ସୁପ୍ରିମକୋର୍ଟରେ ବିଚାରପତିଙ୍କ ସଂଖ୍ୟା ୩୩ରୁ ୩୭କୁ ବୃଦ୍ଧି କରିବା ପାଇଁ ପ୍ରସ୍ତାବ ଅନୁମୋଦିତ

ନୂଆଦିଲ୍ଲୀ : ସୁପ୍ରିମକୋର୍ଟରେ ବଢ଼ିବେ ବିଚାରପତି । କେନ୍ଦ୍ର କ୍ୟାବିନେଟର ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ସୁପ୍ରିମକୋର୍ଟର କ୍ଷମତା ବୃଦ୍ଧି କରିବା ପାଇଁ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି । ପ୍ରଧାନ ବିଚାରପତିଙ୍କୁ ବାଦ ଦେଇ ବିଚାରପତିଙ୍କ ସଂଖ୍ୟା ୩୩ରୁ ୩୭କୁ ବୃଦ୍ଧି କରିବା ପାଇଁ ପ୍ରସ୍ତାବ ଅନୁମୋଦିତ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ନିଷ୍ପତ୍ତି ହୋଇଛି । ଏହି ନିଷ୍ପତ୍ତି ପରେ ସୁପ୍ରିମକୋର୍ଟରେ ପ୍ରଧାନ ବିଚାରପତିଙ୍କ ସମେତ […]

Read More Text.

ବସନ୍ତ ଭିଲ୍ଲା ଆପାର୍ଟମେଣ୍ଟରେ ଅଗ୍ନିକାଣ୍ଡ, ୩ ଜୀବନ୍ତ ଦଗ୍ଧ

ଭୁବନେଶ୍ୱର : ଆପାର୍ଟମେଣ୍ଟରେ ଭୟାବହ ଅଗ୍ନିକାଣ୍ଡ । ୩ଜଣ ଜୀବନ୍ତ ଦଗ୍ଧ ହୋଇଛନ୍ତି । ଭୁବନେଶ୍ବର ଲକ୍ଷ୍ମୀସାଗର ଥାନା ବସନ୍ତ ଭିଲ୍ଲା ଆପାର୍ଟମେଣ୍ଟର ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଭୋର ୪ଟା ୩୦ରେ ଆପାର୍ଟମେଣ୍ଟର ତଳ ମହଲାରେ ନିଆଁ ଲାଗିଥିଲା । ପରେ ଦ୍ରୁତ ଗତିରେ ବ୍ୟାପିଯାଇଥିଲା । ତୃତୀୟ ମହଲା ପର୍ଯ୍ୟନ୍ତ ବ୍ୟାପିଯାଇଥିଲା ନିଆଁ ।  ଅନିଶ୍ବାସୀ ହୋଇଯାଇଥିଲେ ଆପାର୍ଟମେଣ୍ଟ ବାସିନ୍ଦା । ଯେତେବେଳେ ଅଗ୍ନିଶମ ବିଭାଗୀୟ ଅଧିକାରୀ ଆସି ପହଞ୍ଚିଥିଲେ ଦୁଇଜଣ ବାଷ୍ପରୁଦ୍ଧ ହୋଇସାରିଥିଲେ । […]

Read More Text.

ଆସନ୍ତା ୮ରୁ ଚଳିତ ବର୍ଷର ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ଫର୍ମ ପୂରଣ

କଟକ: ଆସନ୍ତା ୮ ତାରିଖରୁ ଆରମ୍ଭ ହେବ ଚଳିତ ବର୍ଷର ମାଟ୍ରିକ ସପ୍ଲିମେଣ୍ଟାରୀ (ରେଗୁଲାର, ଏକ୍ସ-ରେଗୁଲାର, ପତ୍ର ମାଧ୍ୟମ ରେଗୁଲାର ଓ ଏକ୍ସ-ରେଗୁଲାର) ପରୀକ୍ଷା ପାଇଁ ଫର୍ମ ପୂରଣ । ୧୮ ତାରିଖ ମଧ୍ୟ ରାତ୍ର ସୁଦ୍ଧା ଚାଲିବ ଫର୍ମ ପୂରଣ । ମାଧ୍ୟମିକ ଶିକ୍ଷା ପରିଷଦର ୱେବସାଇଟ www.bseodisha.ac.in ରେ ଫର୍ମ ପୂରଣ ଲିଙ୍କ ଉପଲବ୍ଧ ରହିଛି । ଫର୍ମ ପୂରଣ ସହିତ ଫିସ ଦାଖଲ ଅନଲାଇନରେ ହେବ । ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ […]

Read More Text.

