Images (2)

ମେଟ୍ରୋରେ ବୁଲି ଯାତ୍ରୀଙ୍କ ସମସ୍ୟା ବୁଝିଲେ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା

ନୂଆଦିଲ୍ଲୀ: ଆଜି ଦିଲ୍ଲୀ ମେଟ୍ରୋରେ ବୁଲି ଯାତ୍ରୀଙ୍କ ସମସ୍ୟା ବୁଝିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା । ଅଟଳ କ୍ୟାଣ୍ଟିନ୍ ର ଉଦଘାଟନ ପରେ ମେଟ୍ରୋରେ ବୋଲିଥିଲେ ଶ୍ରୀମତୀ ଗୁପ୍ତା ।ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ଆଜି ଦିଲ୍ଲୀ ମେଟ୍ରୋରେ ଯାତ୍ରା କରି ଯାତ୍ରୀମାନଙ୍କ ସହ ଆଲୋଚନା କରି ସେମାନଙ୍କ ସମସ୍ୟା ବୁଝିଥିଲେ । ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମବାର୍ଷିକୀ ଅବସରରେ ଦିଲ୍ଲୀରେ “ଅଟଳ କ୍ୟାଣ୍ଟିନ୍” ଉଦଘାଟନ କରିଥିଲେ ଶ୍ରୀମତୀ ଗୁପ୍ତା । […]

Read More Text.
Web file item 33eb 25 12 2025 12 46 23 1068x601

୧୭ ବର୍ଷ ପରେ ବାଂଲାଦେଶ ଫେରିଲେ ତାରିକ ରେହମାନ; ଫେବୃଆରୀରେ ନିର୍ବାଚନରେ ହେବେ ସାମିଲ !

ବାଂଲାଦେଶ: ବାଂଲାଦେଶର ପୂର୍ବତନ ରାଷ୍ଟ୍ରପତି ଜିଆଉର ରେହମାନ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲେଦା ଜିଆଙ୍କ ବଡ଼ ପୁଅ ତାରିକ ରେହମାନ ପ୍ରାୟ ୧୭ବର୍ଷ ବିଦେଶରେ ରହିବା ପରେ ନିଜ ଦେଶକୁ ଫେରିଛନ୍ତି । ଶତାଧିକ ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି (ବିଏନପି) ସମର୍ଥକ ଢାକା ବିମାନବନ୍ଦରରେ ରେହମାନ ଏବଂ ତାଙ୍କ ପରିବାରକୁ ସ୍ୱାଗତ କରିଥିଲେ । ରେହମାନ ବିଏନପିର କାର୍ଯ୍ୟକାରୀ ଅଧ୍ୟକ୍ଷ ଅଛନ୍ତି । ଫେବୃଆରୀରେ ହେବାକୁ ଥିବା ନିର୍ବାଚନରେ ଅଂଶଗ୍ରହଣ ହେବେ ବୋଲି ଆଶା କରାଯାଉଛି । […]

Read More Text.
Army

ସୋସିଆଲ ମିଡିଆ ବ୍ୟବହାର କରିବାକୁ ଯବାନଙ୍କୁ ଅନୁମତି ଦେଲା ପ୍ରତିରକ୍ଷା ମନ୍ତ୍ରଣାଳୟ

ନୂଆଦିଲ୍ଲୀ: ୨୦୨୬ ନୂତନ ବର୍ଷ ଭାରତୀୟ ସେନା ପାଇଁ ଖୁସି ଖବର ନେଇ ଆସୁଛି। ସୁରକ୍ଷା କାରଣରୁ ସାମାଜିକ ଜଗତରୁ ଦୂରରେ ଥିବା ଦେଶସେବା କରୁଥିବା ସୈନିକମାନେ ଏବେ ସାମାଜିକ ରହିପାରିବେ। ପ୍ରତିରକ୍ଷା ମନ୍ତ୍ରଣାଳୟ ସେନା ସୈନିକମାନଙ୍କୁ ସୋସିଆଲ ମିଡିଆ ପ୍ଲାଟଫର୍ମ ବ୍ୟବହାର କରିବାକୁ ଅନୁମତି ଦେଇଛି। ଗଲୱାନ ଉପତ୍ୟକାରେ ବିବାଦ ପରେ ସୈନିକମାନଙ୍କ ପାଇଁ ସୋସିଆଲ ମିଡିଆକୁ ନିଷେଧ କରାଯାଇଥିଲା। ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଜାତୀୟ ଗଣମାଧ୍ୟମକୁ ଦିଆଯାଇଥିବା ଏକ ସୂଚନା ଅନୁଯାୟୀ, ଏବେ ସୈନିକ […]

