888 750x430

ହସ୍ପିଟାଲରେ ଅଗ୍ନିକାଣ୍ଡ, ରୋଗୀ ସୁରକ୍ଷିତ

National & International

ଚେନ୍ନାଇ: ତାମିଲନାଡୁସ୍ଥିତ ରାମନାଥପୁରମ୍ ମେଡିକାଲ​‌ରେ ଭୟାବହ ଅଗ୍ନିକାଣ୍ଡ। ବୁଧବାର ବିଳମ୍ବିତ ରାତିରେ ଏହି ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି। ଏଥିରେ କେହି ମୃତାହତ ହୋଇନାହାନ୍ତି । ହସ୍ପିଟାଲରେ ଥିବା ସମସ୍ତ ରୋଗୀ ସୁରକ୍ଷିତ ଥିବା ଜଣାପଡିଛି।

ସର୍ଟ ସର୍କିଟ୍ ଯୋଗୁଁ ନିଆଁ ଲାଗିଥିବାର ସନ୍ଦେହ କରାଯାଉଛି। ଖବର ପାଇ ପୁଲିସ୍ ଏବଂ ଅଗ୍ନିଶମବାହିନୀ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିନିଆଁକୁ ଆୟତ୍ତ କରିଛନ୍ତି।