Onn 3

ମୁଖ୍ୟମନ୍ତ୍ରୀଙ୍କୁ ଗୃହବନ୍ଦୀ କରି ରଖୁଛନ୍ତି: ଲକ୍ଷ୍ମଣ ଟୁଡୁ

State

ଭୁବନେଶ୍ୱର: ୫ଟି ସଚିବଙ୍କ ଗସ୍ତକୁ ନେଇ ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଟାର୍ଗେଟ । ୫ଟି ସଚିବ ମୁଖ୍ୟମନ୍ତ୍ରୀଙ୍କୁ ଗୃହବନ୍ଦୀ କରି ରଖୁଛନ୍ତି କହିଲେ ଟୁଡୁ ।

ଆଗାମୀ ଦିନରେ ଏକ ମିଡ୍‌ନାଇଟ୍ ଅପରେସନ କରିବାକୁ ଯାଉଛନ୍ତି । ସେ ବାରିପଦାରେ ଜିଲ୍ଲାପାଳ ଥିବାବେଳେ ଲୁଟ ଆରମ୍ଭ ହୋଇଥିଲା ।