Onn 3

ଫାଇଭଟି ସଚିବଙ୍କ ଉପରେ କାର୍ଯ୍ୟନୁଷ୍ଠାନ ନେବାକୁ ଦାବିକଲା ବିଜେପି

Politics State

ଭୁବନେଶ୍ୱର: ଫାଇଭଟି ସଚିବଙ୍କ ଉପରେ କାର୍ଯ୍ୟନୁଷ୍ଠାନ ନେବାକୁ ଦାବିକଲା ବିଜେପି । ମୁଖ୍ୟମନ୍ତ୍ରୀ କାର୍ଯ୍ୟନୁଷ୍ଠାନ ନିଅନ୍ତୁ ବୋଲି ଦାବି କଲେ ମୋହନ ମାଝୀ । ମୁଖ୍ୟମନ୍ତ୍ରୀ ତାଙ୍କୁ ବହିସ୍କାର କିମ୍ବା ନିଲମ୍ବନ କରନ୍ତୁ ନହେଲେ ଆମେ କେନ୍ଦ୍ରକୁ ଜଣାଇବୁ ବୋଲି କହିଛନ୍ତି ମୋହନ ମାଝୀ । କାର୍ଯ୍ୟାନୁଷ୍ଠାନ ନେବାକୁ ମଚଖ୍ୟମନ୍ତ୍ରୀଙ୍କର ସତସାହାସ ଅଛି କି ପଚାରିଲେ ମୋହନ । ଯଦି ସରକାର ଗଣତନ୍ତ୍ର ବଞ୍ଚାଇବାକୁ ଚାହୁଛନ୍ତି ତେବେ ତୁରନ୍ତ ଆକ୍ସନ ନିଅନ୍ତୁ ।