Img 20251119 wa0188

 ନଭେମ୍ବର ୨୨ ତାରିଖରୁ ବହୁଭାଷୀ ନାଟକ ମହୋତ୍ସବ

ବାରିପଦା :  ସ୍ଥାନୀୟ ସହିଦ ସ୍ମୃତି ଭବନରେ ବାରିପଦାର ପ୍ରତିଷ୍ଠିତ ନାଟ୍ୟ ସଂସ୍ଥା ରୂପାନ୍ତର ଆନୁକୂଲ୍ୟରେ ୬ ଦିନିଆ ଜାତୀୟ ସ୍ତରୀୟ ବହୁଭାଷୀ ନାଟକ ମହୋତ୍ସବ ଅନୁଷ୍ଠିତ ହେବାକୁ ଯାଉଅଛି ବୋଲି ସଂସ୍ଥାର ନିର୍ଦ୍ଦେଶକ ପରେଶ ସାହୁ ଜଣାଇଛନ୍ତି I ଚଳିତ ମାସ ୨୨ ତାରିଖରୁ ୨୭ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ଏହି ମହୋତ୍ସବର ପ୍ରଥମ ସନ୍ଧ୍ୟାରେ ରୂପାନ୍ତର, ବାରିପଦା ପ୍ରଯୋଜିତ ଓଡ଼ିଆ ନାଟକ “ନିସ୍ତବ୍ଧ ସାହାନାଇ”, ୨ୟ ସନ୍ଧ୍ୟାରେ ଥିଏଲାଇଟ, କୋଲକାତା ପ୍ରଯୋଜିତ […]

Read More Text.
Img 20251120 wa0218

ମୟୂରଭଞ୍ଜ କେନ୍ଦ୍ର ସମବାୟ ବ୍ୟାଙ୍କର ପୂର୍ବତନ ସଭାପତିଙ୍କ ବିୟୋଗରେ ଶୋକସଭା

ବାରିପଦା: ମୟୂରଭଞ୍ଜ କେନ୍ଦ୍ର ସମବାୟ ବ୍ୟାଙ୍କର ପୂର୍ବତନ ସଭାପତି ଶ୍ରୀଯୁକ୍ତ ଜୟଚନ୍ଦ୍ର ପତ୍ରୀ (୯୩) ଙ୍କ ବର୍ଷ ବୟସରେ ଇହଧାମ ତ୍ୟାଗ କରିଛନ୍ତି । ସେ ଏହି ବ୍ୟାଙ୍କରେ ତା ୧୩/୦୮/୧୯୭୬ ଠାରୁ ୨୩/୦୮/୧୯୮୪ ପର‌୍ୟ୍ୟନ୍ତ ସଭାପତି ଭାବରେ ନିଜର ଦାୟିତ୍ବ ଅତି ନିଷ୍ଠାର ସହ ନିର୍ବାହ କରିଥିଲେ । ସେ ଜଣେ ପରୋପକାରୀ, ମିଷ୍ଟଭାଷୀ ତଥା ବିଶିଷ୍ଟ ସମାଜସେବୀ ଥିଲେ ଏବଂ ମୟୂରଭଞ୍ଜ କେନ୍ଦ୍ର ସମବାୟ ବ୍ୟାଙ୍କ ନିମନ୍ତେ ତାଙ୍କର ଅଶେଷ ଅବଦାନ ରହିଅଛି । ତେଣୁ […]

Read More Text.
Img 20251120 wa0259

ଦ୍ଵିତୀୟ ଶ୍ରୀକ୍ଷେତ୍ରରେ ଦେବଦୀପାବଳି ପାଳନ 

ବାରିପଦା: ପବିତ୍ର ମହୋଦଧି ଅମାବାସ୍ୟା ତିଥିରେ ଦ୍ଵିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ଆମେ ମୟୂରଭଂଜିଆ ପକ୍ଷରୁ ପବିତ୍ର ଦେବ ଦୀପାବଳୀ ନୀତି ପାଳିତ ହୋଇଛି l ପୁରୀ ଶ୍ରୀମନ୍ଦିର ରେ ଏହି ନୀତି ବେଶ ଧୁମ ଧାମ ରେ ପାଳିତ ହେଉଥିବା ବେଳେ ଚଳିତ ବର୍ଷ ପ୍ରଥମ ଥର ଲାଗି ବାରିପଦା ବଡ଼ ଜଗନ୍ନାଥ  ( ଶ୍ରୀ ଶ୍ରୀ ହରି ବଳଦେବ ଜୀଉ ବିଜେ)ମନ୍ଦିର ରେ ଅଗଣିତ ଭକ୍ତ ଏକଜୁଟ ହୋଇ ଦେବଦୀପାବଳି ପାଳନ କରିଥିଲେ। ମହାପ୍ରଭୁଙ୍କ ସନ୍ଧ୍ୟା […]

