Onn 3

ଅଶନଵଣି ରାସ୍ତାରେ ଅଜଣା ଗାଡ଼ି ଧକ୍କାରେ ଅଜଣା ବ୍ୟକ୍ତିର ମୃତ୍ୟୁ

Crime State

ବାରିପଦା: ବିଶୋଇ ରାଜ୍ୟ ରାଜପଥ ତଥା ସହରଠାରୁ ୫ କିମି ଦୂରରେ ରାତ୍ର ସମୟରେ ଏକ ଭୟଙ୍କର ଦୁର୍ଦ୍ଦଟଣା ଘଟି ଯାଇଛି ।ଅଜଣା ଗାଡ଼ି ଧକ୍କାରେ ଅଜଣା ଲୋକର ମତ୍ଯୁ ହୋଇଯାଇଛି ।ମଣିଷର ଅନ୍ତଵୁଜୁଳା ,ଦେହ ମାଂସ ସବୁ ଚଟଣି ହୋଇଯାଇଛି,ଅଣ୍ଟା ତଳକୁ କେବଳ ଗୋଡ଼ ଦୁଇଟା ପଡିଛି ।ଗାଡ଼ିଟି ଭୟରେ ଦୃତ ଗତିରେ ଖସିପଳାଇଛି ।ଘଟଣାଟି ଵିଜାତଳା ବ୍ଳକ ଜିଲ୍ଲା ପରିଷଦ ସଦସ୍ୟା ମୀନା ସୋରେନ ଙ୍କ ଘର ପାଖରେ ।

ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ କରୁଛି ।ଶବକୁ ରାଇରଙ୍ଗପୁର ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି । ଲୋମହର୍ଷଣକାରୀ ଓ ଛାତିଥରା ଦୃଶ୍ୟ ଦେଖି ସ୍ଥାନୀୟ ଲୋକେ ଆଚମ୍ବିତ ଓ ଭୟଭୀତ ହୋଇ ପଡ଼ିଛନ୍ତି ।ଘଟଣା ସ୍ଥଳ ଲୋକାରଣ୍ୟ ହୋଇଉଠିଛି ।ମୃତ ବ୍ୟକ୍ତି ଜଣକ ଚାଲି ଚାଲି ଯାଉଥିଲେ ।ରାସ୍ତା କଡ଼ରେ ବେଗ ଟି ପଡ଼ିଥିଲା ।