ଭଗାରାମ ଗ୍ରାମରେ । ସୂଚନା ଅନୁଯାୟୀ: ବାରିକ ସାହୀ,ବଡ଼ ସାହୀ,ଜେନା ସାହୀ,ଦାସ ସାହୀ,ଗୁଦୁଡ଼ି ସାହୀ,ବଡ଼ପୋଖରୀ ଓ ମହୁରୀ ସାହୀକୁ ନେଇ ଭଗାରାମ ଗ୍ରାମ ଗଠିତ । ଯାହାର ଲୋକ ସଂଖ୍ୟା ପାଖାପାଖି […]

Read More Text.
Photo for the news of death

ବଜ୍ରାଘାତରେ ଚାଷୀ ମୃତ

ଆଗରପଡ଼ା :ବିଲରେ କାମ କରୁଥିବା ବେଳେ ବଜ୍ରାଘାତ ଘଟି ଜଣେ ଚାଷୀଙ୍କର ଶୋଚନୀୟ ମୃତ୍ୟୁ ଘଟିଛି । ସୂଚନା ଅନୁଯାୟୀ ଆଜି ପୂର୍ବାହ୍ନ ସମୟରେ ବନ୍ତ ଥାନା ସେଣ୍ଡତୀରା ପଂଚାୟତ ଚାରିପୋଖରୀଆ ଗ୍ରାମର ଗୌରା ମୁଣ୍ଡା(୨୮) ନିକଟସ୍ଥ ବିଲରେ ଚାଷ କାର୍ଯ୍ୟ କରୁଥିବା ସମୟରେ ଲଘୁଚାପ ପ୍ରଭାବରେ ବର୍ଷା ସାଙ୍ଗକୁ ବଜ୍ରାପାତ ହୋଇଥିଲା, ଫଳରେ ସେ ବଜ୍ରାଘାତର ଶିକାର ହୋଇ ହଠାତ୍ ଚାଷ ଜମିରେ ଟଳି ପଡ଼ିଥିଲେ କ୍ଷ ତାଙ୍କୁ ସଙ୍ଗେ ସଙ୍ଗେ ଉଦ୍ଧାର କରାଯାଇ ଡାକ୍ତରଖାନାକୁ […]

Read More Text.
Photo for the news of governer programme

ରାଜ୍ୟପାଳଙ୍କ ରୁରାଲ ଇଣ୍ଡଷ୍ଟ୍ରିଆଲ ପାର୍କ ପରିଦର୍ଶନ

ଆଗରପଡ଼ା :ମଙ୍ଗଳବାର ଓଡିଶାର ମହାମହିମ ରାଜ୍ୟପାଳ ଡକ୍ଟର ହରିବାବୁ କୁମ୍ଭମପତି ବନ୍ତ ବ୍ଲକ କାଦବରାଙ୍ଗ ପଞ୍ଚାୟତ ବାବା ଧବଳେଶ୍ୱର ମହିଳା ମହାସଂଘ ଦ୍ୱାରା ପରିଚାଳିତ ରୁରାଲ ଇଣ୍ଡଷ୍ଟ୍ରିଆଲ ପାର୍କର ବିଭିନ୍ନ ୟୁନିଟ ଯଥା- ଟେଲରିଂ ଓ ସିଲେଇ ,ଚାରା ଉତ୍ପାଦନ ,ବ୍ୟାଗ ଉତ୍ପାଦନ ,ମୁଢ଼ୀ,ଡାଲି, ମତ୍ସ୍ୟ ଉତ୍ପାଦନ ଆଦି କେନ୍ଦ୍ର ପରିଦର୍ଶନ କରିଥିଲେ । ମନ୍ତ୍ରୀ ସୂର୍ଯ୍ୟବଂଶୀ ସ୍ୱରଜ,ଭଦ୍ରକ ବିଧାୟକ ସୀତାଂଶୁ ଶେଖର ମହାପାତ୍ର, ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟ,ପୂର୍ବାଞ୍ଚଳ ଆଇଜି ସତ୍ୟଜିତ ମହାନ୍ତି, ରାଜ୍ୟପାଳଙ୍କ ସଚିବ ରୂପା […]

Read More Text.
Photo for the news of sanskrit sambhasana divas

ସଂସ୍କୃତ ଦିବସ ଓ ସଂସ୍କୃତ ସମ୍ଭ।ଷଣ ଶିବିର ଉଦଯାପିତ

ଆଗରପଡ଼ା :ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ ପ୍ରାୟୋଜିତ ସଂସ୍କୁତ ଦିବସ ଓ ଲୋକଭାଷା ପ୍ରଚାର ସମିତି ବରପଦା ଦ୍ୱାରା ଆୟୋଜିତ ୧୦ ଦିନ ବ୍ୟାପି ସଂସ୍କୃତ ସମ୍ଭ।ଷଣ ଶିବିର ବନ୍ତ ବ୍ଲକ ଗଣିଜାଙ୍ଗ ପଂଚାୟତ କନ୍ତିଆ ସ୍ଥିତ ଜଗନ୍ନାଥ ସଂସ୍କୃତ ମହାବିଦ୍ୟାଳୟରେ ମଙ୍ଗଳବାର ଦିନ ଉଦଯାପନୀ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମ ରେ ଜଗନ୍ନାଥ ସଂସ୍କୃତ ମହାବିଦ୍ୟାଳୟର ଅଧକ୍ଷ ଶଙ୍କର୍ଷଣ ଦାଶଙ୍କ ସଭାପତିତ୍ୱ କରିଥିବା ବେଳେ ମୁଖ୍ୟଅତିଥି ଅବସରପ୍ରାପ୍ତ କର୍ମଚାରୀ ତଥା ସୁ ସାହିତ୍ୟିକ କୀର୍ତ୍ତନ ଚରଣ […]