Read More Text.
Photo for the news of science exhibition

ବିଦ୍ୟାଳୟସ୍ତରୀୟ ବିଜ୍ଞାନ ମେଳା

ଆଗରପଡ଼ା:ବନ୍ତ ଶିକ୍ଷାଧିକାରୀଙ୍କ ଅଧିନସ୍ଥ ଗୋପିନାଥପୁର କ୍ଲଷ୍ଟର ଅନ୍ତର୍ଗତ କାଣ୍ଡବା ନୋଡ଼ାଲ ଉ.ପ୍ରା.ବିଦ୍ୟାଳୟରେ ବିଦ୍ୟାଳୟ ବିଜ୍ଞାନ ଶିକ୍ଷକ ସୁଧାଂଶୁ ଶେଖର ଜେନାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ୬୪ ଗୋଟି ପ୍ରକଳ୍ପକୁ ନେଇ ଏକ ବିଜ୍ଞାନମେଳା ଅନୁଷ୍ଠିତ ହୋଇଯାଇଛି । ସିନିୟର ବିଭାଗରୁ ପ୍ରତିଜ୍ଞା ପ୍ରତି ପ୍ରଥମ,ଦିବ୍ୟାଜଂଳୀ ମାଝୀ ୨ୟ,ଆକାଶ ବେହେରା ୩ୟ ସ୍ଥାନ ଅଧିକାର କରିଥବବା ବେଳେ ଜୁନିୟର ବିଭାଗରୁ ଶୁଭସଂକେତ ଜେନା ପ୍ରଥମ,ପରିନୀତା ବେହେରା ୨ୟ ଓ ପ୍ରଜ୍ଞାଜଂଳୀ ମାଝୀ ୩ୟ ସ୍ଥାନ ଅଧିକାର କରିଛନ୍ତି । ବନ୍ତଳା […]

Read More Text.
Photo for the news of mahatab jayantee

ଜିଲ୍ଲା ମହତାବ ଜୟନ୍ତୀ ମହୋତ୍ସବ ଉଦ୍‌ଘାଟିତ

ଆଗରପଡ଼ା:ଭଦ୍ରକ ଜିଲ୍ଲାସ୍ତରୀୟ ଡ. ହରେକୃଷ୍ଣ ମହତାଦଙ୍କ ଜୟନ୍ତୀ ମହୋତ୍ସବ ଗୁରୁବାର୨୦ତାରିଖ ଉଦ୍‌ଘାଟିତ ହୋଇଯାଇଛି । ଆଗରପଡ଼ା ସ୍ଥିତ ହେମପଦ୍ମ ଗାଲ୍ଲାକ୍ସି ମହତାବ ମଂଚରେ ଆୟୋଜିତ ଏହି ଉତ୍ସବରେ ପୂର୍ବତନ ବିଧାୟକ ପଂଚାନନ ମଣ୍ଡଳ ଯୋଗଦେଇ ଏହାକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ । ଜୟନ୍ତୀ କମିଟିର ଉପସଭାପତି ତଥା ରାଜ୍ୟ ମାନବାଧିକାର କମିଶନ ସଂପାଦକ ନିରୋଜ ଆଇଚଙ୍କ ସଭାପତିତ୍ୱ ଓ ସଂପାଦକ ସାମ୍ବାଦିକ ପ୍ରଦ୍ୟୁମ୍ନ ପୁହାଣଙ୍କ ସଂଯୋଜନାରେ ଆୟୋଜିତ ଏହି ସଭାରେ ମୁଖ୍ୟ ବକ୍ତା ଭାବେ ପାଇମହୁରା […]