ଅଭିଷେକ ସାହୁ ମୟୂରଭଞ୍ଜ -୨ ର ବିଜେଡି ଯୁବ ସଭାପତି 

ବାରିପଦା : ଆଗକୁ ତ୍ରିସ୍ତରୀୟ ନିର୍ବାଚନ ।ତେଣୁ ବିଜେଡି ତା’ର ସଂଗଠନକୁ ସୁଦୃଢ କରିବା ପାଇଁ ପଦକ୍ଷେପ ନେଉଛି ।ଆଜି ରାଜ୍ୟ ସଭାପତି ନବିନ ପଟ୍ଟନାୟକ ରାଜ୍ୟର ଯୁବ ସଂଗଠନ ତାଲିକାରେ ମୋହର ମାରିଛନ୍ତି ।ମୟୂରଭଂଜ – ୨ ଯୁବ ବିଜେଡ଼ି ସଭାପତି ଭାବେ ଅଭିଷେକ ସାହୁଙ୍କୁ ମନୋନିତ କରିଛନ୍ତି ।ଅଭିଷେକ ସାହୁ ଜଣେ ଟାଣୁଆ ଯୁବ ନେତା ।ଦିର୍ଘବର୍ଷ ଧରି ବିଜେଡ଼ି ଯେତେବେଳେ ଯାହା ଦାୟିତ୍ଵ ଦେଇଛି ସେ ନିଷ୍ଠାର ସହ ତୁଲାଇଛନ୍ତି  । ଅଭିଷେକ […]

Read More Text.

 ମୁକ୍ତ  ଅଲଚିକି ଲିପି ଶିକ୍ଷା ଶୁଭାରମ୍ଭ

ବାରିପଦା  : ଶହୀଦ ନୁଦୁରାମ ମେମୋରିଆଲ ଟ୍ରଷ୍ଟ ଏବଂ ଅଲ୍ ଇତୁନ ଆଶ୍ରା ଆନୁକୁଲ୍ୟରେ ଟ୍ରଷ୍ଟର ଅଧ୍ୟକ୍ଷ ସମାଜସେବୀ ମନୋଞ୍ଜନ ହାଁସଦାଃ ଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଆଦିବାସୀ ସାନ୍ତାଳୀ ଲିପି ‘ ଅଲଚିକି’ ଭାଷା ର ମୁକ୍ତ ଶିକ୍ଷାର  ଗ୍ରୀଷ୍ମାଵକାସର  ଶୁଭାରମ୍ଭ ହୋଇଅଛି  ।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପଦ୍ମଶ୍ରୀ ଚରଣ ହେମ୍ବ୍ରମ , ଟ୍ରଷ୍ଟ ଅଧ୍ୟକ୍ଷ ମନୋରଞ୍ଜନ ହାଁସଦାଃ, ମୋଚିରାମ ମାଝୀ, ପ୍ରାକ୍ତନ କଂଗ୍ରେସ ଵିଧାୟକ ଲକ୍ଷ୍ମଣ ମାଝୀ, ପଣ୍ଡିତ ରଘୁନାଥ ମୁର୍ମୁ ଅଧ୍ୟକ୍ଷା ସଲମା ଟୁଡୁ,ସେବା […]

Read More Text.

୧୧ରେ ରାଇରଙ୍ଗପୁରରେ ଅନୁଷ୍ଠିତ ହେବ ଯୁଗ୍ମ ଜନ ଅଭିଯୋଗ ଶୁଣାଣି 

ବାରିପଦା : ଜିଲ୍ଲା କାର୍ଯ୍ୟାଳୟର ନିର୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଚଳିତ ମଇ ମାସ ଦ୍ଵିତୀୟ ସୋମବାର ତା ୧୧-୦୫-୨୦୨୬ ରିଖ ରାଇରଙ୍ଗପୁର ସ୍ଥିତ ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ଠାରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ସକାଳ ୭ ଘଟିକା ସମୟରେ ଆରମ୍ଭ ହୋଇ ଜନସାଧାରଣଙ୍କ ଆପତ୍ତି /ଅଭିଯୋଗ ଗୁଡିକର ଶୁଣାଣି କରାଯିବ। ଜିଲ୍ଲା ପ୍ରଶାସନ ପକ୍ଷରୁ ଅନୁଷ୍ଠିତ ହେବାକୁ ଥିବା ଉକ୍ତ ଜନ ଅଭିଯୋଗ ଶୁଣାଣି ଶିବିରରେ  ବାମନଘାଟୀ ଉପଖଣ୍ଡର ସମସ୍ତ ଉପଖଣ୍ଡ ସ୍ତରୀୟ ଅଧିକାରୀ, […]

Read More Text.

ମୁଁ ଇସ୍ତଫା ଦେବିନି’, ‘ଇଣ୍ଡିଆ’ ମେଣ୍ଟକୁ ଶକ୍ତିଶାଳୀ କରିବି : ମମତା ବାନାର୍ଜୀ

ପଶ୍ଚିମବଙ୍ଗ : ପଶ୍ଚିମବଙ୍ଗରେ ଟିଏମସିର ପରାଜୟ ପରେ ମମତାଙ୍କ ବଡ଼ ଘୋଷଣା । ମମତା ବାନାର୍ଜୀ ନିର୍ବାଚନ ଆୟୋଗକୁ ମୁଖ୍ୟ ଖଳନାୟକ ବୋଲି କହିଛନ୍ତି । ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ପରାଜୟ ସତ୍ତ୍ୱେ ପଦ ତ୍ୟାଗ କରିବେ ନାହିଁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ମମତା କହିଛନ୍ତି, ମୁଁ ଇସ୍ତଫା ଦେବି ନାହିଁ, ମୁଁ ହାରିନାହିଁ, ମୁଁ ରାଜଭବନ ଯିବି ନାହିଁ । ଏବେ ବି କହୁଛି ଯେ, ଆମେ ନିର୍ବାଚନ ହାରିନାହୁଁ । ଏହା […]

Read More Text.

