ସର୍ପାଘାତରେ ମହିଳାଙ୍କ ମୃତ୍ୟୁ

ବାରିପଦା  :    ଦିନକୁ ଦିନ ସାପ କାମୁଡା ମୃତ୍ୟୁ ସଂଖ୍ୟା ବଢ଼ି ଚାଲିଛି । ସପ୍ତାହକ ମଧ୍ୟରେ ଦୁଇଟି ଶିଶୁ ଏବଂ ଜଣେ ମହିଳାଙ୍କ ମୃତ୍ୟୁ ବଖମନଘାଟୀ ଉପଖଣ୍ଡରେ ଘଟିଲାଣି ।ସୂଚନାଯୋଗ୍ୟ ଯାମଦା ଥାନା ଅନ୍ତର୍ଗତ ମାନବୀୟ ପଞ୍ଚାୟତର ରାମ ସିଂଙ୍କ ପତ୍ନୀ ଯୁମୁନା ପର୍ତି ରାତିରେ ଖାଇ ପିଇ ଶୋଇଥିଲେ  । ସକାଳ ହେବାରୁ ନ ଉଠିବାରୁ ତାଙ୍କୁ ତୁରନ୍ତ ରାଇରଙ୍ଗପୁର ଡାକ୍ତରଖାନାକୁ ଆଣିଥିଲେ । ଡାକ୍ତର ମୃତ ଘୋଷଣା କରିଥିଲେ ।ଯାତ୍ରା ପୋଲିସ […]

Read More Text.
Img 20250626 wa0167

କୁଳିଅଣା ତହସିଲଦାରଙ୍କ ଆକ୍ରମଣ ଘଟଣା କୁ ଓଡିଶା ପ୍ରଶାସନିକ ସେବା ଅଧିକାରୀ ସଂଘ ମୟୁରଭଞ୍ଜଶାଖା ପକ୍ଷରୁ ନିନ୍ଦା

ତୁରନ୍ତ ସମାଧାନ ନହେଲେ ଆନ୍ଦୋଳନ କୁ ଓଲ୍ହାଇବାକୁ ସଂଘ ର ଚେତାବନୀ ବାରିପଦା  :    ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଥିବା ସମ୍ମିଳନୀ କକ୍ଷରେ ଓଡ଼ିଶା ପ୍ରଶାସନିକ ସେବା ଅଧିକାରୀ ସଂଘର ମୟୂରଭଞ୍ଜ ଶାଖା ତରଫରୁ ଏକ ଜରୁୀକାଳୀନ ବୈଠକ ଅନୁଷ୍ଠିତ ହୋଇଅଛି l  ଏଥିରେ ଜିଲ୍ଲାର ସମସ୍ତ ଅତିରିକ୍ତ ଜିଲ୍ଲାପାଳ, ଉପଜିଲ୍ଲାପାଳ, ବିଡ଼ିଓ, ତହସିଲଦାର, ଡେପୁଟି ଜିଲ୍ଲାପାଳ ଓ ସହକାରୀ ଜିଲ୍ଲାପାଳଙ୍କ ସମେତ ଅନ୍ୟାନ୍ୟ ଅଧିକାରୀମାନେ ଯୋଗଦାନ କରିଥିଲେ। ଅତିରିକ୍ତ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏହି ବୈଠକରେ […]

Read More Text.
Jagannath pahandi

ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ମହାପ୍ରଭୁଙ୍କର ପହଣ୍ଡି ବିଜେପରେ ରଥାରୂଢ ହେଲେ ତିନି ଠାକୁରଙ୍କ ସମେତ ଚତୁର୍ଦ୍ଧା ମୂର୍ତ୍ତି

