Bhattarika temple

ଭଟ୍ଟାରିକାଙ୍କ ମନ୍ଦିର ପାଦଦେଶରେ ବନ୍ୟାଜଳ, ସେବାୟତ ସଜାଗ

ନରସିଂହପୁର: ଭଟ୍ଟାରିକାଙ୍କ ମନ୍ଦିର ପାଦଦେଶକୁ ଛୁଇଁଲା ବନ୍ୟାଜଳ । ଭଟ୍ଟାରିକା ମନ୍ଦିର ବେଢାରେ ପଶିଲା ବନ୍ୟାଜଳ । ବନ୍ୟାଜଳ ଯଦିଓ ମା’ଙ୍କ ମନ୍ଦିରକୁ ଛୁଇଁଛି ତଥାପି ମାଙ୍କ ଗର୍ଭଗୃହକୁ ପଶିନି । ଆଜି ସପ୍ତମୀ ପୂଜା ଥିବାରୁ ଚିନ୍ତାରେ ପ୍ରଶାସନ ଓ ସ୍ଥାନୀୟ ଯାତ୍ରା କମିଟି । ଆଜି ସକାଳୁ ବନ୍ୟାଜଳ ବଢିବାରେ ଲାଗିଥିବା ବେଳେ ଯଦି ରାତ୍ରି ସୁଦ୍ଧା ଜଳସ୍ତର ବୃଦ୍ଧି ହୁଏ ମା’ଙ୍କ ବିଜେ ପ୍ରତିମାଙ୍କୁ ସ୍ଥାନାନ୍ତରିତ କରାଯିବ । ସେଥିପାଇଁ ମା’ଙ୍କ ସେବାୟତ ସଜାଗ […]

Read More Text.
Student death

ଚିକିତ୍ସାରେ ଅବହେଳା ଯୋଗୁଁ ସପ୍ତମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ, ପ୍ରଧାନ ଶିକ୍ଷକ ନିଲମ୍ବିତ

ଉମରକୋଟ: ଚିକିତ୍ସା ଅବହେଳାରୁ ସପ୍ତମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ । ହସ୍ପିଟାଲ ପରିସରରେ ଦେଖାଗଲା ଉତ୍ତେଜନା । ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଚିକତ୍ସାରେ ବିଳମ୍ବ ଓ ଅବହେଳା ପାଇଁ ନିଲମ୍ବିତ ହେଲେ ପ୍ରଧାନ ଶିକ୍ଷକ । ନବରଙ୍ଗପୁର ଜିଲ୍ଲା ତୁରୁଡ଼ି ପ୍ରାଥମିକ ବିଦ୍ୟାଳୟ ଛାତ୍ରବାସରେ ଘଟିଛି ଏଭଳି ଅଘଟଣ । ସପ୍ତମ ଶ୍ରେଣୀ ଛାତ୍ର ମଙ୍ଗଳ ସିଂ ଗଣ୍ଡଙ୍କ ଚିକିତ୍ସାଧୀନ ଅବସ୍ଥାରେ ଉମରକୋଟ ଉପଖଣ୍ଡ ସ୍ୱାସ୍ଥ୍ୟକେନ୍ଦ୍ରରେ ମୃତ୍ୟୁ ପରେ ବଢିଥିଲା ଉତ୍ତେଜନା । ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଚିକତ୍ସାରେ ବିଳମ୍ବ ଓ […]

