ବାରିପଦା : ଆଜି ସୋମବାର ପୂର୍ବାନ୍ନରେ କେଶରିୟା ହିନ୍ଦୁ ବାହୀନି ର ପ୍ରତିଷ୍ଠାତା ଦିଲ୍ଲୀପ କୁମାର ଦାସ୍,ରାଜ୍ୟ ସଭାପତି ସନ୍ତୋଷ ଭୋଳ ଏବଂ ରାଜ୍ୟ କମିଟି ର ସମସ୍ତ ସଦସ୍ୟ ମୟୂରଭଞ୍ଜ ଜିଲ୍ଲାର ବାରିପଦା ସହରର କେଶରିୟା ହିନ୍ଦୁ ବାହୀନି କାର୍ଯ୍ୟାଳୟ ରେ ଆସି ପହଞ୍ଚିଲେ । ଏହି ସମ୍ମାନୀୟ ଅତିଥିଗଣଙ୍କୁ ମୟୂରଭଞ୍ଜ ଜିଲ୍ଲାର ମହିଳା ,ଯୁବ ଏବଂ ଛାତ୍ର ମୋର୍ଚ୍ଚାର ସଦସ୍ୟଗଣ ପୁଷ୍ପ ଗୁଚ୍ଛ ଦେଇ ସ୍ୱାଗତ ଏବଂ ସମ୍ବର୍ଧନା କଲେ ଏବଂ ରାଜ୍ୟ ର ଏହି ସମସ୍ତ ଯୋଦ୍ଧା ସିପାହୀ ମାନଙ୍କୁ କେଶରୀୟା କାର୍ଯ୍ୟାଳୟ କୁ ପାଛୋଟି ନେଇଥିଲେ । ଆଜି ଦିନ ୧୧ଟା ରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ କାର୍ଯ୍ୟ କ୍ରମ ଚାଲିଥିଲା ଜିଲ୍ଲା ର ମୁଖ୍ୟ କମିଟି, ମହିଳା କମିଟି, ଯୁବ କମିଟି, ଛାତ୍ର କମିଟି ସମ୍ପୁର୍ଣ୍ଣ ପୁର୍ଣ୍ଣାଙ୍ଗ ହୋଇଥିବାରୁ ଏହି ମୋର୍ଚ୍ଚା ମାନଙ୍କର ସମସ୍ତ ଯୋଦ୍ଧା ସିପାହୀ ମାନଙ୍କୁ ପରିଚୟପତ୍ର ବଣ୍ଟନ ଏବଂ ପୁଷ୍ପ ଗୁଚ୍ଛ ଦେଇ ସମ୍ବର୍ଧନା ଜଣାଇଥିଲେ କେଶରୀୟା ହିନ୍ଦୁ ବାହୀନି ର ପ୍ରତିଷ୍ଠାତା ଦିଲ୍ଲୀପ କୁମାର ଦାସ ଏବଂ ରାଜ୍ୟ ସଭାପତି ସନ୍ତୋଷ ଭୋଳ ଏବଂ ରାଜ୍ୟ କମିଟି ,ଗୋ ସୁରକ୍ଷା, ଧର୍ମାନ୍ତରୀକରଣ ଓ ଅନୁପ୍ରବେଶକାରୀଙ୍କୁ ରୋକିବା ଏବଂ ସନାତନ ଧର୍ମ ର ପ୍ରଚାର ଏବଂ ପ୍ରସାର ଏବଂ ଏହାର ମହତ୍ତ ଉପରେ ଆଲୋକପାତ କରିଥିଲେ ।ତତ୍ ସହିତ ଦେଶର ସମ୍ବିଧାନ ପ୍ରତି ସଦାସର୍ବଦା ସମ୍ମାନ ଏବଂ ଜାତି ଭାଷା , ଧର୍ମ , ବର୍ଣ୍ଣ ନିର୍ବିଶେଷରେ ଆମପାଖରେ ସମସ୍ତେ ସମାନ , ସଦାସର୍ବଦା ଗରିବ ଏବଂ ଅସହାୟ ଙ୍କୁ ସହଯୋଗର ହାତ ରହିଥାଏ ଓ ଦେଶବାସୀଙ୍କ ମଙ୍ଗଳ ଓ ହିତ ପାଇଁ ଏହି ସଂଗଠନ କାର୍ଯ୍ୟ କରିଥାଏ।
ଦେଶର ଐକ୍ୟ ଓ ସର୍ବଭୌମତ୍ୟ ଓ ଦେଶରେ ଶାନ୍ତି ବଜାୟ ରଖିବା ଆମର ଲକ୍ଷ୍ୟ। କେଶରିୟାର ପ୍ରତ୍ୟେକ କାର୍ଯ୍ୟକର୍ତ୍ତା ଏହି ପବିତ୍ର ଉତ୍କଳ ମାଟିର ଓ ଭାରତ ମାଁ ର ନିସ୍ବାର୍ଥପର ଦେଶ ହିତ ର ଯ୍ୟେଦ୍ଧା ଆଗାମି ଦୀନରେ ଏହି ସଂଗଠନ ଆଗକୁ ଆଗେଇବ ଓ ମାନବ ସମାଜ ଓ ଦେଶର ହିତ ପାଇଁ କାର୍ଯ୍ୟ କରିବ।ଏହି ସଭାରେ ଉପସ୍ଥିତ ଥିଲେ କେଶରିୟା ହିନ୍ଦୁ ବାହିନୀର ପ୍ରତିଷ୍ଠାତା ଦିଲ୍ଲୀପ କୁମାର ଦାସ ଓ ରାଜ୍ୟ କମିଟିର ସମସ୍ତ ସଦସ୍ୟଗଣ;
– ସନ୍ତୋଷ କୁମାର ଭୋଳ – ରାଜ୍ୟ ସଭାପତି
