Onn 3

ନିଶା ମାଫିଆଙ୍କ ଆକ୍ରମଣରେ ପୋଲିସ ଏସଆଇ ଆହତ, ୪ ଗିରଫ

State

dhauli ps

ଭୁବନେଶ୍ୱର : ରାଜଧାନୀରେ ନିଶା ମାଫିଆଙ୍କ ଦୌରାତ୍ମ୍ୟ। ନିଶା ମାଫିଆଙ୍କ ଆକ୍ରମଣରେ ୨ ପୋଲିସ ଆହତ । ଭୁବନେଶ୍ବର ଧଉଳି ଥାନା SI ସନ୍ତୋଷ ବଳ ଆକ୍ରମଣରେ ଗୁରୁତର । ଅନ୍ୟ ଜଣେ ପୋଲିସ କର୍ମଚାରୀ ମଧ୍ୟ ଆହତ ହୋଇଛନ୍ତି ।

ଖବର ଅନୁଯାୟୀ,  ଧଉଳି ଥାନା ଏସବିଆଇ ସମ୍ମୁଖରେ ଥିବା ଏକ ପରିତ୍ୟକ୍ତ ଘରେ ଚାଲିଥିଲା ନିଶା କରିବାର । ଗତକାଲି ରାତିରେ ସେଠାରେ ରେଡ ବେଳେ ନିଶା ମାଫିଆମାନେ ପୋଲିସ ଉପରେ ଆକ୍ରମଣ କରିଥିଲେ । ଏସଆଇ ସନ୍ତୋଷଙ୍କ ମୁଣ୍ଡକୁ ହାତୁଡ଼ିରେ ପିଟିଥିଲେ । ଘଟଣାସ୍ଥଳରୁ ସ୍ଥାନୀୟ ଲୋକ ତାଙ୍କୁ ଉଦ୍ଧାର କରିଥିଲେ । ଏହାପରେ ତାଙ୍କୁ ଚିକିତ୍ସା ପାଇଁ କ୍ୟାପିଟାଲ ହସପିଟାଲରେ ଭର୍ତ୍ତି କରାଯାଇଛି । ଏହି ଘଟଣାରେ ଚାରି ଅଭିଯୁକ୍ତଂକୁ ପୋଲିସ ଗିରଫ କରିଛି ।


Post Views: 7