Tmt

ପାକିସ୍ତାନରେ ଟମାଟୋ କେଜି ୬୦୦ ଟଙ୍କା

ପାକିସ୍ତାନ: ପାକିସ୍ତାନରେ ଟମାଟୋ କେଜି ୬୦୦ ଟଙ୍କା । ସାଧାରଣ ଦରଠାରୁ ପ୍ରାୟ ୫ଗୁଣ ଅଧିକା । ଅଥବା ୪୦୦ ପ୍ରତିଶତ ବୃଦ୍ଧି ପାଇଛି । ଆଫଗାନିସ୍ତାନ ସହ ସମ୍ପର୍କ ବିଗିଡ଼ିବା ପରେ ପାକିସ୍ତାନକୁ ସହିବାକୁ ପଡ଼ିଛି ଏ ମହଙ୍ଗା । ଚଳିତ ମାସରେ ପାକିସ୍ତାନ ସହ ଯୁଦ୍ଧ ପରିସ୍ଥିତି ଯୋଗୁ ପାକିସ୍ତାନକୁ ପଣ୍ୟ କାରବାର ବନ୍ଦ କରିଛି ଆଫଗାନିସ୍ତାନ । ପଣ୍ୟ କାରବାର ସାଙ୍ଗକୁ ଯାବତୀୟ ବାଣିଜ୍ୟ କାରବାର ମଧ୍ୟ ବନ୍ଦ କରିଛି ।  ପାକିସ୍ତାନର ଭୀଷଣ […]

Read More Text.
Accident 1

ନେପାଳର ପାହଡ଼ିଆ ଅଞ୍ଚଳରେ ସଡ଼କ ଦୁର୍ଘଟଣା, ଗଭୀର ଘାଇକୁ ଖସିଲା ଜିପ୍: ୮ ମୃତ, ୧୦ ଆହତ

କାଠମାଣ୍ଡୁ : ନେପାଳର ପାହଡ଼ିଆ ଅଞ୍ଚଳରେ ସଡ଼କ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ୮ଜଣ ଯୁବକଙ୍କର ମୃତ୍ୟୁ ଘଟିଥିଲାବେଳେ ୧୦ ଜଣ ଆହତ ହୋଇଛନ୍ତି । ୧୮ ଜଣ ଯାତ୍ରୀ ଜିପରେ ଯାଉଥିବାବେଳେ ୭୦୦ଫୁଟ୍ ତଳକୁ ଖସି ପଡିବାରୁ ଦୁର୍ଘଟଣା ଘଟିଛି । ଶୁକ୍ରବାର ରାତି କର୍ଣ୍ଣାଲି ପ୍ରାତରେ ଦୁର୍ଘଟଣା ଘଟିଥିବା ଜଣାପଡିଛି । ସୂଚନାନୁଯାୟୀ, ରୁକୁମ ପଶ୍ଚିମ ଜିଲ୍ଲାର ବାଫିକୋଟ ଅଞ୍ଚଳର ଝାରମାରେ ଅଞ୍ଚଳରେ ଏହି ସଡ଼କ ଦୁର୍ଘଟଣା ଘଟିଛି। ଜିପ୍ ଟି ମୁସିକୋଟର ଖଲଙ୍ଗା […]

