K 750x430

କେନ୍ଦୁଝର: ବିଜେପିରେ ମିଶିଲେ ବିଜେଡି ନେତା

State

କେନ୍ଦୁଝର: ବିଜେପିରେ ମିଶିଲେ ବିଜେଡି ନେତା। ବିଜେଡି ଛାଡ଼ି ବିଜେପିରେ ଯୋଗ ଦେଇଥିବା ନେତାମାନେ ହେଲେ ସଦର ବ୍ଲକ ଅଧ୍ୟକ୍ଷା ଜ୍ୟୋତିର୍ମୟୀ ନାଏକ, ଉପାଧ୍ୟକ୍ଷ ଦିଲ୍ଲୀପ ବେହେରା,  ଆଦିବାସୀ ଉନ୍ନୟନ ପରିଷଦ ଅଧକ୍ଷା ଲକ୍ଷ୍ମୀ ନାଏକ, ବିଜେଡି ବରିଷ୍ଟ ନେତା ତଥା ବ୍ଲକ ଓ ଜ଼ିଲ୍ଲା ପରିଷଦ ଉପାଧ୍ୟାକ୍ଷା ଜଗନ୍ନାଥ ସିଂହ, ସମିତି ସଭ୍ୟ ମନୋଜ ନାୟକ ମମତା ବେହେରା, ପଟେଲ ପରିଡା, ସିଦ୍ଧାର୍ଥ ଶଙ୍କର ସାହୁ, ସରପଞ୍ଚ ଗୋବର୍ଦ୍ଧନ ସଞ୍ଜୟ ମୁଣ୍ଡା, ସଂକୀରି ସରପଞ୍ଚ ସଂଯୁକ୍ତା ନାୟକ, ଗୋପୀନାଥ ପୁର ସରପଞ୍ଚ ଚିନ୍ମୟ ନାଏକ, ରଘୁନାଥ ପୁର ସରପଞ୍ଚ ଗୌରୀ ନାଏକ ନରଣପୁର ସରପଞ୍ଚ, ପଦ୍ମପୁର ସରପଞ୍ଚ, ପଳାସ ପଙ୍ଗା ସରପଞ୍ଚ, ମଣ୍ଡୁଆ ସରପଞ୍ଚ କେତକୀ ନାଏକ ପ୍ରମୁଖ ।