School 1 1

ସ୍କୁଲରେ ପାଠ ପଢ଼ାଇବେ ଅବସରପ୍ରାପ୍ତ ଅତିଥି ଶିକ୍ଷକ

State

ଭୁବନେଶ୍ୱର: ଅବସରପ୍ରାପ୍ତ ଅତିଥି ଶିକ୍ଷକ ପାଠ ପଢ଼ାଇବେ। ସେମାନଙ୍କ ସହ ଏଗ୍ରିମେଣ୍ଟ ହେବ, ଅଧିକ ଆଲୋଚନା ହୋଇ ନିଯୁକ୍ତି ଦିଆଯିବ। ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗ କମ ଦିନ ଭିତରେ ନୂଆ ଶିକ୍ଷକ ନିଯୁକ୍ତି ଦିଆଯିବ। ଗତକାଲି ରିଭ୍ୟୁ ମିଟିଂ ହୋଇଥିଲା ସବୁ ଜାଗାକୁ ପିଲାମାନଙ୍କ ପାଇଁ ବହି ଯାଇଛି। ଯେଉଁ ଜାଗାରେ ଅଭିଯୋଗ ହୋଇଛି ତାହା ଉପରେ ଦେଖିବା ।