Read More Text.

ବିକ୍ରି ହେଲା ପାକିସ୍ତାନ ଅନ୍ତର୍ଜାତୀୟ ଏୟାରଲାଇନ୍ସ

ଇସଲାମାବାଦ : ପାକିସ୍ତାନର ସରକାରୀ ଏୟାରଲାଇନ୍ସ କମ୍ପାନୀ ପାକିସ୍ତାନ ଅନ୍ତର୍ଜାତୀୟ ଏୟାରଲାଇନ୍ସ(ପିଆଇଏ) ବିକ୍ରି ହୋଇଛି। ଆରିଫ୍ ହବିବ ଗ୍ରୁପ୍ ଏହାକୁ ୧୩୫ ଅରବ ପାକିସ୍ତାନୀ ମୁଦ୍ରା(୪୩୦୦ କୋଟି ଭାରତୀୟ ମୁଦ୍ରା)ରେ କ୍ରୟ କରିଛି। ଲଗାତାର କ୍ଷତି ସହିବା ପରେ ପାକିସ୍ତାନ ଏହାକୁ ବିକିବାକୁ ବାଧ୍ୟ ହୋଇଛି। ରାଜଧାନୀ ଇସଲାମାବାଦରେ ଆୟୋଜିତ ଘରୋଇକରଣ କାର୍ଯ୍ୟକ୍ରମରେ ଆରିଫ୍ ହବିବ ଗ୍ରୁପ୍, ଲକି ସିମେଣ୍ଟ ଓ ଏୟାରବ୍ଲୁ ନିଜ ନିଜ ବିଡ୍ ଜମା କରିଥିଲେ। ନିର୍ଦ୍ଧାରିତ ନିୟମ ଅନୁସାରେ ଅଧିକ ଦାମ୍ […]

Read More Text.
Pakistan airspace ban 172538938 16x9 1

୩ ନୂଆ ଏୟାରଲାଇନ୍ସକୁ ମିଳିଲା ଅନୁମତି

ନୂଆଦିଲ୍ଲୀ : ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଦେଶରେ ଚଳାଚଳ କରିବାକୁ ପ୍ରସ୍ତୁତ ହେଉଥିବା ୩ ଏୟାରଲାଇନ୍ସକୁ ଅନୁମତି ପ୍ରଦାନ କରିଛନ୍ତି। ଶଙ୍ଖ ଏୟାର, ଅଲ ହିନ୍ଦ ଏୟାର ଓ ଫ୍ଲାଇଏକ୍ସପ୍ରେସକୁ ମଞ୍ଜୁରୀ ମିଳିଛି। ଏହା ଦ୍ବାରା ଯାତ୍ରୀଙ୍କ ପାଖରେ ବିକଳ୍ପ ବଢିବା ସହିତ ବିମାନ ସେବାରେ ପ୍ରତିଦ୍ବନ୍ଦ୍ବିତା ମଧ୍ୟ ସୃଷ୍ଟି ହେବ। ଗତ ସପ୍ତାହରେ ବିମାନ ଚଳାଚଳ ମନ୍ତ୍ରୀ ରାମ ମୋହନ ନାଇଡୁ ଏହି ୩ ଏୟାରଲାଇନ୍ସ ଦଳ ସହ ସାକ୍ଷାତ କରିଥିଲେ। ଶଙ୍ଖ ଏୟାରକୁ […]

