ଘର ଭିତରେ ଜେନେରେଟର ଲଗାଇବା ହେଲା କାଳ, ଶ୍ବାସରୁଦ୍ଧ ହୋଇ ଦୁଇ ଶ୍ରମିକ ମୃତ State December 15, 2023ONNLeave a Comment on ଘର ଭିତରେ ଜେନେରେଟର ଲଗାଇବା ହେଲା କାଳ, ଶ୍ବାସରୁଦ୍ଧ ହୋଇ ଦୁଇ ଶ୍ରମିକ ମୃତ ଘର ଭିତରେ ଜେନେରେଟର ଲଗାଇ ଶୋଇବା ହେଲା କାଳ। ଶ୍ବାସରୁଦ୍ଧ ହୋଇ ଦୁଇ ଶ୍ରମିକ ମୃତ । ଢେଙ୍କାନାଳ କଣ୍ଟାବଣିଆ ଥାନା ମାନପୁର ଗାଁର ବ୍ରାହ୍ମଣୀ ନଦୀ କୂଳରେ ଥିବା ଇଟାଭାଟିରେ ଅଘଟଣ । ଦୁଇ ଜଣ ଶ୍ରମିକ ରାତିରେ ଜେନେରେଟର ଲଗାଇ ଶୋଇଥିବା ବେଳେ ଶ୍ବାସରୁଦ୍ଧ ହୋଇଥିବା ଜଣାପଡିଛି । ଘଟଣାସ୍ଥଳରେ ପୋଲିସ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଦୁଇ ମୃତ ଶ୍ରମିକଙ୍କ ପରିଚୟ ମିଳିପାରିନି। Post navigation
ଘର ଭିତରେ ଜେନେରେଟର ଲଗାଇ ଶୋଇବା ହେଲା କାଳ। ଶ୍ବାସରୁଦ୍ଧ ହୋଇ ଦୁଇ ଶ୍ରମିକ ମୃତ । ଢେଙ୍କାନାଳ କଣ୍ଟାବଣିଆ ଥାନା ମାନପୁର ଗାଁର ବ୍ରାହ୍ମଣୀ ନଦୀ କୂଳରେ ଥିବା ଇଟାଭାଟିରେ ଅଘଟଣ । ଦୁଇ ଜଣ ଶ୍ରମିକ ରାତିରେ ଜେନେରେଟର ଲଗାଇ ଶୋଇଥିବା ବେଳେ ଶ୍ବାସରୁଦ୍ଧ ହୋଇଥିବା ଜଣାପଡିଛି । ଘଟଣାସ୍ଥଳରେ ପୋଲିସ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଦୁଇ ମୃତ ଶ୍ରମିକଙ୍କ ପରିଚୟ ମିଳିପାରିନି। Post navigation