Onn 3

ବାରିପଦା ପୋୖରାଞ୍ଚଳରେ “ଘରେ ଘରେ କଂଗ୍ରେସ ଘରେ ଘରେ ହାତ” ପଦଯାତ୍ରା

Politics State

ବାରିପଦା: ବାରିପଦା ପୋୖରାଞ୍ଚଳ ଅନ୍ତର୍ଗତ 16 ନମ୍ବର ୱାର୍ଡରେ “ଘରେ ଘରେ କଂଗ୍ରେସ ଘରେ ଘରେ ହାତ” ପଦଯାତ୍ରା ଜିଲ୍ଲା କଂଗ୍ରେସ କମିଟି ମୁଖପାତ୍ର ଯୋଗେଶ ଅଗ୍ରୱାଲଙ୍କ ନେତୃତ୍ୱ ରେ ଅନୁଷ୍ଠିତ ହୋଇଯାଇଅଛି।

ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ସଭାପତି ହେମନ୍ତ ଦାସ ,ନିରୋଜ ଦାସ,ପୂର୍ବତନ କାଉନସିଲର ଶେଖ ରକିମ,ଏଲ ଡି ଏମ ସଂଯୋଜକ ଶିବାନନ୍ଦ ଦାସ, ସହର ମହିଳା କଂଗ୍ରେସ ସଭାପତି ରଶ୍ମିତା ମିଶ୍ର, ଫରିଦା ତବସୁମ ,ଇକବାଲ ଅହମଦ, ଶେଖ ଗୌରା, ଦୀପ୍ତିଳତା ବାରିକ, ନୁରଯାହାନ ବିବି, ୱେହିଦା ରହମାନ, ଏସକେ ସଲିମ, ପ୍ରମୁଖ ଶତାଧିକ କଂଗ୍ରେସ କର୍ମୀ ଘରକୁ ଘର ବୁଲି ପ୍ରଚାର ପତ୍ର ବାଣ୍ଟି ଜନସାଧାରଣଙ୍କୁ କଂଗ୍ରେସର ଅବଦାନ ଓ ବିଜେଡି ବିଜେପିର କୁଶାସନ ତଥା ଅଗଣତାନ୍ତ୍ରିକ କାର୍ଯ୍ୟକ୍ରମ, ଦରଦାମ ବୃଦ୍ଧି,ସ୍ୱାସ୍ଥ୍ୟ, ଶିକ୍ଷାରେ ଅବହେଳା ଓ ବେରୋଜଗାରି ବିଷୟରେ ଅବଗତ କରାଇଥିଲେ।