ସେପଟେ ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍କି ଅଲିସାଙ୍କ ସ୍ବାମୀ। ତେବେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ି ନାହିଁ । ଗୋଷ୍ଠୀ ସଂଘର୍ଷ ସ୍ଥିତି ନିୟନ୍ତ୍ରଣ ପାଇଁ ଯାଇଥିବା ବେଳେ ଏ. ଏନ୍. ଲୁଗୁନଙ୍କ ମୃତ୍ୟୁକୁ ନେଇ ବଢିଛି ରହସ୍ୟ । ରାଉରକେଲା ସହକାରୀ ଜିଲ୍ଲାପାଳ ସୁସ୍ମିତା ମିଞ୍ଜଙ୍କ ସୁରକ୍ଷା ଦାୟିତ୍ୱରେ ଥିଲେ ମହିଳା ASI । ଅନ୍ୟପଟେ ରାଉରକେଲା ଏସପି କହିଛନ୍ତି ପୋଷ୍ଟମୋର୍ଟମ ରିପୋର୍ଟ ଆସିବା ପରେ ଜଣାପଡ଼ିବ ମୃତ୍ୟୁର କାରଣ । ତାପରେ ନିଆଯିବ କାର୍ଯ୍ୟାନୁଷ୍ଠାନ।