Onn 3

ଆବାସ ଦୋଷୀ ଜେଲ ଯିବେ: ଗିରିରାଜ

Politics State

ଭୁବନେଶ୍ୱର: ଅବାସ ଦୁର୍ନୀତି ତଦନ୍ତ ହେବ କହିଲେ କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂ । ତଦନ୍ତ କରାଯାଇ ଯିଏ ଦୋଷୀ,ଜେଲ ପଠାଯିବ ବୋଲି କହିଲେ ଗିରିରାଜ । ଆବାସ ଦୁର୍ନୀତ୍ତିରେ ହେରଫେରକୁ ରୋକିବାକୁ ଚେଷ୍ଟା କରାଯିବ । ଆବାସ ସହ ମନରେଗା କାର୍ଯ୍ୟ ଦୁର୍ନିିତିର ମଧ୍ୟ ତଦନ୍ତ ହେବ ବୋଲି କହିଛନ୍ତି ଗିରିରାଜ ସିଂ ।