Onn 3

ସାମୁଦ୍ରିକ ବାତ୍ୟା ବିପର୍ଯ୍ୟୟର ଲାଣ୍ଡଫଲ୍ ଆରମ୍ଭ, ମଧ୍ୟରାତ୍ରି ପର୍ଯ୍ୟନ୍ତ ଚାଲିବ : ଆଇଏମଡି

National & International

ଅହମ୍ମଦାବାଦ : ଅତି ଭୀଷଣ ସାମୁଦ୍ରିକ ବାତ୍ୟା ବିପର୍ଯ୍ୟୟର ଲାଣ୍ଡଫଲ (ସ୍ଥଳଭାଗ ଛୁଇଁବା ପ୍ରକ୍ରିୟା) ଆରମ୍ଭ ହୋଇଯାଇଛି । ଏହି ଲାଣ୍ଡଫଲ ପ୍ରକ୍ରିୟା ମଧ୍ୟରାତ୍ରି ପର୍ଯ୍ୟନ୍ତ ଚାଲିବ ବୋଲି ଭାରତୀୟ ପାଣିପାଗ ବିଭାଗର ମହା ନିର୍ଦ୍ଦେଶକ ଡ. ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି ।