ଶରଧା ବାଲିରେ ଗଡିଲା ରଥ : ଭକ୍ତମେଳରେ ଆଜି ରହିବେ ମହାବାହୁ
ପୁରୀ: ଲକ୍ଷ ଲକ୍ଷ ଭକ୍ତଙ୍କ ‘ହରିବୋଲ’ ଓ ‘ହୁଳହୁଳି’ ଧ୍ୱନିରେ ପ୍ରକମ୍ପିତ ବଡ଼ଦାଣ୍ଡରେ ଆଜି ସନ୍ଧ୍ୟାରେ ରଥଟଣା ସ୍ଥଗିତ ରହିଛି। ବିଶ୍ୱପ୍ରସିଦ୍ଧ ରଥଯାତ୍ରାର ପ୍ରଥମ ଦିନରେ ବଡ଼ଭାଇ ବଳଭଦ୍ରଙ୍କ ତାଳଧ୍ୱଜ ରଥ ବଳଗଣ୍ଡି ଛକରେ ଅଟକିଥିବା ବେଳେ, ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ମରିଚିକୋଟରେ ପହଞ୍ଚିଛି। ବିଶ୍ୱନିୟନ୍ତା କାଳିଆ ଠାକୁରଙ୍କ ନନ୍ଦିଘୋଷ ରଥ ଅଳ୍ପ ଦୂର ଆଗକୁ ବଢ଼ିବା ପରେ ଅଟକି ଯାଇଛି। ଫଳରେ ମହାପ୍ରଭୁ ଆଜି ରାତି ଭକ୍ତଙ୍କ ଗହଣରେ ବଡ଼ଦାଣ୍ଡରେ ହିଁ ବିତାଇବେ। ଆସନ୍ତାକାଲି […]
Read More Text.