Photo for the news of shreemaa aurobindo

ଶ୍ରୀଅରବିନ୍ଦ ସାଧନା ପୀଠ ଟ୍ରଷ୍ଟର ବାର୍ଷିକୋତ୍ସବ

ଆଗରପଡ଼ା: ଆଗରପଡ଼ା ସ୍ଥିତ ଶ୍ରୀଅରବିନ୍ଦ ସାଧନା ପୀଠ ଟ୍ରଷ୍ଟର ୧୭ତମ ବାର୍ଷିକ ଉତ୍ସବ ଟ୍ରଷ୍ଟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ପ୍ରାତଃ ୯ଘଟିକା ସମୟରେ ମାତୃପତାକା ଉତ୍ତୋଳନ କରାଯାଇ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା । ଦୁର୍ଗା ସ୍ତୋତ୍ର,ମା’ ପୁସ୍ତକ ପଠନ,ଧ୍ୟାନ ଓ ପ୍ରାର୍ଥନା ପରିଚାଳକ ବିଭୁତି ଭାଇ ବାରିପଦାଙ୍କ ଦ୍ୱାରା ସମ୍ପାଦିତ ହୋଇଥିଲଶ । ମଦନ ମୋହନ ଦାଶ ସାବିତ୍ରୀ ପାଠ କରିଥିଲେ । ଅନ୍ନପୂର୍ଣ୍ଣା ପଣ୍ଡା ଟ୍ରଷ୍ଟ ତରଫରୁ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । […]

Read More Text.
Photo for the news of asa school jiba

‘ଆସ ସ୍କୁଲ ଯିବା’ ସଚେତନତା ଅଭିଯାନ

ଆଗରପଡ଼ା: ବନ୍ତ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ ଅଧିନସ୍ଥ ନରାଜପୁର କ୍ଲଷ୍ଟର ଅନ୍ତର୍ଗତ କୁଆଁଶମଢିଆ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଆସ ସ୍କୁଲ ଯିବା ସଚେତନତା ଅଭିଯାନ ଓ ଶିକ୍ଷା ସଭା ଅନୁଷ୍ଠିତ ହୋଇଯାଇଛି । ସିଆରସିସି ପ୍ରଦୀପ ପଲାଇଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବଡ଼ମହିଁଷଗୋଠ ପଂଚାୟତ ସରପଂଚ ବିନୋଦିନୀ ମହାନ୍ତି ଯୋଗଦେଇ ଉକ୍ତ ସଭାକୁ ଉଦ୍‌ଘାଟନ କରିଥିବା ବେଳେ କୁଆଁଶମଢିଆ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଧାନଶିକ୍ଷୟିତ୍ରୀ ରାଜଲକ୍ଷ୍ମୀ ମହାନ୍ତି,ଟିକିରା ଉନ୍ନିତ ବିଦ୍ୟାଳୟ ପ୍ରଧାନଶିକ୍ଷକ ଅମରେନ୍ଦ୍ର ଦାଶ,ନରାଜପୁର […]

Read More Text.

ବାଇକ ସ୍କୁଟି ମୁହାଁମୁହିଁ: ୩ ମୃତ ୨ ଗୁରୁତର

ପାଟଣା: ଶୁକ୍ରବାର ସନ୍ଧ୍ୟା ସାଢ଼େ ୬ଟା ସମୟରେ ଘଟଗାଁ ଥାନା ଅଞ୍ଚଳ ଢେଙ୍କିକୋଟ ଫାଣ୍ଡି ଅନ୍ତର୍ଗତ ଚାନ୍ଦପଶି-ପଣ୍ଡାପଡ଼ା ରାସ୍ତାରେ ସାରୁପାଟ ନିକଟରେ ଗୋଟିଏ ବାଇକ ଓ ସ୍କୁଟି ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଘଟଣାସ୍ଥଳରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ହୋଇଛନ୍ତି। ଗୁରୁତର ଦ୍ୱୟ ପଣ୍ଡାପଡ଼ା ଥାନା ଅଞ୍ଚଳ ବଳଭଦ୍ରପୁର ଗ୍ରାମର ହିରଣ୍ୟ ନାଏକ ଙ୍କ ପୁଅ ରାଜା ନାଏକ(ଦିଲୁ )ଓ ଏହି ଥାନା ଅନ୍ତର୍ଗତ ଅସନବାହାଳି ଗ୍ରାମର ବୈରାଗୀ ନାଏକ […]

Read More Text.