Read More Text.
Thailand queen

ଆଉ ନାହାଁନ୍ତି ଥାଇଲାଣ୍ଡର ରାଣୀ, ଶେଷ ନିଶ୍ବାସ ତ୍ୟାଗ କଲେ ୯୩ ବର୍ଷ ବୟସରେ

ଥାଇଲାଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ସିରିକିତଙ୍କର ୯୩ ବର୍ଷ ବୟସରେ ମୃତ୍ୟୁ ଘଟିଛି । ଏପରି ଘଟଣା ଶୁକ୍ରବାର ବିଳମ୍ବିତ ରାତିରେ ଦେଖିବାକୁ ମିଳିଛି । ଯିଏ କି ବତ୍ତର୍ମାନର ରାଜା ଭାଜିରାଲଙ୍ଗକର୍ଣ୍ଣଙ୍କ ମାତା ଏବଂ ଦେଶର ସବୁଠାରୁ ଦୀର୍ଘକାଳୀନ ରାଜାଙ୍କ ପତ୍ନୀ ଭାବେ ପରିଚିତ ଥିଲେ । ସେ ରାଜା ଭୂମିବୋଲ୍ ଆଦୁଲ୍ୟାଦେଜଙ୍କ ସହିତ ୬୬ ବର୍ଷ ଧରି ବିବାହ ଜୀବନ ଅତିବାହିତ କରିଥିଲେ । ଏହି ଲମ୍ବା ବିବାହ ଯାତ୍ରାରେ ସେ କେବଳ ଜଣେ ଜଣେ […]

Read More Text.

ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଲୋକଙ୍କୁ ଧକ୍କା ଦେଲା ଅନିୟନ୍ତ୍ରିତ କାର୍, ୫ ମୃତ

ଉତ୍ତରପ୍ରଦେଶ : ଉତ୍ତରପ୍ରଦେଶର ଆଗ୍ରାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏକ ଦ୍ରୁତଗାମୀ କାର୍ ଘର ବାହାରେ ବସିଥିବା ୭ ଜଣଙ୍କୁ ଧକ୍କା ଦେଇଥିଲା । ଫଳରେ ୫ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଦୁଇଜଣ ଆହତ ହୋଇଛନ୍ତି । ମୃତକଙ୍କ ମଧ୍ୟରେ ୪ ଜଣ ପୁରୁଷ ଏବଂ ଜଣେ ମହିଳା ରହିଥିବା ଜଣାପଡିଛି । ସୂଚନାନୁଯାୟୀ, ନିୟନ୍ତ୍ରଣହୀନ କାର ଏକ ଘର ବାହାରେ ବସିଥିବା ଲୋକଙ୍କ ଉପରେ ଚଢ଼ିଯାଇଥିଲା । ଯାହା ଫଳରେ ସାତ […]

Read More Text.
Satishshah3

ବିଶିଷ୍ଟ ବଲିଉଡ ଅଭିନେତା ସତୀଶ ଶାହଙ୍କ ପରଲୋକ

ମୁମ୍ବଇ: ବିଶିଷ୍ଟ ବଲିଉଡ ଅଭିନେତା ସତୀଶ ଶାହଙ୍କର ପରଲୋକ ହୋଇଯାଇଛି। ତାଙ୍କୁ ୭୪ ବର୍ଷ ହୋଇଥିଲା। ସେ କିଡନୀ ଜନିତ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ। ଶନିବାର ଅପରାହ୍ନ ପ୍ରାୟ ୨ଟା ୩୦ ମିନିଟରେ ମୁମ୍ବଇର ହିନ୍ଦୁଜା ହସ୍ପିଟାଲରେ ସେ ଶେଷ ନିଃଶ୍ଵାସ ତ୍ୟାଗ କରିଛନ୍ତି। ତାଙ୍କ ମୃତ୍ୟୁରେ ବଲିଉଡ ତଥା ଅଭିନୟ ଜଗତରେ ଶୋକର ଛାୟା ଖେଳିଯାଇଛି। ‘ସାରାଭାଇ ଭର୍ସେସ ସାରାଭାଇ’, କମେଡି ଶୋ’ ସହିତ ‘ଜାନେ ଭି​‌ ଦୋ ୟାରୋ’ ଏବଂ ‘ମେ […]

