Image 4

ସ୍କ୍ରବ୍‌ ଟାଇଫସ୍ ସଂକ୍ରମଣରେ ୨ ମୃତ, ୧୫୦୦ ସଂକ୍ରମିତ

ସୁନ୍ଦରଗଡ଼: ସୁନ୍ଦରଗଡ ଜିଲ୍ଲାରେ ମାତିଛି ସ୍କ୍ରବ୍ ଟାଇଫସ । ଜିଲ୍ଲାବାସୀଙ୍କୁ ଘାରିଛି ସ୍କ୍ରବ୍‌ ଟାଇଫସ୍ ସଂକ୍ରମଣ ଭୟ । ସ୍କ୍ରବ୍ ଟାଇଫସରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ବର୍ତ୍ତମାନ ସୁଦ୍ଦା ୧୫୦୦ ରୋଗୀ ଚିହ୍ନଟ ହୋଇଛନ୍ତି । ତେବେ ମୃତକ ମଧ୍ୟରେ ଜଣେ ବଡ଼ଗାଁ ଅଞ୍ଚଳର ଓ ଆଉ ଜଣେ ରାଉରକେଲାର ବୋଲି ଜଣାପଡିଛି । ଅନ୍ୟପଟେ, ଜିଲ୍ଲାରେ ୭ ହଜାର ୫ ଶହ ରକ୍ତ ନମୁନା ପରୀକ୍ଷା କରାଯାଇଥିବା ବେଳେ ସେଥିରୁ ୧୫୦୦ ପଜିଟିଭ […]

Read More Text.
Rape 2

ଦୁଇ ଆଦିବାସୀ ନାବାଳିକାକୁ ଗଣଦୁଷ୍କର୍ମ ଅଭିଯୋଗ, ଥାନାରେ ଦୁଇ ଜଣ ଅଭିଯୁକ୍ତ ଅଟକ

ବାରିପଦା: ମୟୁରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ଥାନା ଅଞ୍ଚଳରେ ଘଟିଅଛି ଏକ ଲଜ୍ୟାଜନକ ଘଟଣା l ଦୁଇ ଜଣ ଆଦିବାସୀ ନାବାଳିକାକୁ ଗଣଦୁଷ୍କର୍ମ ହୋଇଥିବାର ରାସଗୋବିନ୍ଦପୁର ଥାନାରେ ଅଭିଯୋଗ ହୋଇଅଛି l ଏହି ଘଟଣା ଘଟିଅଛି ଚଳିତ ଅକ୍ଟୋବର ମାସ 22 ତାରିଖ ବିଳମ୍ବିତ ରାତ୍ରିରେ l ଘଟଣା ଅନୁଯାୟୀ ଉକ୍ତ ରାତ୍ରିରେ ଅଷ୍ଟମ ଏବଂ ନବମ ଶ୍ରେଣୀରେ ପଢ଼ୁଥିବା ଦୁଇ ଜଣ ନାବାଳିକା ସେମାନଙ୍କର ଦୁଇ ଜଣ ପୁରୁଷ ବନ୍ଧୁଙ୍କ ସହିତ ନଳଗଜା କୁ ଯାତ୍ରା ଦେଖିବା […]

