Onn 3

ପ୍ରତିଯୋଗିତା ଚାଲିଥିବା ବେଳେ ବୁଡ଼ି ଗଲା ଡଙ୍ଗା, ଥିଲେ ୨୫ ମହିଳା

National & International

ତ୍ରିଭେନ୍ଦ୍ରମ୍ : କେରଳର ଅଲପୁଝାରେ ସୋମବାର ନୌ-ଚାଳନା ପ୍ରତିଯୋଗିତା ଚାଲିଥିବା ବେଳେ ଏକ ଡଙ୍ଗା ବୁଡ଼ି ଯାଇଛି। ଡଙ୍ଗାଟିରେ ୨୫ ଜଣ ମହିଳା ଥିଲେ। ଖବର ଲେଖାଯିବା ବେଳକୁ ଉଦ୍ଧାର କାର୍ଯ୍ୟ ଜାରି ରହିଥିଲା।

ଏହି ଦୁର୍ଘଟଣା ଘଟିବା ପରେ ନୌ-ଚାଳନା ପ୍ରତିଯୋଗିତାକୁ ବନ୍ଦ କରି ଦିଆଯାଇଥିଲା।

ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି।