Godabarisha

ରାଜ୍ୟରେ ହେବ ୧୧୮ ଟି ଗୋଦାବରୀଶ ମିଶ୍ର ଆଦର୍ଶ ବିଦ୍ୟାଳୟ, ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ । ପ୍ରଥମ ପର୍ଯ୍ୟାୟରେ ୧୧୮ ଟି ଗୋଦାବରୀଶ ମିଶ୍ର ଆଦର୍ଶ ବିଦ୍ୟାଳୟର ଭିତ୍ତିପ୍ରସ୍ତର । ବାଣପୁରର ବିଶେଷ କାର୍ଯ୍ୟକ୍ରମରେ ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ । ଏଥିପାଇଁ ବାର ହଜାର କୋଟିର ବ୍ୟୟବରାଦ କରାଯାଇଛି । ଭିତ୍ତିପ୍ରସ୍ତର ସ୍ଥାପିତ ପ୍ରତି ସ୍କୁଲ ପାଇଁ ୫ ରୁ ୭ କୋଟି ବ୍ୟୟ ହେବ । ପଞ୍ଚାୟତ ଅଫିସ ପାଖରେ ୫ ଏକର ଗ୍ରୀନ ଫିଲଡରେ ନିର୍ମାଣ ହେବ […]

Read More Text.
Chilika

ଚିଲିକାର ସୁରକ୍ଷା ଓ ବିକାଶ ପାଇଁ ମାଷ୍ଟର ପ୍ଲାନ୍ ପ୍ରସ୍ତୁତ କଲା IIT ମାଡ୍ରାସ

ଚିଲିକା : ବଦଳିବ ଚିଲିକାର ରୂପ । ମୁହାଣ ଖୋଲିବ, ବଢ଼ିବ ମାଛ ସଂଖ୍ୟା । ମାଷ୍ଟର ପ୍ଲାନ୍ ପ୍ରସ୍ତୁତ କଲା IIT ମାଡ୍ରାସ । ଓଡ଼ିଶାର ଗର୍ବ ଚିଲିକା ହ୍ରଦର ସୁରକ୍ଷା ଓ ବିକାଶ ପାଇଁ ଏକ ବଡ଼ ଯୋଜନା ପ୍ରସ୍ତୁତ ହୋଇଛି । IIT ମାଡ୍ରାସ ସହାୟତାରେ ଏହି ନୂଆ ପ୍ରକଳ୍ପ ରିପୋର୍ଟ ପ୍ରସ୍ତୁତ କରାଯାଇଛି । ଯାହାର ମୂଲ୍ୟ ପ୍ରାୟ ୧୫୦୦ ରୁ ୨ ହଜାର କୋଟି ଟଙ୍କା ବୋଲି ଆକଳନ କରାଯାଉଛି । […]

Read More Text.
Anugul 1

ଦୁଇ ଦିନ ପରେ ମିଳିଲା ନିଖୋଜ ମହିଳାଙ୍କ ମୃତଦେହ

ଅନୁଗୁଳ : ପାଲଲହଡ଼ାରେ ନିର୍ମମ ହତ୍ୟା । ନିଖୋଜ ମହିଳାଙ୍କ ମୃତଦେହ ଉଦ୍ଧାର । ଅନୁଗୁଳ ପାଲଲହଡା ସୁସଭନାଳୀ ଗାଁ ରୁ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି । କେହି ଦୁର୍ବୃତ୍ତ ପଥରରେ ଛେଚିବା ପରେ ମାରାଣାସ୍ତ୍ରରେ ହତ୍ୟା କରିଥିବା ଅଭିଯୋଗ ହୋଇଛି । ମୃତକ ଜନ ମୁଣ୍ଡା । ଦୁଇ ଦିନ ହେବ ସେ ନିଖୋଜ ଥିବା ପରିବାରଲୋକ ଅଭିଯୋଗ କରିଛନ୍ତି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ତଦନ୍ତ କରୁଛି । କିଏ […]

Read More Text.
Screenshot 2026 01 07 122829 e1767769147759

୨ ଘଣ୍ଟା ଓପିଡି ବନ୍ଦ କରି ଆନ୍ଦୋଳନ ଜାରି ରଖିଛି ଡାକ୍ତର ସଂଘ, ରୋଗୀ ସେବା ପ୍ରଭାବିତ

ଭୁବନେଶ୍ବର: ଓଡ଼ିଶା ଅତ୍ୟାବଶ୍ୟକ ସେବା (ରକ୍ଷଣାବେକ୍ଷଣ) ଆଇନ, ୧୯୮୮ (ଏସମା) ଅନୁଯାୟୀ ଡାକ୍ତରଙ୍କ ଧର୍ମଘଟକୁ ନିଷେଧ କରାଯିବା ପରେ ମଧ୍ୟ ଜିଦରେ ଅଟଳ ଡାକ୍ତର ସଂଘ। ସରକାରୀ ଡାକ୍ତରମାନେ ବୁଧବାର ଦୁଇ ଘଣ୍ଟା ପାଇଁ ଓପିଡି ସେବାକୁ ସ୍ଥଗିତ ରଖି ସେମାନଙ୍କର ଆନ୍ଦୋଳନ ଜାରି ରଖିଛନ୍ତି। ଯାହା ଫଳରେ ରାଜ୍ୟବ୍ୟାପୀ ରୋଗୀ ସେବା ପ୍ରଭାବିତ ହୋଇଛି। ଏସମା ଲାଗୁ ହେବା ସତ୍ତ୍ୱେ ଓଡ଼ିଶା ଡାକ୍ତରୀ ସେବା ସଂଘ (OMSA)ର ସଦସ୍ୟମାନେ ସକାଳ ୯ଟାରୁ ୧୧ଟା ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ […]

