Fire breakout

ଇଲେକ୍ଟ୍ରୋନିକ୍ସ ଷ୍ଟୋରରେ ଅଗ୍ନିକାଣ୍ଡ, ୩ ମୃତ, ଜଣେ ଆହତ

ଦିଲ୍ଳୀ : ପଶ୍ଚିମ ଦିଲ୍ଲୀର ରାଜା ବଗିଚାରେ ଥିବା ଇଲେକ୍ଟ୍ରୋନିକ୍ସ ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଏହି ଅଗ୍ନିକାଣ୍ଡରେ ୩ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଜଣେ ଆହତ ହୋଇଛନ୍ତି । ଏହି ଘଟଣା ପ୍ରାୟ ଗତକାଲି ଅପରାହ୍ଣରେ ଘଟିଥିବା ସୂଚନା ମିଳିଛି । ସୂଚନା ପାଇବା ମାତ୍ରେ ଘଟଣାସ୍ଥଳରେ ତୁରନ୍ତ ଅଗ୍ନିଶମ ବାହିନୀ ଟିମ୍ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ସୂଚନାନୁଯାୟୀ, ରାଜା ଗାର୍ଡେନ୍ ରିଙ୍ଗ ରୋଡରେ ଥିବା ମହାଜନ ଇଲେକ୍ଟ୍ରୋନିକ୍ସ ଦୋକାନରେ ଘଟଣାଟି ଘଟିଥିଲା […]

Read More Text.
Heavy rain 1

ମୁମ୍ବାଇରେ ବର୍ଷାର ତାଣ୍ଡବ: ୭ ମୃତ: ଆବଶ୍ୟକ ନଥିଲେ ଘରୁ ନ ବାହାରିବାକୁ ପରାମର୍ଶ

ମୁମ୍ବାଇ ଏବଂ ମହାରାଷ୍ଟ୍ରର ଅନେକ ଜିଲ୍ଲାରେ ନିରନ୍ତର ପ୍ରବଳ ବର୍ଷା ହେଉଛି, ଯାହା ସାଧାରଣ ଜୀବନଯାତ୍ରାକୁ ପ୍ରବାହିତ କରିଛି । ମୁମ୍ବାଇ, ଥାନେ, ପାଲଘର ଏବଂ ନଭି ମୁମ୍ବାଇର ଅନେକ ଅଞ୍ଚଳରେ ରାସ୍ତାରେ ପାଣି ଜମି ରହିବା ଯୋଗୁଁ ପରିସ୍ଥିତି ଖରାପ ରହିଛି । ଆଇଏମଡି ଥାନେ ଏବଂ ପାଲଘର ଜିଲ୍ଲାରେ ୧୮-୧୯ ଅଗଷ୍ଟ ପାଇଁ ରେଡ୍ ଆଲର୍ଟ ଜାରି କରିଛି । ଏହି କାରଣରୁ ସ୍କୁଲ ଏବଂ କଲେଜରେ ଛୁଟି ଘୋଷଣା କରାଯାଇଛି । ସେହି […]

