Bjp Office

ରାଜ୍ୟରେ ମେଣ୍ଟ ଚର୍ଚ୍ଚାକୁ ଖଣ୍ଡନ କଲେନି ବିଜେପିର ନିର୍ବାଚନ ସହ ପ୍ରଭାରୀ

Politics State

ଭୁବନେଶ୍ବର: ରାଜ୍ୟରେ ମେଣ୍ଟ ଚର୍ଚ୍ଚାକୁ ଖଣ୍ଡନ କଲେନି ବିଜେପିର ନିର୍ବାଚନ ସହ ପ୍ରଭାରୀ ଲତା ଉସେଣ୍ଡି। କହିଲେ ଓଡ଼ିଶାରେ ହେବ ଡବଲ ଇଞ୍ଜିନ ସରକାର । ବିଜେଡି ସହିତ ଡବଲ ଇଞ୍ଜିନ ସରକାର କି ପ୍ରଶ୍ନରେ ସିଧାସଳଖ ଉତ୍ତର ଦେଇନଥିଲେ । କହିଛନ୍ତି ଓଡିଶା ରେ ଡବଲ ଇଞ୍ଜିନର ସରକାର ହେବ। ଆଉ ଡବଲ ଇଞ୍ଜିନର ସରକାର ଓଡ଼ିଶା ଲୋକ ଯେମିତି ଚାହିଁବେ ସେମିତି ବିକାଶ କରିବ ।