Read More Text.
Bhitarkanika national park 750x430 1 1

କୁମ୍ଭୀର ଗଣନା ପାଇଁ ୮ରୁ ୧୦ ତାରିଖ ପର୍ଯ୍ୟନ୍ତ ଭିତରକନିକା ମନା

ପଟ୍ଟାମୁଣ୍ଡାଇ: ଆସନ୍ତାକାଲିଠୁ ପର୍ଯ୍ୟଟକଙ୍କ ପାଇଁ ୩ ଦିନ ଭିତରକନିକା ମନା। କୁମ୍ଭୀର ଗଣନା ପାଇଁ ୮ରୁ ୧୦ ତାରିଖ ପର୍ଯ୍ୟନ୍ତ ୩ ଦିନ ଭିତରକନିକା ବନ୍ଦ ରହିବ। ଭିତରକନିକା ସଂଲଗ୍ନ ନଦୀ ନାଳରେ ହେବ ଗଣନା। ଏନେଇ ସୂଚନା ଦେଇଛନ୍ତି ରାଜନଗର DFO। କୁମ୍ଭୀର ଗଣନା ସମୟରେ ନଦୀରେ ବୋଟ ଚଳାଚଳ କଲେ କୁମ୍ଭୀର ଗଣନାରେ ବାଧା ସୃଷ୍ଟି ଯୋଗୁଁ ପର୍ଯ୍ୟଟକ ମାନଙ୍କ ପାଇଁ ଭିତରକନିକା ବନ୍ଦ ରହିଥାଏ । ଏହି ସମୟରେ ପର୍ଯ୍ୟଟକ ମାନଙ୍କୁ ଭିତରକନିକା […]

Read More Text.
୍ନ 750x430

ପ୍ରଦୂଷଣ କଟକଣା ନ ମାନିଲେ ୫ ହଜାର ଜରିମାନା

ଭୁବନେଶ୍ବର: ଚାରିଆଡ଼େ ବଢିଚାଲିଛି ବାୟୁ ପ୍ରଦୁଷଣ । ଯାହାର ମୁକାବିଲା କରିବା ପାଇଁ ସବୁ ରାଜ୍ୟର ସରକାର ସଜାଗ ହୋଇଯାଇଛନ୍ତି । ଏବେ ଓଡ଼ିଶାର  ରାଜଧାନୀ ଭୁବନେଶ୍ୱର ଏବଂ କଟକ ପାଇଁ ବାୟୁ ପ୍ରଦୂଷଣ ପାଇଁ କଟକଣା ଜାରି କରାଯାଇଛି । ଏବଠୁ ସ୍ଥିତି ନିୟନ୍ତ୍ରଣରେ ରଖିଲେ କିଛି ସୁଧାର ଆସିପାରିବ ଭାବି ସରକାର କିଛି ପଦକ୍ଷେପ ନେଇଛନ୍ତି ଜାଣନ୍ତୁ…. ଆସନ୍ତା ୭ ଦନି ପାଇଁ ନିର୍ମାଣ କାର୍ଯ୍ୟ ଉପରେ ରୋକ ଲାଗିବ । ଏହା ସହ ସଫେଇ […]

Read More Text.
Img 20260105 wa0113

ନିତ୍ୟାନନ୍ଦ ପ୍ରହାରାଜାଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ 

ବାରିପଦା: ମୟୁରଭଞ୍ଜ ଜିଲ୍ଲାର ସାରସକଣା ବ୍ଲକ ଅଧିନସ୍ଥ ଗୋହଲାମୁଣ୍ଡା ଗ୍ରାମର ସ୍ୱର୍ଗତ ନିତ୍ୟାନନ୍ଦ ପ୍ରହରାଜ ପ୍ରଥମ ଶ୍ରାଦ୍ଧ ବର୍ଷକି  ଗ୍ରାମ ସ୍ଥିତ ନିଜ ବାସ ଭାବନରେ ଅନୁଷ୍ଠିତ ହୋଇ ଯାଇଛି। ସେ 1979 ମସିହାରୁ 2016 ମସିହା ପର୍ଯ୍ୟନ୍ତ ଝାଡ଼ପୋଖରୀଆର ସୀମାନ୍ତ ମହାବିଦ୍ୟାଳୟରେ ପଦାର୍ଥ ବିଜ୍ଞାନର ଲେବରେ୍ଟୋରୀ ଏଟେଣ୍ଡେଣ୍ଟ ଭାବେ କାର୍ଯ୍ୟ କରି ଅବସର ଗ୍ରହଣ କରିଥିଲେ l ଉକ୍ତ ଶ୍ରାଦ୍ଧ ବାର୍ଷିକୀରେ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇ ତାଙ୍କ ଫୋଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି […]

