ପାଟକୁରା ବିଜେଡିରେ ବଡ଼ ଧରଣର ବିଦ୍ରୋହ: ବିଧାୟକଙ୍କ ସମର୍ଥନରେ ଗରଦପୁରର ୨୧ ଜଣ ଲୋକପ୍ରତିନିଧି ଓ ଶତାଧିକ କର୍ମୀଙ୍କ ସମୂହ ଇସ୍ତଫା
କେନ୍ଦ୍ରାପଡ଼ା (ବିକାଶ ବେହେରାଙ୍କ ରିପୋର୍ଟ) : କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ନିର୍ବାଚନ ମଣ୍ଡଳୀ ବିଜେଡି ରାଜନୀତିରେ ଏକ ବଡ଼ ଧରଣର ରାଜନୈତିକ ବିସ୍ଫୋରଣ ଘଟିଛି। ବିଧାୟକ ଅରବିନ୍ଦ ମହାପାତ୍ରଙ୍କୁ ଦଳରୁ ନିଲମ୍ବିତ କରାଯିବା ପ୍ରତିବାଦରେ ଗରଦପୁର ବ୍ଲକର ପଞ୍ଚାୟତ ସମିତି ଅଧ୍ୟକ୍ଷ ଓ ଉପାଧ୍ୟକ୍ଷଙ୍କ ସମେତ ୨୧ ଜଣ ଜନପ୍ରତିନିଧି ଏବଂ ଶତାଧିକ ସକ୍ରିୟ କର୍ମୀ ଦଳରୁ ସମୂହ ଇସ୍ତଫା ଦେଇଛନ୍ତି। ଏହି ଘଟଣା ପାଟକୁରା ବିଜେଡି ସଂଗଠନକୁ ଏକ ଶକ୍ତ ଧକ୍କା ଦେଇଥିବା ଚର୍ଚ୍ଚା ହେଉଛି। […]
Read More Text.