Read More Text.
Elephant 3 1

ନଷ୍ଟ ହେଲା ଧାନ-କପା ଫସଲ, ୩୫ ଟିକିଆ ହାତୀପଲଙ୍କ ଉତ୍ପାତ

କଣ୍ଟାବାଞ୍ଜି: ସବୁ ଫସଲ ନଷ୍ଟ ହୋଇଯାଇଛି । ଏଥର ଋଣକୁ କେମିତି ସୁଝିବେ ଚାଷୀ । ଭଲ ଫସଲ ହୋଇଥିଲେ ଦୁଇ ପଇସା ରୋଜଗାର ହୋଇଥାନ୍ତା । କିନ୍ତୁ ସବୁ ଫସଲକୁ ତ ହାତୀ ନଷ୍ଟ କରିଦେଲେ । ଏବେ ଚିନ୍ତାରେ ମୁଣ୍ଡରେ ହାତ ଦେଇ ବସିଛନ୍ତି ଚାଷୀ । ହାତୀପଲଙ୍କ ଉତ୍ପାତରେ ଅତିଷ୍ଠ ହେଲେଣି ଚାଷୀ । ଗତ କିଛି ମାସ ହେବ ମୁରିବାହାଲ ରେଞ୍ଜର ବିଭିନ୍ନ ଗାଁରେ ୩୫ ଟିକିଆ ବଣୁଆ ହାତୀ ଦେଖିବାକୁ […]

Read More Text.
B147368e 8f9e 40b4 922c 9b8f09729a56

ପୋତାପୋଖରୀ ପଇସା ପୂଜା କମିଟିର ଚୂଡ଼ାନ୍ତ ପ୍ରସ୍ତୁତି: ଜଗନ୍ନାଥ ଚେତନା ଓ ସାଂସ୍କୃତିକ କାର୍ଯ୍ୟକ୍ରମରେ ଭରପୂର ଶାରଦୀୟ ଦୁର୍ଗାପୂଜା

କଟକ : ଶାରଦୀୟ ଦୁର୍ଗାପୂଜା ଅବସରରେ କଟକର ପୋତାପୋଖରୀ ପଇସା ପୂଜା କମିଟି ପକ୍ଷରୁ ଆଜି ପୂଜା ମଣ୍ଡପ ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଆୟୋଜିତ ଏହି ସମ୍ମିଳନୀରେ ଚଳିତ ବର୍ଷର ପୂଜା ପ୍ରସ୍ତୁତି ଏବଂ ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ପ୍ରଦାନ କରାଯାଇଛି। କମିଟି ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଆସନ୍ତା ୨୮ ତାରିଖ, ଷଷ୍ଠୀ ତିଥିରେ ପୂଜା ମଣ୍ଡପରେ ମା’ ଦୁର୍ଗାଙ୍କ ପାରମ୍ପରିକ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା କରାଯିବ। ସପ୍ତମୀରେ ସାଂସ୍କୃତିକ କାର୍ଯ୍ୟକ୍ରମ […]

Read More Text.
Image 2025 09 27t214120.159

ବନ୍ଧୁକ କାରଖାନା ଧ୍ବଂସ କଲେ ଯବାନ

ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ ପୋଲିସକୁ ମିଳିଛି ବଡ ସଫଳତା । ସୁକମା ଜିଲ୍ଲାର ମେଟାଗୁଡା ଜଙ୍ଗଲରେ ଏକ ବଡଧରଣର ହମଲାକୁ ବିଫଳ କଲେ ଯବାନ ମାନେ । ଜଂଗଲରେ ନକ୍ସଲ ତିଆରି କରିଥିବା ବନ୍ଧୁକ କାରଖାନା ଚାଲିଥିଲା । ଏହି କାରଖାନାରେ ବାରୁଦ, ବନ୍ଧୁକ ତିଆରି କରିବା ସାମଗ୍ରୀ ସମେତ ବହୁ ବିସ୍ଫୋରକ ଥିଲା ଯାହାକୁ ଜବତ କରିବାରେ ସଫଳ ହୋଇଛନ୍ତି ଯବାନ ମାନେ । ମେଟାଗୁଡା ଅଞ୍ଚଳର ଇରାପଲ୍ଲୀ ଓ କୋଇମେଟା ମଧ୍ୟରେ […]