ବାରିପଦା :  ଦ୍ୱିତୀୟ ଶ୍ରୀକ୍ଷେତ୍ର ଭାବେ ଖ୍ୟାତିଲାଭ କରିଥିବା ଶ୍ରୀ ଶ୍ରୀ ହରିବଳଦେବଜୀଉ ବିଜେ ବାରିପଦା ର ପବିତ୍ର ଘୋଷଯାତ୍ରା ଆରମ୍ଭ ହୋଇଯାଇଅଛି । ଆଜି ତିନି ଦିଅଁ ଙ୍କ ସମେତ ଚତୁର୍ଦ୍ଧା ମୂର୍ତ୍ତି ଙ୍କ ପହଣ୍ଡିବିଜେ କରାଯାଇ ରଥାରୂଢ କରାଯାଇଅଛି । ଆଜି ଶୁକ୍ରବାର ସକାଳ ସମୟରେ ମହାପ୍ରଭୁ ମାନଙ୍କ ନିକଟରେ ମଙ୍ଗଳ ଆରତୀ , ମହାସ୍ନାନ, ଅବକାଶ ନିତି, କଳସ ଓ ରଥ ପ୍ରତିଷ୍ଠାପରେ ଦିବା ୧୦ .୩୦ ରୁ ୧୧. ୩୦ ମିନିଟ […]

Read More Text.
Photo for the news of mugura

ଦେଖିବାକୁ ମିଳୁନି ମାଛ ଧରିବା ଅନ୍ଧିଲି, ଖଇଁଚି ଓ ମୁଗୁରା

ଆଗରପଡ଼ା  : ଆଧୁନିକ ଯୁଗରେ ଆଧୁନିକତ୍ୱର ପରିଭାଷା ମଧ୍ୟରେ ହଜିଯାଇଛି ବହୁ ଜିନିଷ । ତା ମଧ୍ୟରେ ଆଉ ଦେଖିବାକୁ ମିଳୁନି ମାଛ ଧରିବା ଅନ୍ଧିଲି, ଖଇଁଚି ଓ ମୁଗୁରା । ପୂର୍ବରୁ ନାଳ ପାଣିରେ ଅନ୍ଧିଲି, ଖଇଁଚି ଓ ମୁଗୁରା ବସାଇ ଲୋକେ ମାଛ ଧରି ଖାଉଥିଲେ । ମାତ୍ର ସେଗୁଡ଼ିକ ଆଉ ଦେଖିବାକୁ ମିଳୁ ନାହିଁ । ବର୍ତ୍ତମାନ ପିଲାମାନଙ୍କ ପାଇଁ ଏହା ଇତିହାସ ପାଲଟିଲାଣି । ଅନ୍ଧିଲି, ଖଇଁଚି ଓ ମୁଗୁରା କଣ […]

Read More Text.
Photo for the news of bodakmohajib road

ମରାମତି ହେଲା ଖାଲଖମାରେ ଭର୍ତ୍ତି ବୋଡ଼କମୁଆଜିବ୍ ରାସ୍ତା

ଆଗରପଡ଼ା  : ସରକାର ଗ୍ରାମାଞ୍ଚଳରେ ବସବାସ କରୁଥିବା ଲୋକଙ୍କର ମୌଳିକ ସୁବିଧା ପାଇଁ ବିଭିନ୍ନ ଯୋଜନା ମାଧ୍ୟମରେ ବାର୍ଷିକ କୋଟିକୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ବୋଲି ଡ଼ିଣ୍ଡିମ ପିଟୁଥିବା ବେଳେ ଏହି ଅର୍ଥର ସଦୁପଯୋଗ କେବଳ କାଗଜ କଲମରେ ହେଉଥିବାର ବୋଡ଼କମୁଆଜିବ୍ ଗାଁ ରାସ୍ତାକୁ ଦେଖିଲେ ଜଣାପଡ଼ୁଥିଲା । ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ଓଡ଼ଙ୍ଗ ପଂଚାୟତ ଅଧିନ ୧୧ନଂ ଏବଂ ୧୨ନଂ ୱାର୍ଡ଼ ଅର୍ନ୍ତଗତ ବୋଡ଼କମୁଆଜିବ୍ ଗାଁ । ଏହି ଗାଁର ଲୋକ ସଂଖ୍ୟା ପାଖାପାଖି […]

