Cm 4

ବିଭିନ୍ନ ପଦପଦବୀ ପାଇଁ ବିଜେଡିରେ ନୂଆ ନିଯୁକ୍ତି

Politics State

ଭୁବନେଶ୍ୱର: ବିଭିନ୍ନ ଜିଲ୍ଲା ପାଇଁ ବିଜେଡିର ନୂଆ ନିଯୁକ୍ତି । ରଞ୍ଜନ କୁମାର ସାହୁଙ୍କୁ ଦେବଗଡ଼ ଜିଲ୍ଲା ସହ ପର୍ଯ୍ୟବେକ୍ଷକ ନିଯୁକ୍ତ କରାଯାଇଛି । ପବିତ୍ର ଭୁତିଆଙ୍କୁ ଦେବଗଡ଼ ବିଧାନସଭା ଆସନ ପାଇଁ ବିଧାନସଭା କ୍ଷେତ୍ର ସଂଯୋଜକ ଭାବେ ମିଳିଛି ନିଯୁକ୍ତି । ଯୋଗେଶ ଚନ୍ଦ୍ର ଭୁତାଙ୍କୁ ବାରକୋଟ ବ୍ଲକର ବ୍ଲକ କୋର୍ଡିନେଟର, ସୁଦର୍ଶନ ଜେନାଙ୍କୁ ରିଆମାଳ ବ୍ଲକ ବ୍ଲକ କୋର୍ଡିନେଟର ଓ ପ୍ରସନ୍ନ କୁମାର ସାହୁଙ୍କୁ ତିଲେଇବଣୀ ବ୍ଲକର ବ୍ଲକ କୋର୍ଡିନେଟର ଭାବେ ନିଯୁକ୍ତ କରିଛନ୍ତି । ବିଜେଡି ସଭାପତି ନବୀନ ପଟ୍ଟନାୟକ ଏହି ନିଯୁକ୍ତି କରିଥିବା ଦଳର ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ ଜଣାଇଛନ୍ତି ।