Read More Text.
24 punjab bus problem

ପଞ୍ଜାବରେ ସଙ୍କଟରେ ମହିଳାଙ୍କ ପାଇଁ ମାଗଣା ବସ୍ ସେବା ଯୋଜନା

ନୂଆଦିଲ୍ଲୀ : ନାଗରିକଙ୍କୁ ମାଗଣା ସୁବିଧା ଯୋଗାଇବା ପ୍ରତିଶ୍ରୁତିରେ ଅନେକ ରାଜ୍ୟ ଉପରେ ଋଣ ବୋଝ ବଢିବାରେ ଲାଗିଛି। ନିର୍ବାଚନ ସମୟରେ ଦେଉଥିବା ପ୍ରତିଶ୍ରୁତି ପୂରଣ ପାଇଁ ରାଜ୍ୟର ରାଜକୋଷ ଉପରେ କେଉଁଭଳି ପ୍ରଭାବ ପଡେ ତାହା ପଞ୍ଜାବରେ ଦେଖିବାକୁ ମିଳିଛି। ଆମ ଆଦମୀ ପାର୍ଟିର ରାଜ୍ୟ ସରକାରଙ୍କ ତରଫରୁ ମହିଳାଙ୍କ ପାଇଁ ମାଗଣା ବସ୍ ସେବା ଯୋଜନା ଏବେ ସଙ୍କଟରେ ପଡିଛି। ଅର୍ଥ ମନ୍ତ୍ରଣାଳୟର ସୂଚନା ଅନୁସାରେ ଏହି ଯୋଜନାରେ ପଞ୍ଜାବ ରୋଡୱେଜ୍ ଉପରେ ୧୨୦୦ […]

Read More Text.
Eci

ବିହାର ବିଧାନସଭା ନିର୍ବାଚନ: ଏଆଇ ଡିପ୍‌ ଫେକ୍‌ ଉପରେ ଇସିଆଇଙ୍କ କଡା ନିର୍ଦେଶ

ନୂଆଦିଲ୍ଲୀ: ବିହାର ବିଧାନସଭା ନିର୍ବାଚନ ଏବଂ ସାତଟି ରାଜ୍ୟର ଆଠଟି ବିଧାନସଭା ଆସନରେ ଉପନିର୍ବାଚନ ଘୋଷଣା ସହିତ, ନିର୍ବାଚନ ହେବାକୁ ଥିବା ରାଜ୍ୟ ଗୁଡିକରେ ଅକ୍ଟୋବର ୬ତାରିଖରୁ ଆଦର୍ଶ ଆଚରଣ ସଂହିତା ଲାଗୁ ହୋଇଛି । ଏହା ଅଧୀନରେ ନିର୍ବାଚନ କମିଶନ ସମସ୍ତ ରାଜନୈତିକ ଦଳଗୁଡିକୁ ସେମାନଙ୍କର ପ୍ରଚାରରେ ଏଆଇ ଉପରେ ଆଧାରିତ ମିଥ୍ୟା ଏବଂ ଭ୍ରାମକ ଭିଡ଼ିଓ ବ୍ୟବହାର ନକରିବାକୁ ଚେତାବନର ଦେଇଛନ୍ତି । ନିର୍ବାଚନ କମିଶନ ସ୍ପଷ୍ଟ କରିଛନ୍ତି ଯେ ଆଦର୍ଶ ଆଚରଣ ସଂହିତା […]

Read More Text.
Doctor suicide

ମହାରାଷ୍ଟ୍ରରେ ମହିଳା ଡାକ୍ତରଙ୍କ ଆତ୍ମହତ୍ୟା: ସୁଇସାଇଡ୍‌ ନୋଟ୍‌ରେ ପୁଲିସ ଦ୍ବାରା ଦୁଷ୍କର୍ମ, ମାନସିକ ଓ ଶାରୀରିକ ନିର୍ଯାତନା

ମୁମ୍ବଇ: ମହାରାଷ୍ଟ୍ରର ସତାରା ଜିଲାରେ କାର୍ଯ୍ୟରତ ଜଣେ ମହିଳା ଡାକ୍ତର ଗୁରୁବାର ରାତିରେ ଆତ୍ମହତ୍ୟା କରିଛନ୍ତି। ତେବେ ମହିଳା ଡାକ୍ତର ଜଣକ ତାଙ୍କର ବାମହାତ ପାପୁଲିରେ ଲେଖିଥିବା ସୁଇସାଇଡ୍‌ ନୋଟ୍‌ରେ ଆତ୍ମହତ୍ୟା ପାଇଁ ଜଣେ ପୁଲିସ ଅଧିକାରୀଙ୍କୁ ଦାୟୀ କରିଥିବା ଜଣାପଡିଛି। ଗୋପାଳ ବାଦ୍‌ନେ ନାମକ ଏହି ପୁଲିସ ସବ୍‌ଇନ୍ସପେକ୍ଟର ବିଗତ ପାଞ୍ଚମାସ ମଧ୍ୟରେ ତାଙ୍କୁ ଚାରିଥର ଦୁଷ୍କର୍ମ କରିଥିବାବେଳେ ମାନସିକ ଓ ଶାରୀରିକ ନିର୍ଯାତନା ଦେଉଥିଲେ ବୋଲି ମଧ୍ୟ ସୁଇସାଇଡ୍‌ ନୋଟରେ ଉଲ୍ଲେଖ କରାଯାଇଛି। ଏହା […]