Read More Text.
Photo for the news of chapundia sahi road

କାଦୁଅ ପଚପଚ ଚାପୁଂଡ଼ିଆ ସାହି ରାସ୍ତା

ଆଗରପଡ଼ା : ବନ୍ତ ବ୍ଲକ ବଡ଼ବର୍ଚ୍ଚିକୟାଁ ପଞ୍ଚାୟତ ସ୍ଥିତ ବିସଲକଣା ଗାଁ ଅର୍ନ୍ତଗତ ଚାପୁଂଡ଼ିଆ ସାହି ସ୍ୱାଧିନତାର ବହୁ ବର୍ଷ ପରେ ମଧ୍ୟ ପ୍ରଶାସନିକ ଅଧିକାରୀ ଓ ଲୋକପ୍ରତିନିଧିମାନଙ୍କ ନଜର ଆଡ଼ୁଆଳରେ ରହିଯାଇଛି । ଏହି ସାହି କୁ ଆଜିଯାଏ ଭଲ ରାସ୍ତାଟିଏ ନିର୍ମାଣ ହୋଇନପାରିବା ବଡ ଦୁଃଖ ଓ ଅନୁତାପର ବିଷୟ ଅଟେ । ଭଲ ରାସ୍ତାଟିଏ ନଥିବାରୁ ଲୋକମାନେ ନାନାଦି ଦୁର୍ଦ୍ଦଶା ମଧ୍ୟରେ ଗତି କରୁଛନ୍ତି । ଏଠାରେ ପାଖାପାଖି ଶହେ ଲୋକ ବସବାସ […]

Read More Text.
Photo for the news of rathayatra

ଆଗରପଡ଼ାରେ ଘୋଷଯାତ୍ରା ଅପୂର୍ବ ଧାର୍ମିକ ପରିବେଶ ମଧ୍ୟରେ ଅନୁଷ୍ଠିତ

ଆଗରପଡ଼ା : ଜିଲ୍ଲାରେ ଅନ୍ୟତମ ପୁରାତନ ତଥା ପ୍ରମୁଖ ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା ଆଗରପଡ଼ା ଠାରେ ଅପୂର୍ବ ଧାର୍ମିକ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ପ୍ରତ୍ୟୁଷରୁ ସ୍ୱତନ୍ତ୍ର ରୀତିନୀତି ସରିବା ପରେ ଅପରାହ୍ନରେ ଶ୍ରୀଜୀଉମାନଙ୍କୁ ଶ୍ରୀମନ୍ଦିରରୁ ଧାଡ଼ି ପହଣ୍ଡିରେ ଅଣାଯାଇ ରଥାରୂଢ଼ କରାଯାଇଥିଲା । ଠାକୁର ରାଜା ତଥା ସୁପ୍ରିମକୋର୍ଟ ଆଡ଼ଭୋକେଟ ଜଗତମୋହନ ସିଂହ ରୌପ୍ୟ ଖଡ଼ିକାରେ ଛେରାପହଁରା କରିବା ପରେ ରଥଟଣା କାର୍ଯ୍ୟ ଆରମ୍ଭ ହୋଇଥିଲା । ଘଣ୍ଟଘଣ୍ଟା,ଭଜନ,କୀର୍ତ୍ତନ ସାଙ୍ଗକୁ ଜୟ ଜଗନ୍ନାଥ ଧୂନୀରେ […]