Read More Text.
Img 20251024 wa0232

ଅବକାରୀ ବିଭାଗର ସରକାରୀ ଜମିରେ ଥିବା ୧୬ ଜବରଦଖଲକାରୀଙ୍କୁ ଉଛେଦ କଲା ପ୍ରଶାସନ

ବାରିପଦା-   ମୟୁରଭଞ୍ଜ ଜିଲ୍ଲା ଵହଳଦା ଅବକାରୀ ବିଭାଗର ସରକାରୀ ଜମି ଉପରେ ଦିର୍ଘଵର୍ଷ ଧରି ୧୬ ଟି ଦୋକାନୀ ଦୋକାନ କରି ପରିବାର ଗୁଜୁରାଣ ମେଣ୍ଟାଉ ଥିଲେ ।ଆଗକୁ ଅବକାରୀ ବିଭାଗର ଗୃହ ଏବଂ ଅଫିସ କାର୍ଯ୍ୟାଳୟ ନୂତନ ନିର୍ମାଣ ପାଇଁ ଜାଗା ଆବଶ୍ୟକ ଥିଲା ।କିନ୍ତୁ ଅବକାରୀ ବିଭାଗର ଜମିରେ ଦୋକାନୀମାନେ ଦୋକାନ କରିଥିଲେ ।ତେଣୁ ସେମାନଙ୍କୁ ଉଛେଦ ପାଇଁ ଅବକାରୀ ବିଭାଗ ତରଫରୁ ସ୍ଥାନ ଛାଡ଼ିବା ପାଇଁ ୩ ଥର ନୋଟିସ ଜାରି କରାଯାଇଥିଲା […]

Read More Text.
Img 20251025 wa0192

ସମ୍ଭାବ୍ୟ ବାତ୍ୟା ଓ ବର୍ଷାକୁ ଦୃଷ୍ଟିରେ ରଖି ଜିଲ୍ଲାପାଳଙ୍କ ଆଭାସୀ ମାଧ୍ୟମରେ ପ୍ରାକ ପ୍ରସ୍ତୁତି ବୈଠକ

ବାରିପଦା:  ଜିଲ୍ଲାରେ ସମ୍ଭାବ୍ୟ ବାତ୍ୟା ଏବଂ ବୃଷ୍ଟିପାତକୁ ଦୃଷ୍ଟିରେ ରଖି, ଏହାର ମୁକାବିଲା ପାଇଁ  ଓ ପୂର୍ବ ପ୍ରସ୍ତୁତି  ନିମନ୍ତେ ଜିଲ୍ଲାପାଳ ଶ୍ରୀ ହେମକାନ୍ତ ସୟଙ୍କ ଅଧ୍ୟକ୍ଷତାରେ  ଆଭାସୀ ମାଧ୍ୟମରେ ଏକ ପ୍ରାକପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ପାଣିପାଗ ବିଭାଗ ସୂଚନାନୁସାରେ ବାତ୍ୟାର ସମ୍ଭାବନା ରହୁଥିବାରୁ ଜିଲ୍ଲାରେ ସମସ୍ତ ପ୍ରକାର ଆପଦକାଳୀନ ପ୍ରସ୍ତୁତି ବ୍ୟବସ୍ଥା ପ୍ରତି ଧ୍ୟାନ ଦେବାପାଇଁ ବିଭାଗୀୟ ଅଧିକାରୀ ମାନଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଏଥି ନିମନ୍ତେ, ସମ୍ବେଦନଶିଳ ତହସିଲ, ବ୍ଲକ ଏବଂ ଗ୍ରାମ […]

Read More Text.
Img 20251025 wa0166

ତମାଖୁ ମୁକ୍ତ ଅଭିଯାନ ୩.୦ର ଜିଲ୍ଲା ସ୍ତରୀୟ ସଚେତନତା କାର୍ଯକ୍ରମ ର ଶୁଭାରମ୍ଭ

ବାରିପଦା: ସ୍ୱାସ୍ଥ୍ୟ ଉପରେ ତମାଖୁର କୁପ୍ରଭାବ ସମଗ୍ର ବିଶ୍ୱରେ ଏକ ଚିନ୍ତାର କାରଣ ହୋଇଥିବା ବେଳେ ସାରା ରାଜ୍ୟରେ ବର୍ତ୍ତମାନ ଯୁବସମାଜ ପାଇଁ ତମାଖୁ ମୁକ୍ତ ଅଭିଯାନ ୩.୦ ଆରମ୍ଭ କରାଯାଇଛି। ଏହି ଅବସରରେ ଜିଲ୍ଲା ସ୍ବାସ୍ଥ୍ୟ ସମିତି ତରଫରୁ ଆଜି ବିଭିନ୍ନ ଛାତ୍ର ଓ ଛାତ୍ରୀ ମାନଙ୍କୁ ନେଇ ଏକ ସଚେତନତା ରାଲ୍ଲେ କରାଯାଇଛି।  ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ଜନ ସ୍ବାସ୍ଥ୍ୟ ଅଧିକାରୀ ଡ଼ ସୁଭାଷ ଚନ୍ଦ୍ର ନାୟକ ଓ ଅତିରିକ୍ତ ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀ […]

