Naveen1

ବଜେଟକୁ ନୈରାଶ୍ୟଜନକ ବୋଲି କହିଲେ ବିରୋଧୀ ବିଜେଡି ଓ କଂଗ୍ରେସ

ଭୁବନେଶ୍ବର: ଆସିଲା ଚଳିତ ଆର୍ଥିକ ବର୍ଷର ବଜେଟ । ୨ ଘଣ୍ଟା ଧରି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବଜେଟ ଉପସ୍ଥାପନ କରିବା ପରେ ଏଥରର ବଜେଟକୁ ଚିରାଚରିତ ଢଙ୍ଗରେ ନୈରାଶ୍ୟଜନକ ବୋଲି କହିଛନ୍ତି ବିରୋଧୀ ବିଜେଡି ଓ କଂଗ୍ରେସ । ବଜେଟକୁ ନେଇ ବିରୋଧୀ ଦଳନେତା ନବୀନ ପଟ୍ଟନାୟକ ଫୁଲ୍ ମେନ୍ୟୁ ଇନ୍ ଏମପ୍ଟି କିଚେନ କହିଥିବା ବେଳେ ବିଜେଡି ବିଧାୟକ ଗୌତମବୁଦ୍ଧ ଦାସ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ- ଭାରତୀୟ ଜନତା ପାର୍ଟିର ସରକାରରେ ଯେଉଁମାନେ […]

Read More Text.
Cm

୩ ଲକ୍ଷ ୧୦ ହଜାର କୋଟିର ବଜେଟ୍; ଜାଣନ୍ତୁ କେଉଁ ବିଭାଗ ପାଇଁ କେତେ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିଛନ୍ତି । ରାଜ୍ୟ ସରକାର ୩ ଲକ୍ଷ ୧୦ ହଜାର କୋଟି ଟଙ୍କାର ବଜେଟ୍ ଆଗତ କରିଛନ୍ତି । ଗତବର୍ଷ ତୁଳନାରେ ବଜେଟ ଆକାରରେ ୬.୯ ପ୍ରତିଶତ ବୃଦ୍ଧି କରାଯାଇଛି । ପ୍ରଶାସନିକ ଖର୍ଚ୍ଚ ପାଇଁ ୧ ଲକ୍ଷ ୧୪ ହଜାର କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ଆସନ୍ତୁ ଜାଣିବା ବଜେଟ ୨୦୨୬-୨୭ରେ କେଉଁ ବିଭାଗ ପାଇଁ କେତେ […]

Read More Text.
Image 2026 02 19T135625.540

୨୦୨୬-୨୭ ଆଥିକ ବର୍ଷ ପାଇଁ ବଜେଟ୍ ଉପସ୍ଥାପିତ, ଗତ ବର୍ଷ ତୁଳନାରେ ୬.୯ ପ୍ରତିଶତ ବୃଦ୍ଧି

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ତଥା ଅର୍ଥମନ୍ତ୍ରୀ ମୋହନ ଚରଣ ମାଝୀ ୨୦୨୬-୨୭ ଆଥିକ ବର୍ଷ ପାଇଁ ବଜେଟ୍‌ ଉପସ୍ଥାପନ କରିଛନ୍ତି । ମୋଟ ୩ ଲକ୍ଷ ୧୦ ହଜାର କୋଟି ଟଙ୍କାର ବଜେଟ୍ ଉପସ୍ଥାପନା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଗତବର୍ଷ ତୁଳନାରେ ୬.୯ ପ୍ରତିଶତ ବୃଦ୍ଧି ହୋଇଛି । ବଜେଟ୍‌ ରେ ମାଣ୍ଡିଆ ଭଳି ଜଳବାୟୁ ସହନଶୀଳ ଏବଂ ପୁଷ୍ଟିକର ଶସ୍ୟକୁ ପୁନର୍ଜୀବିତ କରି ପୁଷ୍ଟିକର ଖାଦ୍ୟ ସୁରକ୍ଷା ଯୋଗାଇବା ପାଇଁ ‘ଶ୍ରୀ ଅନ୍ନ ଅଭିଯାନ’ […]

Read More Text.
Cm7

ବଜେଟରେ ୧୬ଟି ନୂଆ କାର୍ଯ୍ୟକ୍ରମକୁ ଅନୁମୋଦନ, ଭିବୀ ଜି ରାମ ଜି ଯୋଜନା ପାଇଁ ୫ହଜାର ୫ଶହ ୭୫ କୋଟି ଟଙ୍କା