Read More Text.
Shubanshu

ପ୍ରଧାନମନ୍ତ୍ରୀଙ୍କୁ ଭେଟି ଅନ୍ତରୀକ୍ଷରୁ ଆଣିଥିବା ଫଟୋ ଉପହାର ଦେଲେ ଶୁଭାଂଶୁ ଶୁକ୍ଲା

ନୂଆଦିଲ୍ଲୀ: ଭାରତୀୟ ମହାକାଶଚାରୀ ଗ୍ରୁପ କ୍ୟାପଟେନ ଶୁଭାଂଶୁ ଶୁକ୍ଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରିଛନ୍ତି । ସୋମବାର ପ୍ରଧାନମନ୍ତ୍ରୀ ମୋଦି ତାଙ୍କ ଲୋକ କଲ୍ୟାଣ ମାର୍ଗ ସ୍ଥିତ ବାସଭବନରେ ଶୁଭାଂଶୁଙ୍କୁ ଭେଟିଛନ୍ତି । ଆକ୍ସିଅମ-୪ ମହାକାଶ ମିଶନରୁ ଫେରି ସୁସ୍ଥ ହେବା ପରେ ପ୍ରଧାନମନ୍ତ୍ରୀଙ୍କୁ ଭେଟିଛନ୍ତି ଶୁଭାଂଶୁ । ମୋଦିଙ୍କୁ ଭେଟିବା ପରେ ଏବଂ ISSରୁ ଉଠାଯାଇଥିବା ପୃଥିବୀର ଫଟୋଗ୍ରାଫକୁ ଦେଇଥିଲେ ଶୁଭାଂଶୁ । ପ୍ରଥମେ ମୋଦି ଶୁଭାଂଶୁଙ୍କୁ ଆଲିଙ୍ଗନ କରି ସ୍ୱାଗତ କରିବା ସହିତ […]

Read More Text.
Boeing 757

ପକ୍ଷୀମାଡ଼ ଯୋଗୁଁ ବିମାନେର ଲାଗିଲା ନିଆଁ, ପାଇଲଟଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ବଞ୍ଚିଗଲା ୩୦୦ରୁ ଊର୍ଦ୍ଧ୍ବ ଯାତ୍ରୀଙ୍କ ଜୀବନ

ପୁଣି ବର୍ତ୍ତିଗଲା ବଡ଼ ବିମାନ ଦୁର୍ଘଟଣା । ବଞ୍ଚିଗଲା ୩୦୦ ଯାତ୍ରୀଙ୍କ ଜୀବନ । ଉଡ଼ାଣ ଭରିବାର କିଛି ସମୟ ଭିତରେ ବିମାନରେ ଲାଗିଗଲା ନିଆଁ । ଏହି ଘଟଣାର ୧୮ ସେକେଣ୍ଡର ଭିଡିଓ ଭାଇରଲ ହେବାରେ ଲାଗିଛି । ଯାହାକୁ ଦେଖି ଲୋକ ଭୟଭୀତ ହୋଇଛନ୍ତି । ଖବର ମୁତାବକ, ଗ୍ରୀସରୁ କର୍ଫୁରୁ ଉଡ଼ାଣ ଭରିଥିବା କଣ୍ଡୋର ଏୟାରଲାଇନ୍ସର ବୋଇଂ ୭୫୭-୩୦୦ ବିମାନ ଇଂଜିନରେ ନିଆଁ ଲାଗିଯାଇଥିଲା । ବିମାନରେ ୨୭୩ ଯାତ୍ରୀଙ୍କ ସହିତ ୮ […]

Read More Text.
B sudarshan reddy

ସିପି ରାଧାକୃଷ୍ଣନଙ୍କୁ ଟକ୍କର ଦେବେ INDIA ମେଣ୍ଟର ଉପରାଷ୍ଟ୍ରପତି ପ୍ରାର୍ଥୀ ବି. ସୁଦର୍ଶନ ରେଡ୍ଡୀ

ନୂଆଦିଲ୍ଲୀ: ଉପରାଷ୍ଟ୍ରପତି ପାଇଁ ପ୍ରାର୍ଥୀ ଘୋଷଣା କରିଛି ଇଣ୍ଡିଆ ମେଣ୍ଟ । ବି. ସୁଦର୍ଶନ ରେଡ୍ଡୀଙ୍କୁ ଉପରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଘୋଷଣା କରିଛି ଇଣ୍ଡିଆ ମେଣ୍ଟ । କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଉପରାଷ୍ଟ୍ରପତି ପ୍ରାର୍ଥୀଙ୍କ ନାମ ଘୋଷଣା କରିଛନ୍ତି । ଏନଡିଏ ମହାରାଷ୍ଟ୍ର ରାଜ୍ୟପାଳ ସିପି ରାଧାକୃଷ୍ଣନଙ୍କୁ କରିଛି ପ୍ରାର୍ଥୀ । ଆସନ୍ତା ସେପ୍ଟେମ୍ବର ୯ ତାରିଖରେ ଉପରାଷ୍ଟ୍ରପତି ପଦବୀ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ । ଏନଡିଏର ଉପାଧ୍ୟକ୍ଷ ପ୍ରାର୍ଥୀ ସିପି ରାଧାକୃଷ୍ଣନ୍ ସୋମବାର […]