ବାଣ କାରଖାନାରେ ବିସ୍ଫୋରଣ: ୨୧ ମୃତ, ୬୧ ଆହତ 

ନୂଆଦିଲ୍ଲୀ: ଚୀନରୁ ଆସିଛି ବଡ଼ ଖବର । ଆଜି ଚୀନର ହୁନାନ୍ ପ୍ରଦେଶର ଲିୟୁୟାଙ୍ଗ ସହରରେ ଥିବା ଏକ ବାଣ ତିଆରି କାରଖାନାରେ ବିସ୍ଫୋରଣ ଘଟିଛି । ଏହି ଦୁର୍ଘଟଣାରେ ୨୧ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟ ୬୧ ଜଣ ଆହତ ହୋଇଥିବା ଜଣାପଡ଼ିଛି । ବର୍ତ୍ତମାନ ଘଟଣାସ୍ଥଳରେ ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟ ଚାଲିଛି । ଘଟଣାସ୍ଥଳରେ ୫୦୦ ଉଦ୍ଧାରକାରୀ ଅଛନ୍ତି। ବିସ୍ଫୋରଣର କାରଣ ତଦନ୍ତ କରାଯାଉଛି । ଏକ ରିପୋର୍ଟ ଅନୁଯାୟୀ, ସୋମବାର ସନ୍ଧ୍ୟା ସମୟରେ […]

Read More Text.

ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପଶ୍ଚିମବଙ୍ଗ ପାଇଁ କେନ୍ଦ୍ରୀୟ ସହ-ପର୍ଯ୍ୟବେକ୍ଷକ ନିଯୁକ୍ତ

ଭୁବନେଶ୍ୱର : ଏକ ରାଜନୈତିକ ଘଟଣାକ୍ରମେ, ଭାରତୀୟ ଜନତା ପାର୍ଟି (ବିଜେପି) ମଙ୍ଗଳବାର ଦିନ ପଶ୍ଚିମ ବଙ୍ଗରେ ଦଳର ବିଧାୟକ ଦଳ ନେତାଙ୍କ ନିର୍ବାଚନ ପାଇଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସହ-ପର୍ଯ୍ୟବେକ୍ଷକ ଭାବରେ ନିଯୁକ୍ତ କରିଛି ଯାହା ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ଏବଂ ସରକାର ଗଠନ ପାଇଁ ପଥ ପ୍ରଶସ୍ତ କରିଛି । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଭାବରେ ନିଯୁକ୍ତ କରାଯାଇଛି । ବିଜେପି ଜାତୀୟ ସାଧାରଣ ସମ୍ପାଦକ ଅରୁଣ ସିଂହଙ୍କ ଦ୍ୱାରା […]

Read More Text.

ଓଡ଼ିଶାକୁ ମିଳିଲା ନୂଆ ‘ରାୟଗଡ଼ା ରେଳ ଡିଭିଜନ, ଜୁନ୍ ୧ରୁ ବଦଳିବ ରେଳ ମାନଚିତ୍ର

ରାୟଗଡ଼ା:  ବିଶାଖାପାଟଣାରେ ନୂଆ ‘ଦକ୍ଷିଣ ଉପକୂଳ ରେଳ ଜୋନ୍ । ଓଡ଼ିଶାକୁ ମିଳିଲା ନୂଆ ‘ରାୟଗଡ଼ା ରେଳ ଡିଭିଜନ’ । କେନ୍ଦ୍ର ରେଳ ମନ୍ତ୍ରଣାଳୟ ପକ୍ଷରୁ ‘ଦକ୍ଷିଣ ଉପକୂଳ ରେଳ ଜୋନ୍’ ଗଠନ ନେଇ ଆନୁଷ୍ଠାନିକ ଘୋଷଣା କରାଯାଇଛି । ଆନ୍ଧ୍ରପ୍ରଦେଶର ବିଶାଖାପାଟଣା ଏହି ନୂଆ ଜୋନ୍ ର ମୁଖ୍ୟାଳୟ ହେବ । ଆସନ୍ତା ଜୁନ୍ ୧ରୁ ଏହି ନୂତନ ବ୍ୟବସ୍ଥା କାର୍ଯ୍ୟକାରୀ ହେବାକୁ ଯାଉଛି । ରେଳବାଇର ଏହି ପୁନର୍ଗଠନ ପ୍ରକ୍ରିୟାରେ ଓଡ଼ିଶାକୁ ଏକ ନୂଆ ରେଳ […]

Read More Text.