ଭୁବନେଶ୍ୱର : ରାଜ୍ୟ ବଜେଟ 2026-27 ଉପ ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ । ବଜେଟ ଆକାର 3 ଲକ୍ଷ 10 ହଜାର କୋଟି । ପ୍ରଶାସନିକ ଖର୍ଚ୍ଚ 1 ଲକ୍ଷ 14 ହଜାର କୋଟି । କାର୍ଯ୍ୟକ୍ରମ ଖର୍ଚ୍ଚ 1 ଲକ୍ଷ 80 ହଜାର କୋଟି । ଗତ ବର୍ଷ ତୁଳନା ରେ 6.9 ପ୍ରତିଶତ ବଜେଟ ବୃଦ୍ଧି ।  ବଜେଟରେ ୧୬ଟି ନୂଆ କାର୍ଯ୍ୟକ୍ରମକୁ ଅନୁମୋଦନ କରାଯାଇଛି । ଭିବୀ ଜି ରାମ ଜି ଯୋଜନା ପାଇଁ […]

Read More Text.
Screenshot 2026 02 20

ଉତ୍କଳ ବିଶ୍ବବିଦ୍ୟାଳୟ କ୍ୟାମ୍ପସରେ ପରିଚୟପତ୍ର ବାଧ୍ୟତାମୂଳକ

ଭୁବନେଶ୍ବର:ଉତ୍କଳ ବିଶ୍ବବିଦ୍ୟାଳୟ ପରିସରରେ ବୈଧ ପରିଚୟପତ୍ର ବହନ କରିବା ବାଧ୍ୟତାମୂଳକ କରାଯାଇଛି । ବିଶ୍ବବିଦ୍ୟାଳୟ କୁଳସଚିବଙ୍କ ଦ୍ବାରା ସମସ୍ତ ଛାତ୍ରଛାତ୍ରୀଙ୍କ ନିମନ୍ତେ ଜାରି ହୋଇଥିବା ନୋଟିସ୍ ଅନୁଯାୟୀ, କ୍ୟାମ୍ପସରେ ବୈଧ ପରିଚୟପତ୍ର ବହନ କରିବା ଜରୁରୀ। ଯଦି କୌଣସି ବ୍ୟକ୍ତି ବିନା ପରିଚୟ ପ୍ରମାଣରେ ଠାବ ହୁଅନ୍ତି କିମ୍ବା କ୍ୟାମ୍ପସରେ ଉପସ୍ଥିତି ନେଇ ଯଥାର୍ଥତା ପ୍ରମାଣିତ କରିବାରେ ଅସମର୍ଥ ହୁଅନ୍ତି; ତା’ହେଲେ ତାଙ୍କୁ ଅନଧିକୃତ ବ୍ୟକ୍ତି ଭାବେ ବିବେଚନା କରାଯିବ। ଏପରିକି ତାଙ୍କୁ ସ୍ଥାନୀୟ ଥାନା ପୁଲିସ୍‌କୁ […]

Read More Text.
Shanitilata

ଧର୍ମପ୍ରାଣା ମହିଳାଙ୍କ ପରଲୋକ

କଟକ : ସାପ୍ତାହିକ ତ୍ରିନେତ୍ରର ସଂପାଦକ ତଥା ବରିଷ୍ଠ ସାମ୍ବାଦିକ ନିରଞ୍ଜନ ପଟ୍ଟନାୟକଙ୍କ ମାଆ ଶାନ୍ତିଲତା ପଟ୍ଟନାୟକଙ୍କର ଦେହାନ୍ତ ହୋଇଯାଇଛି | ମୃତ୍ୟୁବେଳକୁ ତାଙ୍କୁ ୮୧ ବର୍ଷ ବୟସ ହୋଇଥିଲା | ସ୍ବର୍ଗତା ଶାନ୍ତିଲତା ଜଣେ ଧର୍ମପ୍ରାଣା ଓ ଅତ୍ୟନ୍ତ ପରୋପକାରୀ ମହିଳା ଥିଲେ | କିଛିଦିନ ଧରି ସେ ଅସୁସ୍ଥ ଥିଲେ | ସ୍ଥାନୀୟ କାଳିଆବୋଦା ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସଂପନ୍ନ ହୋଇଛି | ବଡ଼ପୁଅ ଅରୁଣ କୁମାର ପଟ୍ଟନାୟକ ମୁଖାଗ୍ନି ଦଇଥିଲେ | ତାଙ୍କର […]

Read More Text.
Representative File Photo

ଜଙ୍ଗଲରୁ ହାତୀ ଛୁଆର ମୃତଦେହ ଉଦ୍ଧାର

ବାରିପଦା  : ମୟୁରଭଞ୍ଜ ଜିଲ୍ଲା ରସଗୋବିନ୍ଦପୁର ରେଞ୍ଜ ଅନ୍ତର୍ଗତ ମୋରଡ଼ା ବ୍ଲକ ର ଟୁକପଳାସିଆ ଜଙ୍ଗଲରୁ ଏକ ହାତୀ ଛୁଆର ମୃତଦେହକୁ ଆଜି ବନବିଭାଗ ଉଦ୍ଧାର କରିଅଛି । ଛୁଆ ହାତୀର ବୟସ ପାଖାପାଖୀ ଏକ ରୁ ଦେଢ଼ ମାସ ହେବ ବୋଲି ଅନୁମାନ କରାଯାଉଅଛି । ଆଜି ଅପରାହ୍ନରେ ସ୍ଥାନୀୟ ଲୋକେ ଜଙ୍ଗଲକୁ ଯାଇଥିବାବେଳେ ହାତୀଛୁଆଟି ମରିପଡ଼ିଥିବାର  ଦେଖି ବନବିଭାଗ କୁ ଖବର ଦେଇଥିଲେ । ଖବର ପାଇ ବାରିପଦା  ବନଖଣ୍ଡ ଅଧିକାରୀ ଙ୍କ ସମେତ […]