Read More Text.
Railway

ଲଗେଜ ଓଜନ ପରେ ଷ୍ଟେସନରେ ମିଳିବ ଏଣ୍ଟ୍ରି, ଖୁବଶୀଘ୍ର ଏୟାରପୋର୍ଟ ଭଳି ଲାଗୁ ହେବ ନିୟମ

ନୂଆଦିଲ୍ଲୀ: ଯାତ୍ରୀଙ୍କ ସୁରକ୍ଷା ଓ ସୁବିଧା ପାଇଁ ବଡ଼ ପଦକ୍ଷେପ ନେଇଛି ଭାରତୀୟ ରେଳ । ଭାରତୀୟ ରେଲୱେ ଏବେ ଏୟାରଲାଇନ୍ସ କମ୍ପାନୀ ଭଳି ଲଗେଜ ନିୟମ ଲାଗୁ କରିବାକୁ ଯାଉଛି । ଏହି ନିୟମ ଅନୁସାରେ, ଟ୍ରେନରେ ମନଇଚ୍ଛା ଲଗେଜ ନେଇପାରିବେନି ଯାତ୍ରୀ । କଡ଼ା ନିୟମ ଲାଗୁ କରିବାକୁ ପ୍ରସ୍ତୁତ ହୋଇଛି ଭାରତୀୟ ରେଳୱେ । ବ୍ୟାଗର ଓଜନ ଅଧିକ ହେଲେ ମଧ୍ୟ ଦେବାକୁ ପଡିବ ଜୋରିମାନା । ବିମାନରେ ଯାତ୍ରା କରୁଥିବା ଯାତ୍ରୀଙ୍କ […]

Read More Text.
Lady inspector death

ବୁଲା କୁକୁର ପାଇଁ ନିଜ ଜୀବନ ଉତ୍ସର୍ଗ କଲେ ମହିଳା ଇନ୍ସପେକ୍ଟର

ନୂଆଦିଲ୍ଲୀ: ଲା କୁକୁର ପାଇଁ ନିଜ ଜୀବନ ଦେଇଦେଲେ ମହିଳା ଇନ୍ସପେକ୍ଟର । ବୁଲେଟରେ ଘରକୁ ଫେରୁଥିଲେ । ଅଚାନକ ତାଙ୍କ ସାମ୍ନାକୁ ଏକ ବୁଲା କୁକୁର ଆସିଗଲା ଆଉ ତା’ପରେ ଯାହା ଘଟିଲା ଆପଣ ଜାଣିଲେ ମୁଣ୍ଡରେ ହାତ ଦେବେ । ଦର୍ଶକବନ୍ଧୁ ଆପଣ ବହୁତ କୁକୁର ପ୍ରେମୀଙ୍କ ବିଷୟରେ ଶୁଣିଥିବେ । ବହୁତ ଲୋକ ଅଛନ୍ତି କୁକୁର ପାଇଁ ରାସ୍ତାରେ ଝଗଡ଼ା କରନ୍ତି ଏମିତିକି କୁକୁର ପାଇଁ କଚେରୀର କାଠଗଡ଼ାକୁ ମଧ୍ୟ ପଳାଇଛନ୍ତି । […]

