Onn 3

ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କୁ ଭେଟିଲେ RSS ମୁଖ୍ୟ ମୋହନ ଭାଗବତ

State

ପୁରୀ:  ଶଙ୍କରାଚାର୍ଯ୍ୟଙ୍କୁ ଭେଟିଲେ ମୋହନ ଭାଗବତ।  ପୁରୀ ଗୋବର୍ଦ୍ଧନ ମଠରେ ଜଗତଗୁରୁ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ଵତୀ ମହାରାଜାଙ୍କ ସହ ରାଷ୍ଟ୍ର ଗଠନ ସମ୍ପର୍କରେ ଆଲୋଚନା କରିଥିଲେ । ଦୀର୍ଘ ସମୟ ଧରି ରୁଦ୍ଧଦ୍ୱାର କୋଠରୀରେ ଆଲୋଚନା କରାଯାଇଥିଲା । ଆଧ୍ୟାତ୍ମିକ ଶିକ୍ଷା, ଭୌତିକ ଶିକ୍ଷା ରାଷ୍ଟ୍ର ଗଠନ କ୍ଷେତ୍ରରେ ମୁଖ୍ୟ ଭୂମିକା ଗ୍ରହଣ କରିବ । ପରେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଆର୍ଶୀବାଦ ନେଇ ଫେରିଯାଇଛନ୍ତି ।

ସେପଟେ ଚାରିଦ୍ୱାର ଖୋଲିବା ଓ ରତ୍ନଭଣ୍ଡାର ଖୋଲିବା ଘଟଣାରେ ମଧ୍ୟ ଜଗତଗୁରୁ ଶଙ୍କରାଚାର୍ଯ୍ୟ ତାଙ୍କର ମତ ରଖିଛନ୍ତି ।