Read More Text.
IMG 20260219 WA0162

ବନମାଳୀ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ : ଚଳିତ ବର୍ଷ ବିଦ୍ୟାଳୟର ସାହିଲ ଶ୍ରେଷ୍ଠ ଛାତ୍ର 

ବାରିପଦା : ବାରିପଦା ମୁନିସିପାଲିଟି ଅନ୍ତର୍ଗତ ୧୯ ନଂ ୱାର୍ଡ ସ୍ଥିତ ବନମାଳୀ ସରକାରୀ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି । ପ୍ରଧାନ ଶିକ୍ଷୟତ୍ରୀ ଦେବସ୍ୱିନୀ ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଅତିଥି ଭାବେ ଯୋଗଦେଇ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ତପସ୍ୱିନୀ ଦାଶ ଓ ବ୍ରଜମୋହନ ମୁର୍ମୁ, ସି ଆର ସି ସି ଧନଞ୍ଜୟ ସାହୁ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ କାନନମୟୀ ମହାନ୍ତି ଓ କମଳ ଲୋଚନ ମହାକୁଡ଼, ପୂର୍ଣଚନ୍ଦ୍ର ପୁର ଉ […]

Read More Text.
IMG 20260219 WA0190

ଜାତୀୟସ୍ତରୀୟ ଗୋଶାଳା କପ ଦିବାରାତ୍ର କ୍ରିକେଟ ଟୁର୍ଣ୍ଣାମେଣ୍ଟ

ବାରିପଦା  :  ସ୍ଥାନୀୟ ତୁଳସୀଚଉରା ଦୁର୍ଗାପୂଜା ପଡିଆରେ ଫ୍ରେଣ୍ଡସ ୟୁନିୟନ ଓ ଶ୍ରୀଦୁର୍ଗା ସ୍ପୋର୍ଟିଂ କ୍ଲବ ଆନୁକୂଲ୍ୟରେ ଆୟୋଜିତ ଜାତୀୟ ସ୍ତରୀୟ ଗୋଶାଳା କପ ଦିବାରାତ୍ର କ୍ରିକେଟ ଟୁର୍ଣ୍ଣାମେଣ୍ଟର ୫ମ ଦିନର ୧ମ ମ୍ୟାଚରେ ବଜରଙ୍ଗୀ ଦି ସାଭିୟାର ୪ ଉଇକେଟରେ ଜଗନ୍ନାଥ ୱରିୟାର ଦଳକୁ ପରାସ୍ତ କରିଥିଲା । ଜଗନ୍ନାଥ ୱରିୟାର ପ୍ରଥମେ ବ୍ୟାଟିଂ କରି ୧୨ ଓଭରରେ ୯ ଉଇକେଟ ହରାଇ ୧୨୧ ରନ ସଂଗ୍ରହ କରିଥିବା ବେଳେ ବଜରଙ୍ଗୀ ଦଳ ୧୧.୧ ଓଭରରେ […]

Read More Text.
IMG 20260219 WA0168

ଓଡିଶା ଦୁର୍ନୀତି ସଂଘର୍ଷ ମଞ୍ଚ, ମୟୁରଭଞ୍ଜ ଶାଖାର ସାଙ୍ଗଠନିକ ବୈଠକ ଅନୁଷ୍ଠିତ

ବାରିପଦା  : ସ୍ଥାନୀୟ ମୁର୍ଗାବାଡିଠାରେ ଓଡିଶା ଦୁର୍ନୀତି ସଂଘର୍ଷ ମଞ୍ଚ, ମୟୁରଭଞ୍ଜ ଶାଖାର ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି | ରାଜ୍ୟ ମଞ୍ଚ ଉପାଧ୍ୟକ୍ଷ ଅଜୟ କୁମାର ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୟୁରଭଞ୍ଜ ଶାଖାର ସଦସ୍ୟ ମାନେ ଉପସ୍ଥିତ ରହି ଦୁର୍ନୀତି ମୁକ୍ତ ସମାଜ ଗଠନ ପାଇଁ ଜନ ସଚେତନତା ଜାଗରଣ ଉପରେ ଆଲୋକପାତ କରିଥିଲେ | ଗତବର୍ଷ ମାନଙ୍କରେ ଜିଲ୍ଲପାଳ, ଆରକ୍ଷୀ ଅଧିକ୍ଷକ, ଜିଲ୍ଲା ତଥା ବ୍ଲକ ସ୍ତରୀୟ ପଦାଧିକାରୀଙ୍କୁ ଭେଟି ସଂଗଠନ […]

Read More Text.