ରକେଟ ମାଡର ଭିଡିଓ ଜାରି କରିଛି ଇସ୍ରାଏଲ ସେନା । ଇସ୍ରାମିକ ଜିହାଦ ରକେଟ ମାଡ କରିଥିବା IDF କହିଛି । ସେପଟେ ଆଜି ଇସ୍ରାଏଲ ଗସ୍ତ କରୁଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ । ଇସ୍ରାଏଲକୁ ସମର୍ଥନ କରି ଗସ୍ତ କରିଥିବାବେଳେ ସେଠାରେ ଇସ୍ରାଏଲର ବରିଷ୍ଠ ନେତାଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି । ତେବେ ଗାଜା ହସ୍ପିଟାଲ ବିସ୍ଫୋରଣ ପାଇଁ ସେ ଜୋର୍ଡାନ ଗସ୍ତ କାର୍ଯ୍ୟକ୍ରମକୁ ବାତିଲ କରିଛନ୍ତି ।