ହେଲେ ପରେ ଅବସ୍ଥା ସଙ୍କଟାପର୍ଣ୍ଣ ହେବାରୁ ତାଙ୍କୁ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି । ଗୁରୁତର ମହିଳା ଜଣକ ଚାଉଳିଆଝରଣ ଗାଁର ଗୌରୀ ସୋରେନ ବୋଲି ଜଣାପଡିଛି । ଭୋର ସମୟରେ ଘର ପାଖରେ ନିଆଁ ଜାଳି ପୋଇଁ ହେଉଥିବା ବେଳେ ଅସାବଧାନତା କାରଣରୁ ଲୁଗାରେ ନିଆଁ ଲାଗି ଯାଇଥିଲା । ତାଙ୍କ ଶରୀରର ପ୍ରାୟ ଅର୍ଦ୍ଧେକ ଅଂଶ ନିଆଁରେ ଜଳି ଯାଇଥିବା ଡାକ୍ତର ସୂଚନା ଦେଇଛନ୍ତି ।