Onn 3

ଭୁବନେଶ୍ବର ଜିଜିପି କଲୋନୀରେ ରସି ଲଗାଇ ଜୀବନ ହାରିଲେ ଯୁବକ

Crime State

 

erj

ଭୁବନେଶ୍ବର : ଭୁବନେଶ୍ବର ଜିଜିପି କଲୋନୀରେ ଯୁବକଙ୍କ ଆତ୍ମହତ୍ୟା । ପ୍ରେମ ବ୍ୟାପାରକୁ ନେଇ ଆତ୍ମହତ୍ୟା କରିଥିବା ସନ୍ଦେହ । ବେକରେ ରସି ଲଗାଇ ଆତ୍ମହତ୍ୟା କରିଥିବା ସନ୍ଦେହ । ମୃତ ଯୁବକ ବାଲିପାଟଣାର ସଚିତ୍ର ବାରିକ ବୋଲି ଜଣାପଡ଼ିଛି । ଘଟଣାସ୍ଥଳରେ ମଞ୍ଚେଶ୍ୱର ପୋଲିସ ପହଞ୍ଚି ତଦନ୍ତ ଚଳାଇଛି । ଆତ୍ମହତ୍ୟା ପୂର୍ବରୁ ଶେଷକଲ ଓ ମେସେଜକୁ ନେଇ ଛାନଭିନ୍ କରୁଛି ପୋଲିସ ।