Read More Text.
Pm modi 1

କ୍ୟାଥଡ୍ରାଲ୍ ଚର୍ଚ୍ଚରେ ପହଞ୍ଚି ସମସ୍ତଙ୍କୁ ଖ୍ରୀଷ୍ଟମାସର ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଆଜି ସକାଳେ ଖ୍ରୀଷ୍ଟମାସ ଅବସରରେ ଦିଲ୍ଲୀର କ୍ୟାଥଡ୍ରାଲ୍ ଚର୍ଚ୍ଚ ଅଫ୍ ଦି ରିଡେମ୍ପସନରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେଠାରେ ପହଞ୍ଚି ଖ୍ରୀଷ୍ଟିଆନ୍ ସମ୍ପ୍ରଦାୟର ପ୍ରାର୍ଥନା ସଭାରେ ଯୋଗ ଦେଇଛନ୍ତି । ଯାହାକୁ ମୋଦି ତାଙ୍କ Xରେ ପୋଷ୍ଟ କରିଛନ୍ତି । ଏହି ପ୍ରାର୍ଥନାରେ ଦିଲ୍ଲୀର ବିଶପ୍ ରେଭ. ଡକ୍ଟର ପଲ ସ୍ୱରୂପ ମୋଦିଙ୍କ ପାଇଁ ବିଶେଷ ପ୍ରାର୍ଥନା କରିଥିଲେ । ଏହି ପ୍ରାର୍ଥନା ସଭା ପ୍ରେମ, ଶନ୍ତି ଏବଂ କରୁଣାର ଶାଶ୍ବତ ସନ୍ଦେଶକୁ […]

Read More Text.
Image 2025 12 25t152109.931

ବାୟୁ ପ୍ରଦୂଷଣ: ଦିଲ୍ଲୀକୁ ପଛରେ ପକାଇଲା ଓଡିଶାର ୩ ସହର…

ଭୁବନେଶ୍ବର: ଭାରତର ରାଜଧାନୀ ଦିଲ୍ଲୀକୁ ବି ପଛରେ ପକାଇଦେଲା ଓଡ଼ିଶାର ବାୟୁ ପ୍ରଦୂଷଣ । ଓଡ଼ିଶାର କିଛି ସହରର ପ୍ରଦୂଷଣ ସ୍ତର ପୂର୍ବାହ୍ନ ୧୧ଟା ସୁଦ୍ଧା ଏତେ ମାତ୍ରାରେ ରହିଛି ଯେ, ଯାହା ଦିଲ୍ଲୀକୁ ବି ଟପିଯାଇଛି । ବାୟୁ ମାନ ସୂଚକାଙ୍କ (AQI) ରିପୋର୍ଟ ଅନୁଯାୟୀ, ଦେଶର ୫ଟି ସବୁଠାରୁ ପ୍ରଦୂଷିତ ସହର ମଧ୍ୟରେ ଓଡ଼ିଶାର ୩ଟି ସହର ସ୍ଥାନ ପାଇଛନ୍ତି । ଓଡ଼ିଶାର ବାଲେଶ୍ଵର ଆଜି ଦେଶର ସବୁଠାରୁ ଅଧିକ ପ୍ରଦୂଷିତ ସହର ଭାବେ […]

