ବାପା ଓ ପଡୋଶୀଙ୍କ ନିର୍ମମ ହତ୍ୟା କଲା ପୁଅ
ମୟୁରଭଞ୍ଜ: ମୟୁରଭଞ୍ଜରେ ଘଟିଯାଇଛି ଏକ ଅଭାବନୀୟ କାଣ୍ଡ । ବାପା ଓ ପଡୋଶୀଙ୍କୁ ହତ୍ୟା କରିଛି ପୁଅ । ମୟୁରଭଞ୍ଜ ଜିଲ୍ଲାରେ ଏକ ଅଭାବନୀୟ ଘଟଣା ଘଟି ଯାଇଛି । ବାପା ଓ ପଡୋଶୀଙ୍କୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରିଛି ପୁଅ । ସୂଚନା ଅନୁସାରେ କରଞ୍ଜିଆ କୁଶପଦା ଗାଁରେ ଜଣେ ଯୁବକ ଉନ୍ମତ୍ତ କାଣ୍ଡ ରଚିଥିଲେ । ଏକ ଧାରୁଆ ଅସ୍ତ୍ରରେ ବାପା, ଭାଇ ଓ ପଡ଼ୋଶୀଙ୍କୁ ଆକ୍ରମଣ କରିଥିଲେ ଯୁବକ ଜଣକ । […]
Read More Text.