ନିର୍ବାଚନ ପରବର୍ତ୍ତୀ ହିଂସା, ଶୁଭେନ୍ଦୁ ଅଧିକାରୀଙ୍କ ପିଏଙ୍କୁ ହତ୍ୟା
ନୂଆଦିଲ୍ଲୀ: ପଶ୍ଚିମବଙ୍ଗରେ ନିର୍ବାଚନୀ ପରବର୍ତ୍ତୀ ହିଂସା ଭୟଙ୍କର ହେବାରେ ଲାଗିଛି । ବିଜେପି ନେତା ତଥା ମୁଖ୍ୟମନ୍ତ୍ରୀ ରେସ୍ ରେ ଆଗରେ ଥିବା ଶୁଭେନ୍ଦୁ ଅଧିକାରୀଙ୍କ ବ୍ୟକ୍ତିଗତ ସହାୟକ (PA)ଙ୍କୁ ଗୁଳି କରି ହତ୍ୟା କରାଯାଇଛି । ତାଙ୍କ ନାଁ ଚନ୍ଦ୍ରନାଥ ରଥ । ତାଙ୍କୁ କୋଲକାତା ନିକଟସ୍ଥ ମଧ୍ୟମଗ୍ରାମରେ ଗୁଳି କରି ହତ୍ୟା କରାଯାଇଛି। ବୁଧବାର ରାତି ପ୍ରାୟ ୧୦ଟା ୨୦ ମିନିଟ ସମୟରେ ଚନ୍ଦ୍ରନାଥ ରଥ ଏକ କାର୍ ରେ ଯାଉଥିବା ବେଳେ କିଛି ଦୁର୍ବୃତ୍ତ […]
Read More Text.