Read More Text.
Oil

ଭାରତୀୟ କମ୍ପାନୀ ମଧ୍ୟପ୍ରାଚ୍ୟରୁ ଅଧିକ ତୈଳ କିଣିବା ସମ୍ଭାବନା

ନୂଆଦିଲ୍ଲୀ: ରୁଷର ଦୁଇଟି ପ୍ରମୁଖ ଉତ୍ପାଦକଙ୍କ ଉପରେ ଆମେରିକାର କଟକଣା ପରେ, ଭାରତର ତୈଳ ବିଶୋଧନଗାର ଗୁଡିକ ଉପରେ ପ୍ରଭାବ ପଡିବା ଆରମ୍ଭ ହୋଇଛି। ରୁଷରୁ ଆମଦାନୀ ହ୍ରାସ ପାଇଁ ମଧ୍ୟପ୍ରାଚ୍ୟ, ଲାଟିନ୍ ଆମେରିକା ଏବଂ ଆମେରିକାରୁ ଭାରତ ଅଶୋଧିତ ତୈଳ କ୍ରୟ ବୃଦ୍ଧି କରିବାର ସମ୍ଭାବନା ଦେଖାଦେଇଛି। ଚଳିତ ମାସ ୨୨ ତାରିଖରେ ଆମେରିକା ପ୍ରଶାସନ ପକ୍ଷରୁ ରୁଷର ଦୁଇଟି ସର୍ବବୃହତ ଅଶୋଧିତ ତୈଳ ଉତ୍ପାଦକ, ରୋସନେଫ୍ଟ ଏବଂ ଲୁକୋଇଲ୍ ଉପରେ କଟକଣା ଜାରି କରାଯାଇଥିଲା, […]

Read More Text.
Death 1

ପୁଲିସ୍‌ ଇନଫର୍ମର ସନ୍ଦେହରେ ଦୁଇ ଗ୍ରାମବାସୀଙ୍କୁ ହତ୍ୟା କଲେ ମାଓବାଦୀ

ମାଲକାନଗିରି : ମାଲକାନଗିରି ସୀମାନ୍ତ ବିଜାପୁର ଜିଲ୍ଲା ଲାଲବାହିନୀଙ୍କ ବର୍ବରତା। ମାଓବାଦୀମାନେ ଅସୁର ଥାନା ଅନ୍ତର୍ଗତ ନେଲାକାଂକେର ଗାଁର ଦୁଇ ଗ୍ରାମବାସୀଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି। ଗତକାଲି ବିଳମ୍ବିତ ରାତିରେ ସଶସ୍ତ୍ର ମାଓବାଦୀମାନେ ନେଲା କାଙ୍କେର ଗାଁରେ ପହଞ୍ଚିଥିଲେ। ଗାଁର ରବି କୁଟ୍ଟୁମ ଏବଂ ତିରୁପତି ସୋଡି ନାମକ ଦୁଇ ଗ୍ରାମବାସୀଙ୍କୁ ଖୋଜିଥିଲେ। ଗ୍ରାମବାସୀମାନେ ରାତିରେ ମାଓବାଦୀ ମାନଙ୍କୁ ଗାଁରୁ ତଡିବାକୁ ଚେଷ୍ଟା କରି ବିଫଳ ହୋଇଥିଲେ। ମାଓବାଦୀମାନ ଗ୍ରାମବାସୀଙ୍କ ସମ୍ମୁଖରେ ରବି ଏବଂ […]

Read More Text.