Read More Text.
Photo for the news of bike

କାଗଜକଲମରେ ସୀମିତ “ଶୂନ୍ୟ ମୃତ୍ୟୁ”ନିରୀକ୍ଷଣ କାର୍ଯ୍ୟକ୍ରମ

ଅମାନିଆ ନାବାଳକଙ୍କ ହାତରେ ବାଇକ୍‌ ଆଗରପଡ଼ା:ଓଡ଼ିଶା ସରକାରଙ୍କ ବାଣିଜ୍ୟ ଓ ପରିବହନ ବିଭାଗର ପତ୍ର ସଂଖ୍ୟା ୧୩୬୭୮/୪.୧୧.୨୫ ଅନୁଯାୟୀ ଗତ ୧୬ ତାରିଖରୁ ଆସନ୍ତା ୩୦ ତାରିଖ (୧୫ ଦିନ) ପର୍ଯ୍ୟନ୍ତ “ଶୂନ୍ୟ ମୃତ୍ୟୁ”ନିରୀକ୍ଷଣ କାର୍ଯ୍ୟକ୍ରମ ପାଳନ କରିବା ସହ ନାବାଳକଙ୍କୁ ବେପରୁଆ ବାଇକ୍ ଚଳାଇବାରେ ପତିବନ୍ଧକ ଲଗାଇବାପାଇଁ ନିର୍ଦ୍ଦେଶ ଅଛି । ଉକ୍ତ ନିର୍ଦ୍ଦେଶକୁ ପାଳନ କରିବା ନିମନ୍ତେ ଆଂଚଳିକ ପରିବହନ କାର୍ଯ୍ୟାଳୟ ପକ୍ଷରୁ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ପତ୍ର ଯୋଗେ ଅବଗତ ମଧ୍ୟ କରାଯାଇଛି । […]

Read More Text.
Oliveridley

ଋଷିକୁଲ୍ୟା ମୁହାଁଣରେ ଅଲିଭ ରିଡଲେଙ୍କ ମିଳନ ପ୍ରକ୍ରିୟା ଆରମ୍ଭ: ବନ ବିଭାଗ ତତ୍ପର

ଗଞ୍ଜାମ: ଗଞ୍ଜାମ ଜିଲ୍ଲାର ଗଞ୍ଜାମ ବ୍ଲକ ଅନ୍ତର୍ଗତ ପୁରୁଣା ବନ୍ଦ ନିକଟ ଋଷିକୂଲ୍ୟା ମୁହାଣ ସମୁଦ୍ର ଅଂଚଳରେ ବିରଳ ସାମୁଦ୍ରିକ କଇଁଚ୍ଛ ଅଲିଭ ରିଡଲେଙ୍କ ମିଳନ ପ୍ରକ୍ରିୟା ଆରମ୍ଭ ହୋଇଥିବା ଦେଖିବାକୁ ମିଳିଛି। ସମୁଦ୍ର ମଧ୍ୟରେ ଯୋଡ଼ା ଯୋଡ଼ା ହୋଇ କଇଁଚ୍ଛମାନଙ୍କୁ ପାଣିରେ ଭାସମାନ ଅବସ୍ଥାରେ ଦେଖିବାକୁ ମିଳିଛି। ଯାହାକୁ ନେଇ ପରିବେଶବିତଙ୍କ ମଧ୍ୟରେ ଖୁସିର ଲହରି ଦେଖିବାକୁ ମିଳିଛି। ଏହି ପ୍ରକ୍ରିୟା ଆରମ୍ଭ ହେବା ପରେ ବନ ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ସମୁଦ୍ରର […]

Read More Text.
3n8sgp0g mamata banerjee 625x300 08 april 25

ଏସଆଇଆର ବନ୍ଦ କରିବା ଲାଗି ନିର୍ବାଚନ କମିସନଙ୍କୁ ପତ୍ର ଲେଖିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ

ପଶ୍ଚିମବଙ୍ଗ: ପଶ୍ଚିମବଙ୍ଗରେ ଭୋଟର ତାଲିକାର ଚାଲିଥିବା ସ୍ୱତନ୍ତ୍ର ସଂଶୋଧନ (SIR) ପ୍ରକ୍ରିୟାକୁ ନେଇ ରାଜନୈତିକ ଲଢ଼େଇ ତୀବ୍ର ହୋଇଛି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ଚିଠି ଲେଖି ଏହି ପ୍ରକ୍ରିୟାକୁ “ବିପଜ୍ଜନକ” ବୋଲି କହିଛନ୍ତି ଏବଂ SIRକୁ ତୁରନ୍ତ ବନ୍ଦ କରିବାକୁ ଅନୁରୋଧ କରିଛନ୍ତି। ସେ କହିଛନ୍ତି ଯେ ଏହି ପ୍ରକ୍ରିୟା “ବିଶୃଙ୍ଖଳିତ ଏବଂ ଜବରଦସ୍ତି”, ଯାହା କେବଳ ଅଧିକାରୀମାନଙ୍କୁ ନୁହେଁ ବରଂ ସାଧାରଣ ନାଗରିକଙ୍କୁ ମଧ୍ୟ ବିପଦରେ ପକାଇଛି। ଅନ୍ୟପକ୍ଷରେ, […]

Read More Text.
Capture 18

କାଶ୍ମୀର ଟାଇମ୍ସ ଅଫିସରେ ଚଢଉ: ବନ୍ଧୁକ ଓ ଗୁଳି ଜବତ କଲା ପୁଲିସ

ଜାମ୍ମୁ କାଶ୍ମୀର: ‌ଜାମ୍ମୁ-କାଶ୍ମୀର ପୁଲିସର ଷ୍ଟେଟ୍ ଇନଭେଷ୍ଟିଗେସନ ଏଜେନ୍ସି(ଏସଆଇଏ) ଗୁରୁବାର ସକାଳେ ଜାମ୍ମୁସ୍ଥିତ କାଶ୍ମୀର ଟାଇମ୍ସ ଖବରକାଗଜ ମୁଖ୍ୟ କାର୍ଯ୍ୟାଳୟରେ ଚଢଉ କରିଛି। ଚଢଉରେ କାର୍ଯ୍ୟାଳୟରୁ ଏକେ ରାଇଫଲ୍ସ, ପିସ୍ତଲ ଗୁଳି ଓ ହ୍ୟାଣ୍ଡ ଗ୍ରେନେଡର ପିନ୍ ଜବତ ହୋଇଛି। କାଶ୍ମୀର ଟାଇମ୍ସ ଜାମ୍ମୁ ଓ କାଶ୍ମୀରର ଏକ ପୁରୁଣା ତଥା ପ୍ରମୁଖ ଖବରକାଗଜ। ଖବରକାଗଜ ଦେଶ ବିରୁଦ୍ଧରେ ଲେଖିବା ସହ ସାର୍ବଜନିନ ଆଇନ ବ୍ୟବସ୍ଥା ପାଇଁ ବିପଦ ସୃଷ୍ଟି କରୁଥିବା ନେଇ ଅଭିଯୋଗ ହୋଇଥିଲା। ଗୁରୁବାର […]

Read More Text.
20 mukhi

୫ ଶାବକ ଜନ୍ମ ଦେଲା ଚିତା ମୁଖୀ

ନୂଆଦିଲ୍ଲୀ:  ‌କୁନୋ ଜାତୀୟ ଉଦ୍ୟାନରୁ ଗୁରୁବାର ପୁଣି ଖୁସିଖବର ଆସିଛି। ଏଠାରେ ପ୍ରଥମ ଭାରତୀୟ ମାଈ ଚିତା ମୁଖୀ ୫ ଶାବକଙ୍କୁ ଜନ୍ମ ଦେଇଛି। ଭାରତରେ ଜନ୍ମିତ ୩୩ ମାସର ଚିତା ମୁଖୀ ମା’ ହେବା ‘ଚିତା ପ୍ରକଳ୍ପ’ର ବଡ ଉପଲବ୍ଧି କୁହାଯାଉଛି। ଶାବକ ଜନ୍ମ ନେଇ ମୁଖ୍ୟମନ୍ତ୍ରୀ ମୋହନ ଯାଦବ ଏବଂ କେନ୍ଦ୍ର ବନମନ୍ତ୍ରୀ ଭୁପେନ୍ଦ୍ର ଯାଦବ ସାମାଜିକ ଗଣମାଧ୍ୟମ ଏକ୍ସ ଜରିଆରେ ସୂଚନା ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଲେଖିଛନ୍ତି ଯେ ଭାରତରେ ଜନ୍ମିତ ଚିତା ମୁଖୀ […]

Read More Text.