Img 20240820 Wa0181

ବିଶ୍ଵ ଫଟୋ ଗ୍ରାଫି ଦିବସ ପାଳିତ

State

ବାରିପଦା: ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ମୟୁରଭଞ୍ଜ ଫଟୋ ଓ ଭିଡିଓ ଗ୍ରାଫି ଏସୋସିଏସନ (MPVA) ଦ୍ଵାରା ବିଶ୍ଵ ଫଟୋ ଗ୍ରାଫି ଦିବସ ଅଗଷ୍ଟ 19 ତାରିଖରେ ବାରିପଦା ସହରରେ ପାଳିତ ହୋଇଯାଇଅଛି l
ଏହି ଉପଲକ୍ଷେ ମୟୁରଭଞ୍ଜ ଜିଲାରୁ ପ୍ରାୟ ଶତାଧୀକ ଫଟୋଗ୍ରାଫର, ଭିଡିଓ ଗ୍ରାଫାର ଯୋଗ ଦେଇଥିଲେ l
ଏହି କାର୍ଯ୍ୟକ୍ରମ କୁ ବରିଷ୍ଠ ଚଳଚ୍ଚିତ୍ର, ସିରିଏଲ୍ ନିର୍ମାତା ତଥା MIVA ର ସଭାପତି ସଂଜୀବ କୁମାର ଦ୍ଵିବେଦି ଆନୁଷ୍ଠନିକ ଭାବେ ଉଦଘାଟନ କରିଥିଲେ l ଶ୍ରୀ ଦ୍ୱିବେଦୀ ମା ପାଇଁ ଗଛ ଟିଏ ” ସ୍ଲୋଗାନ ଅନୁଯାୟୀ ପ୍ରତ୍ୟେକ ସଦସ୍ୟ ଅତ୍ୟନ୍ତ ଗୋଟିଏ ଗଛ ଲଗାଇବାକୁ ଉପ ଦେଶ ଦେଇଥିଲେ l