– ରୁଦ୍ର ନାରାୟଣ ଜି ତ୍ ବାବୁ- ରାଜ୍ୟ କାର୍ଯ୍ୟକାରୀ ସଭାପତି
– ଅମରେଶ ସାମନ୍ତ – ରାଜ୍ୟ ସାଧାରଣ ସମ୍ପାଦକ
– ପ୍ରଦ୍ୟୁମ୍ନ ଦାଶ – ରାଜ୍ୟ ମାର୍ଗଦର୍ଶକ
– ନିଗମ ମହାନ୍ତି – ରାଜ୍ୟ ରାଲୀ ପ୍ରମୁଖ
– ନିଗମାନନ୍ଦ ଜେନା – ରାଜ୍ୟ ପ୍ରବକ୍ତା- ସରୋଜ କୁମାର ଜେନା – ରାଜ୍ୟ ସାଂସ୍କୃତିକ ପ୍ରକୋଷ୍ଠ ପ୍ରମୁଖ – ବ୍ରହ୍ମ ପ୍ରସାଦ ମହାପାତ୍ର – ରାଜ୍ୟ ଉପସଭାପତି/ ରାଜ୍ୟ ସୂଚନା ପ୍ରମୁଖ- ଅନିଲ ମହାନ୍ତି – ରାଜ୍ୟ ସମ୍ପାଦକ
– ଅଞ୍ଜନ ତ୍ରିପାଠୀ – ରାଜ୍ୟ ସମ୍ପାଦକ – ସଞ୍ଜୟ ବାରିକ – ରାଜ୍ୟ ଉପସଭାପତି – ଅସିତ୍ ମହାନ୍ତି – ରାଜ୍ୟ ଉପସଭାପତି – ଦେବାଶିଷ ମିଶ୍ର – ରାଜ୍ୟ କୋଷାଧ୍ୟକ୍ଷ- ତ୍ରିଲୋଚନ ଦାସ – ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ
ସିର୍ଦ୍ଧାତ ଖଟୁଆ (ଛାତ୍ର ସଭାପତି)
ଗୌର ଦାସଗିରି (ରାଜ୍ୟ ମିଡ଼ିଆ ପ୍ରଭାରି)ସଭାରେ ଉପସ୍ଥିତ ଥିବା ମୟୂରଭଞ୍ଜ ଜିଲ୍ଲା କମିଟିର ନୂତନ କର୍ମକର୍ତ୍ତା
ସାନ୍ତନୁ ଦାସ ( ମୁଖ୍ୟ ମୋର୍ଚ୍ଚା ଜିଲ୍ଲା ସଭାପତି ) ହିତିକ ନାଥ (ଉପସଭାପତି )ମହେସ ଗିରି ଓ ମୋନୋଜ ପଲେଇ ( ଗୋ ରକ୍ଷକ ପ୍ରମୁଖ ) ସୁଜୟ ପଣ୍ଡା ( ସାଧାରଣ ସମ୍ପାଦକ ) ଦେବ କୁମାର ନାଥ ( ମିଡ଼ିଆ ପ୍ରଭାରୀ ) ରାଧାଗୋବିନ୍ଦ ଘୋଷ (ସଂପାଦକ )
ଜିଲ୍ଲା ମହିଳା ମୋର୍ଚ୍ଚା – ଇନ୍ଦୁମତି ମହାନ୍ତି ( ମହିଳା ମୋର୍ଚ୍ଚା ଜିଲ୍ଲା ସଭାପତି ) ସୁଭସ୍ମିତା ଦାସ ( ଉପସଭାପତି ) ରୁପା ଦେବୀ (ମୁଖ ପାତ୍ର ) ସାଗରିକା ଦାସ (କୋଷାଧକ୍ଷ ଓ ଗୋରକ୍ଷକ ) ସସ୍ମିତା ମହାନ୍ତ ( ସାଧାରଣ ସମ୍ପାଦକ )
ଯୁବ ମୋର୍ଚ୍ଚା –
ଚେତନ ଧଳ ( ଦିଲ୍ଲା ସଭାପତି )
ହିମାଂଶୁ ବେହେରା ( ମୁଖପାତ୍ର ଓ ଉପସଭାପତି ) ନିତିଶ ଅଗ୍ରୱାଲ (ଉପସଭାପତି ) ପ୍ଲାବନ ବାରିକ ( ସାଧାରଣ ସମ୍ପାଦକ ) ଧନଞ୍ଜୟ ଗିରି ( କାର୍ଯ୍ୟକାରିଣୀ ପ୍ରମୁଖ )
ଛାତ୍ର ମୋର୍ଚ୍ଚା –
ଅନୁପ ବେହେରା ( ଜିଲ୍ଲା ଛାତ୍ର ସଭାପତି ) ସୁନାରାମ ମହାଲି ( ଜିଲ୍ଲା ଛାତ୍ର ଉପସଭାପତି ) ଦୀପକ ବେସ୍ରା ( କାର୍ଯ୍ୟକାରିଣୀ ଉପସଭାପତି ) ଆକାଶ ମIହାଲି ( ସଂମ୍ପାଦକ )
ସର୍ବ ଶେଷରେ ଏହି ସମସ୍ତ ଯ୍ୟୋଦ୍ଧା ଗଣ ବନ୍ଦେ ଉତ୍କଳ ଜନନୀ , ଜୟ ଅଖଣ୍ଡ ଭାରତ , ଜୟ ଶ୍ରୀରାମ କହି ଏହି ସଭାକୁ ସାଙ୍ଗ କରିଥିଲେ।