Read More Text.
Cm

ରାଜ୍ୟ ଅର୍ଥ ଆୟୋଗ ଦେଲେ ଅନ୍ତରୀଣ ରିପୋର୍ଟ: ଷୋଡ଼ଶ ଅର୍ଥ ଆୟୋଗଙ୍କୁ ପଠାଯିବ

ଭୁବନେଶ୍ବର: ଷଷ୍ଠ ରାଜ୍ୟ ଅର୍ଥ ଆୟୋଗ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଅନ୍ତରୀଣ ରିପୋର୍ଟ ପ୍ରଦାନ କରିଛନ୍ତି। ଆୟୋଗର ଅଧ୍ୟକ୍ଷ ଡ. ଅରୁଣ କୁମାର ପଣ୍ଡାଙ୍କ ନେତୃତ୍ବାଧୀନ ଦଳ ମୁଖ୍ୟମନ୍ତ୍ରୀଙ୍କୁ ବିଭିନ୍ନ ସୁପାରିସ ସମ୍ପର୍କରେ ଅବଗତ କରିଥିଲେ। ଏହି ରିପୋର୍ଟକୁ କେନ୍ଦ୍ର ସରକାର ଗଠନ କରିଥିବା ଷୋଡ଼ଶ ଅର୍ଥ ଆୟୋଗଙ୍କ ବିଚାର ନିମନ୍ତେ ପ୍ରେରଣ କରାଯିବ। ଆଜିର ବୈଠକରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା,  ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ରବି ନାରାୟଣ ନାଏକ, ଗୃହ ଓ ନଗର ଉନ୍ନୟନ […]

Read More Text.
Pm

ନଭେମ୍ବରରୁ ବଣ୍ଟା ହେବ ପିଏମ୍‌-ଆବାସ : ମୋଦୀଙ୍କ ଜନ୍ମଦିନରେ ଅନ୍ତ୍ୟୋଦୟ ଗୃହ ଯୋଜନାରେ ମିଳିବ ଘର

ଭୁବନେଶ୍ବର: ଆସନ୍ତା ନଭେମ୍ବର ମାସରେ ପିଏମ୍‌ ଆବାସ ଯୋଜନାରେ ଘର ଆବଣ୍ଟନ ହେବ। ପର୍ଯ୍ୟାୟକ୍ରମେ ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ଘର ଦିଆଯିବ ବୋଲି ପଞ୍ଚାୟତିରାଜ ଓ ପାନୀୟ ଜଳ ଏବଂ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ରବିନାରାୟଣ ନାଏକ କହିଛନ୍ତି। ଆଜି ଗଣମାଧ୍ୟମକୁ ସୂଚନା ଦେଇ ମନ୍ତ୍ରୀ ଶ୍ରୀ ନାଏକ କହିଛନ୍ତି,  ପୂର୍ବରୁ ଯେଉଁ ବର୍ଗର ଲୋକ ଘର ପାଉନଥିଲେ ସେମାନଙ୍କୁ ବି ଏଥର ଘର ମିଳିବ। ବାପ-ପୁଅ, ଭାଇ-ଭାଇ ଭିନ୍ନ ହୋଇ ଅଲଗା ରହୁଥିଲେ ବି ସମସ୍ତେ […]

Read More Text.
Doctor 2

ରାଜ୍ୟରେ ନିଯୁକ୍ତି ପାଇବେ ୧୮୪୦ ଡାକ୍ତର ଓ ୫୦୦୦ରୁ ଅଧିକ ପାରା ମେଡିକାଲ ଷ୍ଟାଫ୍:ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ସ୍ବାସ୍ଥ୍ୟ ବିଭାଗର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଲୋକସେବା ଭବନ ଠାରେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟରେ ଖାଲି ପଡିଥିବା ବିଭିନ୍ନ ଡାକ୍ତର ପଦବୀ ଓ ପ୍ରଫେସର ପଦବୀ ପୂରଣ ଉପରେ ଗୁରୁତ୍ୱାରୋପ କରାଯାଇଛି । ଖୁବ ଶୀଘ୍ର ରାଜ୍ୟରେ ୧୮୪୦ ଡାକ୍ତର ଏବଂ ୫ ହଜାରରୁ ଉର୍ଦ୍ଧ୍ଵ ପାରାମେଡିକାଲ ଷ୍ଟାଫ ନିଯୁକ୍ତି ପାଇବେ । ମେଡିକାଲ କଲେଜରେ ପ୍ରଫେସର ପଦବୀ […]

Read More Text.