Onn 3

ଇଣ୍ଡୋନେସିଆରେ ଭୂକମ୍ପ ଝଟ୍‌କା, ରିକ୍ଟର ସ୍କେଲରେ ୬.୯ ତୀବ୍ରତା ରେକର୍ଡ

National & International

 

safwe

ନୂଆଦିଲ୍ଲୀ: ଇଣ୍ଡୋନେସିଆରେ ଭୂକମ୍ପ ଝଟ୍‌କା । ରିକ୍ଟର ସ୍କେଲରେ ୬.୯ ତୀବ୍ରତା ରେକର୍ଡ । ବର୍ତ୍ତମାନ ଯାଏଁ କୌଣସି କ୍ଷୟକ୍ଷତିରେ ସୂଚନା ନାହିଁ ।

ନ୍ୟାସନାଲ ସେଣ୍ଟର ଫର ସିସ୍ମୋଲୋଜି ମୁତାବକ, ଇଣ୍ଡୋନେସିଆରେ ୬.୯ ତୀବ୍ରତାର ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି। ସକାଳ ୧୦.୨୩ ସମୟରେ ବାନ୍ଦା ସାଗରେ ଏହି ଝଟ୍‌କା ଅନୁଭୂତ ହୋଇଥିଲା ।ଏପିିରିକି ଲୋକେ ଘର ବାହାରକୁ ଚାଲିଆସିଥିଲେ । କିନ୍ତୁ ଏବେ ସୁଦ୍ଧା କୌଣସି କ୍ଷୟକ୍ଷତିର ସୂଚନା ମିଳିନାହିଁ । ସେପଟେ ପୁରା ଇଣ୍ଡୋନେସିଆରେ ସୁନାମୀ ନେଇ ସତର୍କ ସୂଚନା ଜାରି କରାଯାଇଛି ।