Read More Text.
Images

ଚଢ଼ିଗଲା ଟ୍ରାକ୍ଟର: ଶିଶୁ ମୃତ, ମାଆ ଗୁରୁତର

ଅନୁଗୋଳ: ମୃତ୍ୟୁ ଏମିତି ବି ଆସେ । ଟ୍ରାକ୍ଟର ଧକ୍କାରେ ଶିଶୁ ମୃତ, ମାଆ ଗୁରୁତର। ଅନୁଗୋଳ ଜିଲ୍ଲା କିଶୋର ନଗର ଥାନା କରମକଟା ଗାଁରେ ଅଘଟଣ। ଗାଁ ଦାଣ୍ଡର ଡ୍ରେନ କଡ଼ରେ ବସିଥିଲେ ମାଆ ଓ ପୁଅ । ଖରା ପାଉଥିବା ବେଳେ ତାଙ୍କ ଉପରକୁ ମାଡ଼ିଗଲା ଟ୍ରାକ୍ଟର। ଘଟଣା ସ୍ଥଳରେ ୪ ବର୍ଷର ଶିଶୁ ପୁତ୍ର ଶ୍ରୀରାମ ଦେହୁରୀଙ୍କ ମୃତ୍ୟୁ ହୋଇଛି। ମାଆଙ୍କୁ ଗୁରୁତର ଅବସ୍ଥାରେ ଅନୁଗୋଳ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଆଜି ସକାଳୁ […]

Read More Text.
Images (1)

ବନ୍ଧା ହେଲେ ସମ୍ବଲପୁର ସେଟଲମେଣ୍ଟ ଅଫିସର ବରିଷ୍ଠ ରାଜସ୍ବ ସହାୟକ

ଭୁବନେଶ୍ୱର : ସମ୍ବଲପୁର ସେଟଲମେଣ୍ଟ ଅଫିସର ବରିଷ୍ଠ ରାଜସ୍ବ ସହାୟକ ଗିରଫ । ଆୟ ବହିର୍ଭୂତ ସଂପତ୍ତି ଠୁଳ ମାମଲାରେ ବାସୁଦେବ ଭୋଇଙ୍କୁ ବାନ୍ଧିଲା ଭିଜିଲାନ୍ସ । ତାଙ୍କର ବରଗଡ଼ ସହରରେ ଏକ ବହୁତଳ କୋଠା, ସମ୍ବଲପୁର ସହରରେ ଗୋଟିଏ ବିଲଡିଂ ରହିଛି । ସେହିପରି ୧୬ଟି ମୂଲ୍ୟବାନ ପ୍ଲଟ ଠାବ ହୋଇଥିଲା । ବାସୁଦେବ ଭୋିଙ୍କ ଗୋଟିଏ କାର ମଧ୍ୟ ରହିଛି । ତେବେ ଆୟଠୁ ଅଧିକ ସଂପତ୍ତି ଠୁଳ କରିବା ସଂପର୍କରେ ବାସୁଦେବ ଭୋଇ ଭିଜିଲାନସକୁ […]

Read More Text.

ଏନକାଉଣ୍ଟର, ମାଓ ନେତା ଗଣେଶ ଉଇକେ ସମେତ ୪ ମୃତ

କନ୍ଧମାଳ: କନ୍ଧମାଳ ସୀମାରେ ବଡ଼ ଧରଣର ଏନକାଉଣ୍ଟର । ସୁରକ୍ଷାକର୍ମୀଙ୍କ ୨୩ ଟିମ୍ ର ଯୁଗ୍ମ ଅପରେସନରେ ଥରିଲା ମାଓଗଡ଼ । ଟପ୍ ମାଓ ନେତା ଗଣେଶ ଉଇକେ ସମେତ ୪ ମୃତ। ମାଓବାଦୀଙ୍କ କେନ୍ଦ୍ରୀୟ କମିଟି ସଦସ୍ୟ ଏବଂ ଓଡ଼ିଶାରେ ମାଓ ସଂଗଠନ ମୁଖ୍ୟ ଗଣେଶ । ୬୯ ବର୍ଷୀୟ ଗଣେଶଙ୍କ ଘର ତେଲେଙ୍ଗାନାର ନଲଗୋଣ୍ଡା ଜିଲ୍ଲାରେ । ଗଣେଶ ନାଁରେ ଥିଲା ୧.୧ କୋଟି ଟଙ୍କାର ପୁରସ୍କାର । ମୃତ ମାଓବାଦୀଙ୍କ ମଧ୍ୟରେ ୨ ପୁରୁଷ […]

Read More Text.