Read More Text.
Img 20251025 wa0160

ନିର୍ଦ୍ଧିଷ୍ଟ ଶିକ୍ଷଣ ଅସମର୍ଥତା (ଡିସ୍ଲେକ୍ସିଆ) ସଚେତନତା ଦିବସ – ୨୦୨୫

ବାରିପଦା :ସମଗ୍ର ଶିକ୍ଷା ମୟୂରଭଞ୍ଜ ତରଫରୁ ମୟୂରଭଞ୍ଜ ଆଥଲେଟିକ କନଫରେନ୍ସ ହଲ,ବାରିପଦାଠାରେ ନିର୍ଦ୍ଧିଷ୍ଟ ଶିକ୍ଷଣ ଅସମର୍ଥତା (ଡିସ୍ଲେକ୍ସିଆ) ସଚେତନତା ଦିବସ–୨୦୨୫ ଉପଲକ୍ଷେ ବିଶେଷ କାର୍ଯ୍ୟକ୍ରମ ପାଳନ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ବାରିପଦା ମୁନିସିପାଲିଟି ଅଧୀନ ୧୩ଟି ଉଚ୍ଚ ବିଦ୍ୟାଳୟରୁ ୮୦ ଜଣ ଛାତ୍ରଛାତ୍ରୀ ସହ ପ୍ରତି ବିଦ୍ୟାଳୟରୁ ଜଣେ ଗାଇଡି ଶିକ୍ଷକ, ଜିଲ୍ଲାର ପ୍ରତି ବ୍ଲକରୁ ୨ ଜଣ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ, ସମସ୍ତ ଅନ୍ତର୍ନିବେଶି ସାଧନ କର୍ମୀ ଏବଂ ଭିନ୍ନକ୍ଷମ ମାନଙ୍କ ପାଇଁ କାର୍ଯ୍ୟ […]

Read More Text.

ସରକାରୀ ଜମି ବେଆଇନ କବଜା ଉଦ୍ୟମ, କୋର୍ଟ ରେ ଅଗ୍ରାହ୍ୟ

ବାରିପଦା : ଦ୍ୱିତୀୟ ଅତିରିକ୍ତ ବରିଷ୍ଠ ଦେୱାନୀ ବିଚାରପତି, ବାରିପଦା ଡ଼ ନିଶାକର ସାହୁ ଉକ୍ତ ଦେୱାନୀ ମକଦ୍ଦମାରେ ଗୁରୁତ୍ୱପୂର୍ଣ ରାୟ ଦେଇଛନ୍ତି। ପ୍ରକାଶ ଥାଉକି ସରକାରୀ ଜମି ବେଆଇନ କବଜା ଉଦ୍ୟମ ନେଇ ବାଦୀ ବୃନ୍ଦାରାଣୀ ମିଶ୍ର ସ୍ୱାମୀ:ସ୍ବର୍ଗତ ପ୍ରୋମଥ ନାଥ ମିଶ୍ର, ବାରିପଦା ମାଲିକାନା ସତ୍ତ୍ୱ ଓ ଦଖଲ ପାଇବା ପାଇଁ ଅତିରିକ୍ତ ବରିଷ୍ଠ ସିଭିଲ ଜଜ ବାରିପଦା ଙ୍କ କୋର୍ଟ ରେ ଏକ ସିଭିଲ କେଶ ନଂ ୪୯/୨୭/୨୦୧୫/୨୦୨୦ ସରକାରଙ୍କ ବିରୁଦ୍ଧରେ ମକଦ୍ଦମା […]