ସଂସଦରେ ଟସର ଉନ୍ନତିକରଣ ପ୍ରସଙ୍ଗ ଉଠାଇଥିଲେ ସାଂସଦ ରବୀନ୍ଦ୍ର ନାରାୟଣ ବେହେରା

ଯାଜପୁର : ସଂସଦରେ ଯାଜପୁର ଜିଲ୍ଲା ବୁଣାକାରଙ୍କ ପ୍ରସଙ୍ଗ ଉଠାଇଲେ ସାଂସଦ ରବୀନ୍ଦ୍ର ନାରାୟଣ ବେହେରା । ‘Zero Hour’ ରେ ଯାଜପୁର ଜିଲ୍ଲାର ବୁଣାକାରଙ୍କ ଗାଁ ଭାବେ ପରିଚିତ ଗୋପାଳପୁରର ବୁଣାକାର ଓ ସୁକିନ୍ଦାର ଟସର ଉନ୍ନତିକରଣ ପ୍ରସଙ୍ଗ ଉଠାଇଥିଲେ ସାଂସଦ । ଯାଜପୁର ଜିଲ୍ଲା କେବଳ ବୌଦ୍ଧ ପର୍ଯ୍ୟଟନ କ୍ଷେତ୍ର ଓ ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କ କ୍ଷେତ୍ର ପାଇଁ ପ୍ରସିଦ୍ଧ ନୁହେଁ । ଏହା ମଧ୍ୟ ଟସର ଶିଳ୍ପ ଓ ଶାଢ଼ୀ ପାଇଁ ଦେଶ […]

Read More Text.

ସଫଳ ହେଲା କେନ୍ଦୁଝରରେ ପ୍ରସ୍ତାବିତ ମେଗା ଷ୍ଟିଲ୍ ପ୍ଲାଣ୍ଟର ପ୍ରଥମ ଗ୍ରାମସଭା

ଘଟଗାଁ : ପ୍ରସ୍ତାବିତ ମେଗା ଷ୍ଟିଲ୍ ପ୍ଲାଣ୍ଟର ପ୍ରଥମ ଗ୍ରାମସଭା ସଫଳ । କେନ୍ଦୁଝରରେ ଷ୍ଟିଲ୍ ପ୍ଲାଣ୍ଟ ପ୍ରତିଷ୍ଠା ପାଇଁ ଆଜି ପ୍ରଥମ ଗ୍ରାମସଭା ଅନୁଷ୍ଠିତ ହୋଇଯାଇଛି । ପାଟଣା ବ୍ଲକ ଚେମଣା ପଞ୍ଚାୟତ ଭୃଙ୍ଗରାଜପଶିରେ ପ୍ରସ୍ତାବିତ ମେଗା ଷ୍ଟିଲ୍ ପ୍ଲାଣ୍ଟ ପାଇଁ ହୋଇଥିବା ପ୍ରଥମ ଗ୍ରାମସଭାକୁ ସ୍ଥାନୀୟ ବାସିନ୍ଦା ସମର୍ଥନ କରି ଥିବାରୁ ଏହା ସଫଳ ହୋଇଛି । ଏହି ସଭାରେ ଚେମଣା ପଞ୍ଚାୟତର ସରପଞ୍ଚ ସଭାପତିତ୍ବ କରିଥିବା ବେଳେ ପ୍ରଶାସନ ପକ୍ଷରୁ ଅତିରିକ୍ତ ଜିଲ୍ଲାପାଳ, ପାଟଣା […]

Read More Text.
Images (6)