Read More Text.
Arrested 738x430 1

ଅପହୃତା ଉଦ୍ଧାର, ଦୁଇ ଗିରଫ

ଆଗରପଡ଼ା :ଜନୈକା କଲେଜ ଛାତ୍ରୀଙ୍କୁ ଅପହରଣ କରିବା ଅଭିଯୋଗରେ ଅପହର୍ତ୍ତା ଓ ତାଙ୍କର ଜଣେ ସହଯୋଗୀଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ଏହି ସଂପର୍କରେ ଆଗରପଡ଼ା ଥାନା କେସ ନଂ୧୩୯/୨୫ରେ ଏକ ମାମଲା ରୁଜ୍ଜୁ କରି ଭଦ୍ରକ ଏସପି ମନୋଜ ରାଉତଙ୍କ ନିର୍ଦ୍ଦେଶକ୍ରମେ ଥାନାଧିକାରୀ ଦେବରାଜ ଜେନା ଅପହୃତାଙ୍କୁ ହାଇଦ୍ରାବାଦରୁ ଉଦ୍ଧାର କରିବାରେ ସଫଳ ହୋଇଛନ୍ତି । ଶ୍ରୀ ଜେନା ତୁରନ୍ତ ପଦକ୍ଷେପ ନେଇ ସଫଳ ହୋଇଥିବାରୁ ତାଙ୍କର ଏତାଦୃଶ କାର୍ଯ୍ୟ ଦକ୍ଷତାକୁ […]

Read More Text.
Lac

ଭାରତ-ଚୀନ ସୀମା ବିବାଦ: ଅଜିତ ଡୋଭାଲ ଓ ଚୀନ ବୈଦେଶିକ ମନ୍ତ୍ରୀଙ୍କ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ବୈଠକ

ନୂଆଦିଲ୍ଲୀ: ଆମେରିକାରର ଟାରିଫ୍‍ ୱାର ମଧ୍ୟରେ ଭାରତର ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ, ଚୀନର ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟିଙ୍କୁ ସାକ୍ଷାତ କରିଛନ୍ତି । ନୂଆଦିଲ୍ଲୀରେ ଉଭୟ ଭାରତ-ଚୀନ ସୀମା ବିବାଦ ଉପରେ ଆଲୋଚନା କରିଛନ୍ତି । ଏହି ବୈଠକ ସୀମା ବିବାଦର ସମାଧାନ ଏବଂ ପ୍ରକୃତ ନିୟନ୍ତ୍ରଣ ରେଖାରେ ଉତ୍ତେଜନା ହ୍ରାସ କରି ଶାନ୍ତି ପ୍ରତିଷ୍ଠା କରିବା ପାଇଁ ୨୪ତମ ପର୍ଯ୍ୟାୟ ସ୍ୱତନ୍ତ୍ର ପ୍ରତିନିଧି ଆଲୋଚନା ଅଧୀନରେ ହୋଇଥିଲା । ଅଜିତ ଡୋଭାଲ ଆଲୋଚନା ଆରମ୍ଭ […]

Read More Text.
Trump 3

ହ୍ବାଇଟ୍ ହାଉସରେ ଏକାଠି ହେଲେ ଟ୍ରମ୍ପ-ଜେଲେନସ୍କି, ଯୁଦ୍ଧ ବିରତି ନେଇ ଆଲୋଚନା

ସୋମବାର ଦିନ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ୟୁକ୍ରେନୀୟ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍ସକି ଏବଂ ୟୁରୋପୀୟ ନେତାମାନଙ୍କ ସହ ସାକ୍ଷାତ କରିଛନ୍ତି । ହ୍ୱାଇଟ୍ ହାଉସରେ ଗୁରୁତ୍ୱପୂର୍ଣ୍ଣ ବୈଠକଟ୍ରମ୍ପ ଏହାକୁ ‘ସଫଳ ଦିନ’ ବୋଲି କହିଥିଲେ, କିନ୍ତୁ ସବୁଠାରୁ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଥିଲା ଯେତେବେଳେ ସେ ବୈଠକ ବାଧାପ୍ରାପ୍ତ କରି ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଫୋନ୍ କରିଥିଲେ । ସୂତ୍ରକୁ ଉଦ୍ଧାର କରି ସିଏନଏନ ଏହି ସୂଚନା ଦେଇଛି । ଏଥିସହ ଆଲାସ୍କାରେ ରୁଷ୍ ରାଷ୍ଟ୍ରପତି […]

Read More Text.