Onn 3

ଚିଲିକା ମଝିରେ ଫସିଲେ ୬୦ ଜଣ ଯାତ୍ରୀ

State

 

errnb

ଚିଲିକା : ଚିଲିକା ମଝିରେ ଫସିଲେ ୬୦ ଜଣ ଯାତ୍ରୀ । କୃଷ୍ଣପ୍ରସାଦ ଓ ଚିଲିକା ମଝିରେ ଏକ ଯାତ୍ରୀବାହୀ ଡଙ୍ଗା ଫସିଯାଇଛି । ଡଙ୍ଗାରେ ୬୦ ଜଣ ଯାତ୍ରୀ ସହ ୨୫ଟି ମୋଟରସାଇକେଲ ଥିଲା । ଡଙ୍ଗାଟି ଯାତ୍ରୀଙ୍କୁ ନେଇ ଚିଲିକା ସାତପଡାରୁ ଜହ୍ନିକୁଦା ପଟକୁ ଯାଉଥିଲା । ଡଙ୍ଗାଟି ଯାନ୍ତ୍ରିକ ତୃଟିଯୋଗୁଁ ସମୁଦ୍ର ମଝିରେ ଫସି ରହିଥିବା ଜଣାପଡିଛି । ପ୍ରାୟ ଅଧଘଣ୍ଟାରୁ ଅଧିକ ସମୟ ଧରି ଚିଲିକା ମଝିରେ ଡଙ୍ଗାଟି ଫଶିି ରହିଛି ।

ଡଙ୍ଗାଟି ଯାନ୍ତ୍ରିକ ତୃଟିଯୋଗୁଁ ସମୁଦ୍ର ମଝିରେ ଫସି ରହିଥିବା ଜଣାପଡିଛି । ଡଙ୍ଗାରେ ୬୦ ଜଣ ଯାତ୍ରୀ ସହ ୨୫ଟି ମୋଟରସାଇକେଲ ଥିଲା । ଡଙ୍ଗାଟି ଯାତ୍ରୀଙ୍କୁ ନେଇ ଚିଲିକା ସାତପଡାରୁ ଜହ୍ନିକୁଦା ପଟକୁ ଯାଉଥିଲା ।