Read More Text.
Image 2025 09 28t095245.745

ପୂଜା ପାଇଁ ଟ୍ବିନ୍ ସିଟିରେ ଲାଗୁ ହେଲା ଟ୍ରାଫିକ୍ କଟକଣା

ଭୁବନେଶ୍ୱର: ଶାରଦୀୟ ଦଶହରା ପାଇଁ ଟ୍ବିନ ସିଟିରେ ଆଜିଠୁ ଟ୍ରାଫିକ୍‌ କଟକଣା ଲାଗୁ କରାଯାଇଛି । କଟକ ସହରରେ ଦିନ ୨ଟାରୁ ରାତି ଦୁଇଟା ପର୍ଯ୍ୟନ୍ତ ଏହି କଟକଣା ରହିବ। ଏହି ବ୍ୟବସ୍ଥା ଆସନ୍ତା ଅକ୍ଟୋବର ୨ ତାରିଖ ଦଶହରା ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ରହିବ । ସେହିପରି ରାଜଧାନୀ ଭୁବନେଶ୍ବରରେ ମଧ୍ୟ ସମାନ କଟକଣା ଲାଗୁ ହୋଇଛି । ପୂଜାରେ ଭିଡ଼ ନିୟନ୍ତ୍ରଣ ପାଇଁ ଟ୍ରାଫିକ୍ କଟକଣା ଜାରି କରିଛି କମିସନରେଟ ପୋଲିସ । କଟକ ସହରରେ […]

Read More Text.
Jagannath temple 750x396 1

ଶ୍ରୀମନ୍ଦିରରେ ନୀତି ବିଭ୍ରାଟ: ପଲଙ୍କ ବିଜେ ପୂର୍ବରୁ ହେଲା ଆଳତି

ପୁରୀ: ବିଳମ୍ବିତ ରାତିରେ ଶ୍ରୀମନ୍ଦିର ନୀତିରେ ବ୍ୟାପକ ବିଭ୍ରାଟ ହୋଇଥିବା ସୂଚନା ରହିଛି । ଆଳତି ସରିବା ପରେ ପଲଙ୍କ ବିଜେ ହୋଇଛି । ବଡ଼ସିଂହାର ଭୋଗ ପରେ ପରେ ମହାପ୍ରଭୁଙ୍କ ପଲଙ୍କ ବିଜେ ହେବା କଥା । ମହାପ୍ରଭୁଙ୍କ ପଲଙ୍କ ବିଜେ ହେବା ପରେ ଯେଉଁ ଆଳତି ହେବା କଥା ତାହା ପଲଙ୍କ ବିଜେ ପୂର୍ବରୁ ହୋଇଛି । ପଲଙ୍କ ବିଜେ ନୀତିକୁ ଜାଣିଜାଣି ବିଳମ୍ବ କରାଯାଉଥିବା ଅନୁଭବ କରିବା ପରେ ପୁଷ୍ପାଳକ ସେବାୟତ ଆଉ […]

Read More Text.
Img 20250927 wa0189

ବାର ବର୍ଷ ରୁ କମ ନାବାଳିକା ଦୁଷ୍କର୍ମ ମାମଲାରେ ଅଭିଯୁକ୍ତ କୁ ଆଜୀବନ ସଶ୍ରମ କାରାଦଣ୍ଡ ସମେତ ଜୋରିମାନା