Read More Text.
Img 20251025 wa0190

ଆଞ୍ଚଳିକ ସାଧନ କେନ୍ଦ୍ର ସ୍ତରୀୟ ‘ସୁରଭି’ ଅନୁଷ୍ଠିତ 

ବାରିପଦା: ବାରିପଦା ମୁନିସିପାଲିଟି ଅନ୍ତର୍ଗତ ୧୫ନଂ ୱାର୍ଡ ସ୍ଥିତ ପୂର୍ଣ୍ଣଚନ୍ଦ୍ରପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ପି ସି ପୁର ଆଞ୍ଚଳିକ ସାଧନ କେନ୍ଦ୍ର ସ୍ତରୀୟ ଶିଶୁ ମହୋତ୍ସବ “ସୁରଭି” ଅନୁଷ୍ଠିତ ହୋଇଯାଇଛି I ଏହି କାର୍ଯ୍ୟକ୍ରମରେ ପ୍ରାଥମିକ, ଉଚ୍ଚ ପ୍ରାଥମିକ, ଉଚ୍ଚ ଓ ଉଚ୍ଚ ମାଧ୍ୟମିକ ସମେତ ମୋଟ ୧୨ ଟି ବିଦ୍ୟାଳୟର ପ୍ରାୟ ୨୫୦ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ I ସେମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା କରାଯାଇ ବିଭିନ୍ନ ବିଭାଗରୁ ମୋଟ ୧୮ […]

Read More Text.
Dhaka 2025 10 25 21 16 20

ଢାକାରେ ପାକିସ୍ତାନର ନଂ୨ ସେନା ଅଧିକାରୀ, ସତର୍କ ହେଲା ଭାରତ

ଢାକା : ପ୍ରଥମେ ଅପରେସନ ସିନ୍ଦୁର)ରେ ପରାଜୟ, ନିକଟରେ ଆଫଗାନିସ୍ତାନଠାରୁ କଡ଼ା ମୁକାବିଲାର ସମ୍ମୁଖୀନ ହେବା ପରେ ରକ୍ତମୁଖା ହୋଇଯାଇଛି ପାକିସ୍ତାନ ଭାରତକୁ ପାନେ ଦେବାକୁ ବାଂଲାଦେଶ  ସହ ମିଶି ଷଡ଼ଯନ୍ତ୍ର କରିବା ଆରମ୍ଭ କରିଛି । ପାକିସ୍ତାନୀ ସେନାର ଜଣେ ଶୀର୍ଷ କମାଣ୍ଡର ଏବେ ବାଂଲାଦେଶ ଗସ୍ତରେ ଅଛନ୍ତି । ଏହି ଗସ୍ତ ଅବସରରେ ସେ ବାଂଲାଦେଶର ବରିଷ୍ଠ ସେନା ଅଧିକାରୀମାନଙ୍କ ସହ ସାକ୍ଷାତ କରିଛନ୍ତି । ଚିନ୍ତାଜନକ ବିଷୟ ହେଉଛି ସେ ଭାରତର ସମ୍ବେଦନଶୀଳ […]

Read More Text.
Nirmala sitharaman 2025 10 25 18 07 13

୩ ଦିନରେ ଜିଏସଟି ପଂଜୀକରଣ ମଂଜୁରୀ ମିଳିବ

ନୂଆଦିଲ୍ଲୀ : ଜିଏସଟି (GST Reform) ହାରକୁ ସରଳ କରିବା ପରେ ଏବେ ସରକାର ଜିଏସଟି ପଂଜୀକରଣ ପ୍ରକ୍ରିୟାକୁ ସରଳ କରିବାକୁ ଯାଉଛନ୍ତି। ନଭେମ୍ବର ୧ରୁ ମାତ୍ର ତିନିଦିନରେ ଜିଏସଟି ପଂଜୀକରଣର ମଂଜୁରୀ ମିଳିପାରିବ । ଏ ନେଇ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସୂଚନା ଦେଇଛନ୍ତି । କେନ୍ଦ୍ର ସରକାର ୧ ନଭେମ୍ବର, ୨୦୨୫ ରୁ GST (ଦ୍ରବ୍ୟ ଏବଂ ସେବା କର) ପାଇଁ ଏକ ନୂତନ ଏବଂ ସରଳୀକୃତ ପଞ୍ଜୀକରଣ ବ୍ୟବସ୍ଥା ଆରମ୍ଭ କରିବାକୁ ଯାଉଛନ୍ତି। […]

Read More Text.