ଦିଲ୍ଲୀ କାର ବିସ୍ଫୋରଣ ମାମଲା: ଛାତ୍ରଛାତ୍ରୀଙ୍କଠାରୁ ୪୧୫ କୋଟି ଠକିଛି ଅଲ୍ ଫଲାହ
ନୂଆଦିଲ୍ଲୀ: ଦିଲ୍ଲୀ କାର ବିସ୍ଫୋରଣ ମାମଲାରେ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସିବାରେ ଲାଗିଛି। ଘଟଣା ପଛର ଷଡ଼ଯନ୍ତ୍ରକାରୀମାନେ ହରିୟାଣାର ଅଲ ଫଲାହ ବିଶ୍ଵବିଦ୍ୟାଳୟରୁ ଅଧ୍ୟୟନ କରିଥିବାବେଳେ ଏହି ଶିକ୍ଷାନୁଷ୍ଠାନ ଶିକ୍ଷା ଆଢୁଆଳରେ ‘ହ୍ବାଇଟ୍ କଲାର ଟେରର ମଡ୍ୟୁଲ’ ଅର୍ଥାତ ଆତଙ୍କବାଦ ପାଇଁ ଡାକ୍ତରମାନଙ୍କୁ ବ୍ୟବହାର କରିବାର କଳାକୁ ଆପଣାଇଥିଲା। ଏଠାରେ ଦୁଇଟି ଭିନ୍ନ ପରିବେଶ ସୃଷ୍ଟି କରାଯାଇଥିଲା। ଗୋଟିଏ ଶିକ୍ଷା ଏବଂ ଅନ୍ୟଟି ବିଚ୍ଛିନ୍ନତାବାଦ। ଏହି ହ୍ବାଇଟ୍ କଲାର ଟେରର ମଡ୍ୟୁଲ ପଛରେ ଜଣେ ପୂର୍ବତନ […]
Read More Text.