ତୃତୀୟ ବିଶ୍ୱଯୁଦ୍ଧ ପରିସ୍ଥିତି- ଚେତାବନୀ ଦେଲେ ଟ୍ରମ୍ପ

ନ୍ୟୁୟର୍କ: ବିଶ୍ୱ ତୃତୀୟ ବିଶ୍ୱ ଆଡକୁ ମୁହାଁଉଛି । ରୁଷ୍‌ ଓ ୟୁକ୍ରେନ୍‌ର ଯୁଦ୍ଧ ଯୋଗୁଁ ଏପରି ପରିସ୍ଥିତି ସୃଷ୍ଟି ହେବାକୁ ଯାଉଛି ବୋଲି ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆଶଙ୍କା କରିଛନ୍ତି । ଗତ ମାସରେ ଯୁଦ୍ଧରେ ୨୫,୦୦୦ ଲୋକ, ଅଧିକାଂଶ ସୈନିକ, ପ୍ରାଣ ହରାଇଥିଲେ ଏବଂ ନିରନ୍ତର ରକ୍ତପାତ ହେଉଛି ବୋଲି ହ୍ୱାଇଟ୍ ହାଉସରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା ବେଳେ ଆମେରିକା ରାଷ୍ଟ୍ରପତି ପ୍ରକାଶ କରିଛନ୍ତି । ଏହି ଦୁଇ ଦେଶ ମଧ୍ୟରେ ଶତ୍ରୁତାର […]

Read More Text.
Images (5)

ଆତଙ୍କବାଦୀ ସନ୍ଦେହରେ ସନ୍ଦିଗ୍ଧଙ୍କ ଘରେ ଚଢ଼ଉ କଲା ଏନଆଇଏ

ନୂଆଦିଲ୍ଲୀ: ଝାଡ଼ଖଣ୍ଡ ହଜାରିବାଗ ଅଞ୍ଚଳରେ ଆଇଏସଆଇଏସ ଆତଙ୍କି ସନ୍ଦେହରେ, ସନ୍ଦିଗ୍ଧର ଘର ଯାଞ୍ଚ କରିଛି ଜାତୀୟ ତଦନ୍ତକାରୀ ସଂସ୍ଥା ଦଳ । ସନ୍ଦିଗ୍ଧ ଘରୁ ଏକ ଲାପଟପ୍ ଜବାର କରିବା ସହ ଅନ୍ୟାନ୍ୟ କାଗଜପତ୍ର ଠାବ କରିଛି ଅନାଇଏ । ଏନଆଇଏର ଏକ ଦଳ ହଜାରିବାଗ  ଅନସାରନଗର ଅଞ୍ଚଳରେ ଶାହନୱାଜ ଆଲମଙ୍କ ଘରେ ଆଇଏସଆଇଏସ ଆତଙ୍କବାଦୀ ସମ୍ପର୍କ ସନ୍ଦେହରେ ଚଢାଉ କରିଥିଲା । ସନ୍ଦିଗ୍ଧଙ୍କ ଘରୁ ଏକ ଲାପଟପ୍ ଜବତ କରିବ ସହ ଅନ୍ୟାନ୍ୟ କାଗଜପତ୍ର ଯାଞ୍ଚ କରିଛି […]

Read More Text.
Images (4)

