Onn 3

ସମୁଦ୍ରରେ ଗାଧୋଇବା ବେଳେ ବୁଡିଯାଇ ଯୁବକ ନିଖୋଜ

State

ପୁରୀ : ସମୁଦ୍ରରେ ଗାଧୋଇବା ହେଲା କାଳ । ବୁଡିଗଲେ ଯୁବକ । ପୁରୀ ସମୁଦ୍ରରେ ବୁଡି ଯାଇ ପର୍ଯ୍ୟଟକ ନିଖୋଜ । ନିଖୋଜ ଯୁବକ ହେଉଛନ୍ତି ବାଲେଶ୍ୱର ଜିଲ୍ଲା ଗୋଲପୁର ଅଞ୍ଚଳର ସଞ୍ଜୟ କୁମାର ଜେନା । ଆଜି ଦିନ ୧୧ଟାରେ ସୁମଦ୍ରରରା ୯ ନମ୍ବର ସେକ୍ଟରରେ ଯୁବକ ଜଣକ ଗାଧୋଉଥିବାବେଳେ ଭାସିଯାଇଥିଲେ । ଏପର୍ଯ୍ୟନ୍ତ ଯୁବକଙ୍କ ପତ୍ତା ମିଳିନାହିଁ । ଉଦ୍ଧାର କାର୍ଯ୍ୟ ଜାରି ରହିଛି।