Read More Text.
Img 20260106 wa0224

ଏକାଦଶ ବାର୍ଷିକୀ ରୟାଲସ ପ୍ରିମିୟର ଲିଗର ୪ର୍ଥ ଦିନରେ ୪ଟି ମ୍ୟାଚ ଅନୁଷ୍ଠିତ

ବାରିପଦା  : ଷ୍ଟେସନ ଆଥେଲେଟିକ ଆସୋସିଏସନ୍ , ଷ୍ଟେସନ ବଜାର, ବାରିପଦା  ଆନୁକୁଲ୍ୟରେ ଆୟୋଜିତ ଏକାଦଶ ବାର୍ଷିକ ରୟାଲ୍ସ୍ ପ୍ରିମୀୟର ଲିଗର ୪ର୍ଥ ଦିନରେ ମଧ୍ୟ ୪ଟି ମ୍ୟାଚ ଅନୁଷ୍ଠିତ ହୋଇଥିଲା I ମୁଖ୍ୟ ଅତିଥି ଭାବେ ମୟୁରଭଞ୍ଜ ଏଥଲେଟିକ ଏସୋସିଏସନର ସାଧାରଣ ସମ୍ପାଦକ ବିଜୟ କୁମାର ଦାସ ଓ ସମ୍ମାନିତ ଅତିଥି ଭାବେ କ୍ରିକେଟ ସମ୍ପାଦକ ହରପ୍ରସାଦ ପାତ୍ର ଯୋଗଦେଇ ଆଜିର ଖେଳକୁ ଉଦଘାଟନ କରିବା ସହ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ I ଅନ୍ୟ […]

Read More Text.
Img 20260106 wa0221

ରାମେଶ୍ୱରମ-ମଦୁରାଇ ଅଭିମୁଖେ ଯାତ୍ରା କଲେ ୧୯୬ ବରିଷ୍ଠ ନାଗରିକ

ବାରିପଦା : ରାଜ୍ୟ ସରକାରଙ୍କ ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା ଯୋଜନାରେ   ଚଳିତ ବର୍ଷ  ଓଡିଶା ସରକାରଙ୍କ ପର୍ଯ୍ୟଟନ ବିଭାଗ ଓ ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ତରଫରୁ ଦ୍ଵିତୀୟ ପର୍ଯ୍ୟାୟରେ ଜିଲ୍ଲାରୁ ୧୯୬ଜଣ ବରିଷ୍ଠ ନାଗରିକ ଏହି ତୀର୍ଥ ଯାତ୍ରା ପାଇଁ ମନୋନୀତ ହୋଇ ଆଜି ଅପରାହ୍ନ ୪ଘଟିକା ସମୟରେ ବାରିପଦା ସ୍ଥିତ ଷ୍ଟାଡିଅମ ପଡିଆ ନିକଟରୁ ରାମେଶ୍ୱରମ -ମଦୁରାଇ ଅଭିମୁଖେ ତୀର୍ଥ ଯାତ୍ରା ଆରମ୍ଭ କରିଛନ୍ତି . ଏହି ଅବସରରେ ଜିଲ୍ଲା ପର୍ଯ୍ୟଟନ ଅଧିକାରିଣୀ ଶ୍ରୀମତୀ […]

Read More Text.
Img 20260106 wa0214

ଗଡ଼ିଲା ପାଣି ପଞ୍ଚାୟତ ସଚେତନତା ରଥ

ବାରିପଦା : ଚାଷୀ ମାନଙ୍କୁ ସଂଗଠିତ କରି ପାଣି ପଂଚାୟତ ମାଧ୍ୟମରେ ଜଳ ପରିଚାଳନା, ଭାଗିଦାରୀ ଜଳସେଚନ ପରିଚାଳନା ଓ ତୃଣ ମୂଳ ସ୍ତରରେ ସମାନତା ପ୍ରଦାନକୁ ସୁନିଶ୍ଚିତ କରିବାର ଗୁରୁତ୍ୱକୁ ସ୍ୱୀକାର କରାଯାଇ ଚାଷୀ ମାନଙ୍କୁ  ସଚେତନ କରିବା ପାଇଁ ପ୍ରତିବର୍ଷ  ଓଡିଶା ସରକାରଙ୍କ ଜଳ ସମ୍ପଦ ବିଭାଗ ତରଫରୁ ସାରା ରାଜ୍ୟରେ ପାଣି ପଂଚାୟତ ପକ୍ଷ ପାଳନ ହୋଇ ଆସୁଛି।ଚଳିତ ବର୍ଷ ଜାନୁଆରୀ ମାସ ୬ ତାରିଖ ଠାରୁ ଜାନୁଆରୀ ୨୦ ତାରିଖ ପର୍ଯ୍ୟନ୍ତ ପାଣି […]

Read More Text.