ଇଣ୍ଡିଗୋର ୪ ଫ୍ଲାଇଟ୍ ଅପରେସନ୍ସ ଇନ୍ସପେକ୍ଟରଙ୍କୁ ବହିଷ୍କାର କଲା ଡିଜିସିଏ

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ଅଚଳବସ୍ଥା ଘଟଣାରେ ଡିଜିସିଏ ଚାରି ଜଣ ପ୍ରମୁଖ ଫ୍ଲାଇଟ୍ ଅପରେସନ୍ସ ଇନ୍ସପେକ୍ଟରଙ୍କୁ ବହିଷ୍କାର କରିଛି । ଇଣ୍ଡିଗୋ ବିମାନ ଉଡାଣ କ୍ଷେତ୍ରରେ ଦେଶବ୍ୟାପୀ ବଡ଼ ଧରଣର ବାଧା ଦେଖା ଯାଇଥିଲା । ଅନେକ ଯାତ୍ରୀ ଏଥିପାଇଁ ହଇରାଣ ହୋଇଥିଲେ । ଘଟଣାର ତଦନ୍ତ କରି ଡିଜିସିଏ ୪ ଜଣଙ୍କୁ ବହିଷ୍କାର କରିଛି  । ଡିଜିସିଏ ର ଅଫିସ୍ ଅର୍ଡର ଅନୁଯାୟୀ ବରିଷ୍ଠ କର୍ମଚାରୀ ରିଶ ରାଜ ଚାଟାର୍ଜୀ, ସୀମା ଝାମନାନି, ଅନିଲ କୁମାର ପୋଖରିଆଲ […]

Read More Text.
Images (3)

ଟ୍ରମ୍ପ-ମୋଦୀଙ୍କ ମଧ୍ୟରେ ବାଣିଜ୍ୟିକ ଆଲୋଚନା

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଉପରେ ଆମଦାନୀ ଶୁଳ୍କ ବୃଦ୍ଧି ପରେ ଟ୍ରମ୍ପଙ୍କ ସହ ତୃତୀୟ ଥର କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଦୁଇ ଦେଶ ମଧ୍ୟରେ ବାଣିଜ୍ୟିକ ଚୁକ୍ତି ସ୍ୱାକ୍ଷରିତ କରିବା ପାଇଁ ଆଲୋଚନା ହୋଇଥିବା ମୋଦୀ ସାମାଜିକ ଗଣମାଧ୍ୟମ ଏକ୍ସ ରେ ଜଣାଇଛନ୍ତି । ଉଭୟ  ବାଣିଜ୍ୟ, ଗୁରୁତ୍ୱପୂର୍ଣ୍ଣ ପ୍ରଯୁକ୍ତିବିଦ୍ୟା, ଶକ୍ତି, ପ୍ରତିରକ୍ଷା ଏବଂ ସୁରକ୍ଷା କ୍ଷେତ୍ରରେ ସହଯୋଗ ବିସ୍ତାର କରିବା ଉପରେ ମତ ବିନିମୟ କରିଥିବା ସୂଚନା ମିଳିଛି […]

Read More Text.
Istock 1269463469

ଫେବୃଆରୀ ୧୨ରେ ବାଂଲାଦେଶ ନିର୍ବାଚନ: ସିଇସି

ଢାକା: ଆସନ୍ତା ବର୍ଷ ଫେବୃଆରୀ ୧୨ ତାରିଖରେ ବାଂଲାଦେଶ ନ୍ୟାସନାଲ ଆସେମ୍ବ୍ଲି ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ଦେଶର ଏହି ସାଧାରଣ ନିର୍ବାଚନ ସମ୍ପର୍କରେ ଗୁରୁବାର ବାଂଲାଦେଶ ମୁଖ୍ୟ ନିର୍ବାଚନ କମିସନର (ସିଇସି) ନସିରଉଦ୍ଦିନ ଘୋଷଣା କରିଛନ୍ତି। ଘୋଷଣା ଅନୁଯାୟୀ ନ୍ୟାସନାଲ ଆସେମ୍ବ୍ଲିର ମୋଟ ୩୦୦ ଆସନ ପାଇଁ ଭୋଟ ଗ୍ରହଣ ହେବ। ନିର୍ବାଚନ କାର୍ଯ୍ୟସୂଚୀ ଅନୁଯାୟୀ ୨୦୨୫ ଡିସେମ୍ବର ୨୯ ପ୍ରାର୍ଥିପତ୍ର ଦାଖଲର ଶେଷ ତାରିଖ। ଡିସେମ୍ବର ୩୦ରୁ ୨୦୨୬ ଜାନୁଆରୀ ୪ ତାରିଖ ପର୍ଯ୍ୟନ୍ତ […]

Read More Text.