Maoists 1

ଏନକାଉଣ୍ଟରରେ ୪ ହାର୍ଡକୋର ମାଓବାଦୀଙ୍କ ମୃତ୍ୟୁ

Crime State

ମାଲକାନଗିରି: ଟଳିଲେ ୪ ହାର୍ଡକୋର ମାଓବାଦୀ ।  ଛତିଶଗଡ଼ ଗଡ଼ଚିରଲୀ ପୋଲିସକୁ ସଫଳତା । କୋଲାମାରକା ଜଙ୍ଗଲରେ ପୋଲିସ୍ – ମାଓବାଦୀ ମଧ୍ୟରେ ଗୁଳି ବିନିମୟ ହୋଇଛି । ପୋଲିସ୍ ଏନକାଉଣ୍ଟରରେ ୪ ହାର୍ଡକୋର ମାଓବାଦୀଙ୍କ ମୃତ୍ୟୁ ହୋଇଛି । ଆଉ କେହି ମୃତହାହତ ହୋଇଥିବା ଆଶଙ୍କାରେ ଘଟଣାସ୍ଥଳରେ ପୋଲିସର ସର୍ଚ୍ଚ ଅପରେସନ୍ ଜାରି ରହିଛି ।