ଚନ୍ଦ୍ର ଶେଖର ପାଢ଼ୀ ଜଳସମ୍ପଦ ବିଭାଗର OSD-cum-EIC ଭାବେ ପୁନଃ ନିଯୁକ୍ତି |
ଭୁବନେଶ୍ୱର, ୧୩/୧୨ : ଓଡିଶା ସରକାର ବରିଷ୍ଠ ଅଧିକାରୀ ଚନ୍ଦ୍ର ଶେଖର ପାଢ଼ୀଙ୍କୁ ଜଳସମ୍ପଦ ବିଭାଗର OSD-cum-Engineer-in-Chief (OSD-cum-EIC) ଭାବରେ ପୁନଃ ନିଯୁକ୍ତି ଦେଇଛନ୍ତି | ପୂର୍ବରୁ ଅବସରପ୍ରାପ୍ତ ଇଞ୍ଜିନିୟର-ଇନ୍-ଚିଫ୍ ଶ୍ରୀ ପାଢ଼ୀଙ୍କୁ ଛଅ ମାସ ପାଇଁ ଏହି ଗୁରୁତ୍ୱପୂର୍ଣ୍ଣ ପଦବୀରେ ପୁଣିଥରେ ନିୟୋଜିତ କରାଯାଇଛି | ଏହି ସମ୍ପର୍କରେ ଜଳସମ୍ପଦ ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇଛି | ଡିସେମ୍ବର ୯, ୨୦୨୫ ତାରିଖରେ ଜାରି କରାଯାଇଥିବା ବିଜ୍ଞପ୍ତି (No-WR-FEI-HR-0025-2020-34467/WR) ଅନୁଯାୟୀ, ଜୁଲାଇ ୩, […]
Read More Text.