ବାରିପଦା: ଆଜି ଏକ ଦୁଷ୍କର୍ମ ଅଭିଯୋଗ ସଂକ୍ରାନ୍ତ  ମାମଲାର ବିଚାର କରି ମାନ୍ୟବର ଆଡ଼ ହକ ଆଡିସନାଲ ଜିଲ୍ଲା ଓ ଦୌରାଜଜ ଫାଷ୍ଟଟ୍ରାକ ସ୍ପେଶାଲ କୋର୍ଟ ଅଣ୍ଡାର ପୋକ୍ସ ଆକ୍ଟ ସନ୍ତୋଷ କୁମାର ନାୟକ ଅଭିଯୁକ୍ତ ମୟୁରଭଞ୍ଜ ଜିଲ୍ଲା ବୈଶିଙ୍ଘା ଥାନା ଅନ୍ତର୍ଗତ  କେନ୍ଦୁଆ ଗ୍ରାମ ର ଅସିତ ବେହେରା  (25) କୁ  ଦଫା 6 ଅଫ ପୋକ୍ସ ଆକ୍ଟ   ଅନୁଯାୟୀ ଆଜୀବନ (ମୃତ୍ୟୁ ପର୍ଯ୍ୟନ୍ତ)  ସଶ୍ରମ କାରାଦଣ୍ଡ ସମେତ ଦଶ ହଜାର ଟଙ୍କା ଜୋରିମାନା ଅନାଦେୟ […]

Read More Text.
Img 20250927 wa0211

ବାରିପଦା କଳାକାର ସଂଘ ତରଫରୁ ଓଡିଶା ନାଟ୍ୟ ସଙ୍ଘ ଦିବସ ପାଳିତ

ବାରିପଦା :: ସ୍ଥାନୀୟ ବାରିପଦା ଷ୍ଟାଡିୟମ ସମ୍ମିଳନୀ କକ୍ଷରେ ବାରିପଦା କଳାକାର  ସଙ୍ଘ ତରଫରୁ ୩୮ତମ ଓଡିଶା ନାଟ୍ୟ ସଙ୍ଘ ଦିବସ ପାଳିତ ହୋଇଯାଇଛି I ଓଡିଶା ନାଟ୍ୟ ସଙ୍ଘର ଉତ୍ତର ଓଡିଶା ଜୋନର ଉପସଭାପତି ରତିକାନ୍ତ ବେହେରାଙ୍କ ସଭାପତିତ୍ୱରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା I ଏଥିରେ ଓ଼ମଂ ନାଟ୍ୟ ସଂସ୍ଥାର ପ୍ରତିଷ୍ଠାତା ତଥା ବିଶିଷ୍ଟ ଅଭିନେତା ଓ ନିର୍ଦ୍ଦେଶକ ଧୀର ବସା ଅତିଥି ଭାବେ ଯୋଗ ଦେଇ ମଞ୍ଚ ନାଟକ ପ୍ରତି ନାଟ୍ୟ […]

Read More Text.
Img 20250927 wa0214

ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ ପାର୍ବତୀ ମାର୍ଣ୍ଡୀଙ୍କ ସଫଳତା

ବାରିପଦା – ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ ମୟୂରଭଂଜ ଜିଲ୍ଲାର ଦୁର୍ଗମ ପଛୁଆ ବିଶୋଇ ଵ୍ଳକର ଲୁହାକାନି ପଞ୍ଚାୟତର  କୁଆଝରି  ଗ୍ରାମର ପାର୍ବତୀ ମାର୍ଣ୍ଡୀ ୩୫୨ ତମ ସ୍ଥାନରେ ସଫଳତା ହାସଲ କରି ଅଞ୍ଚଳର ଗୌରବ ଆଣିଛନ୍ତି ।ସେ  ଅବସରପ୍ରାପ୍ତ ଡିଫେନ୍ସ କର୍ମଚାରୀ ନର୍ସିଂ ମାର୍ଣ୍ଡୀ ଏବଂ ମାତା ସୁଗୃହିଣୀ ସିଙ୍ଗୋମଣି ମାର୍ଣ୍ଡୀ ଙ୍କ ଦିତୀୟ କନ୍ୟା ।ବିଶୋଇ ବ୍ଳକର ଆଦିବାସୀ ଲଳନା ଉଚ୍ଚ ଶିକ୍ଷିତା ପାର୍ବତୀ ରାଇରଙ୍ଗପୁର କନ୍ୟାଶ୍ରମ ରେ ୨୦୧୭ ମସିହାରେ ମ୍ୟାଟ୍ରିକ ପାଶ୍ […]

Read More Text.