Read More Text.
ଗଗଗ

ମହାପ୍ରଭୁଙ୍କ ଦର୍ଶନ ସହ ସୁବ୍ୟବସ୍ଥିତ ଆୟୋଜନକୁ କଲେ ପ୍ରଶଂସା କଲେ ଧର୍ମେନ୍ଦ୍ର

ପୁରୀ: ପବିତ୍ର ରଥଯାତ୍ରାରେ ସାମିଲ ହୋଇଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେ ଲକ୍ଷ ଲକ୍ଷ ଭକ୍ତଙ୍କ ଗହଣରେ ବଡ଼ଦାଣ୍ଡରେ ରଥାରୂଢ଼ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନ କରି ନିଜକୁ ସୌଭାଗ୍ୟଶାଳୀ ମନେ କରିଛନ୍ତି । ଏହି ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି, “ରଥଯାତ୍ରା ସମସ୍ତଙ୍କ ପାଇଁ ଏକ ପବିତ୍ର ଦିନ । ମହାପ୍ରଭୁ ଶ୍ରୀଜଗନ୍ନାଥ ଜଗତର ରକ୍ଷାକର୍ତ୍ତା । ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସେ ସମସ୍ତଙ୍କର ନାଥ ।” ମହାପ୍ରଭୁଙ୍କ ଆଶୀର୍ବାଦରୁ ଚଳିତ ବର୍ଷ ରଥଯାତ୍ରା […]

Read More Text.
109 ambulance service

ରାଜ୍ୟ ସରକାରଙ୍କ ପକ୍ଷରୁ ଖୁବ୍‌ଶୀଘ୍ର ମାଗଣା ‘୧୦୯’ ଶବବାହନ ସେବା

ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ପକ୍ଷରୁ ଖୁବ୍‌ଶୀଘ୍ର ମାଗଣା ‘୧୦୯’ ଶବବାହନ ସେବା ଆରମ୍ଭ କରାଯିବ। ଏନେଇ ସ୍ବାସ୍ଥ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ପ୍ରାଥମିକ ପର୍ଯ୍ୟାୟରେ ବୈଠକ ଅନୁଷ୍ଠିତ ହୋଇଥିବାବେଳେ ଜୁଲାଇ ୨ରେ ମୁଖ୍ୟଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକରେ ଏହାର ଚୂଡ଼ାନ୍ତ ରୂପରେଖ ସମ୍ପର୍କରେ ନିଷ୍ପତ୍ତି ନିଆଯିବ। ଏ ସଂକ୍ରାନ୍ତରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସ୍ବତନ୍ତ୍ର ସଚିବ ସ୍ମିତା ବିଶ୍ୱାଳ ଚଳିତ ମାସ ୨୪ରେ ଗୃହ ଓ ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ […]

Read More Text.
Untitled 1 copy

ଭକ୍ତଙ୍କ ଅଭୂତପୂର୍ବ ସମାଗମ ଓ ରଥ ମୋଡ଼ ଯୋଗୁଁ ବିଳମ୍ବ: ଆଇନ ମନ୍ତ୍ରୀ

ପୁରୀ: ବିଶ୍ୱପ୍ରସିଦ୍ଧ ରଥଯାତ୍ରାରେ ଅହେତୁକ ବିଳମ୍ବରେ ରଥଟଣା ଆରମ୍ଭ ହୋଇଥିବାରୁ ଆଜି ସନ୍ଧ୍ୟାରେ ରଥଟଣା ସ୍ଥଗିତ ରଖାଯାଇଛି । ତିନି ଠାକୁର ଆଜି ରାତି ବଡ଼ଦାଣ୍ଡରେ ହିଁ ବିତାଇବେ । ତେବେ ରଥଟଣାରେ ହୋଇଥିବା ବିଳମ୍ବ ପାଇଁ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସ୍ପଷ୍ଟୀକରଣ ଦେଇଛନ୍ତି । ଆଇନ ମନ୍ତ୍ରୀଙ୍କ କହିବା ଅନୁଯାୟୀ, “ନିର୍ଦ୍ଧାରିତ ସମୟରେ ସମସ୍ତ ନୀତିକାନ୍ତି ଶେଷ ହୋଇଥିଲା ଏବଂ ଅପରାହ୍ଣ ୪ଟା ସୁଦ୍ଧା ରଥଟଣା ଆରମ୍ଭ ହୋଇଥିଲା । କିନ୍ତୁ ବଳଭଦ୍ରଙ୍କ ରଥ ମୋଡ଼ […]

Read More Text.