Onn 3

ହେଲିକପ୍ଟରର ମଜା ନେଲେ ମେଧାବୀ ଛାତ୍ର, ୮୮ ଜଣ ଛାତ୍ରଛାତ୍ରୀ ଉଡ଼ିଲେ

National & International

ହେଲିକପ୍ଟରର ମଜା ନେଲେ ମେଧାବୀ ଛାତ୍ର। ଦଶମ ଓ ଦ୍ୱାଦଶ ଶ୍ରେଣୀରେ ଭଲ ରେଜଲ୍ଟ କରିଥିବା ମେଧାବୀ ଛାତ୍ରଛାତ୍ରୀ ହେଲିକପ୍ଟରରେ ବୁଲିଲେ। ଛତିଶଡ଼ର ଛାତ୍ରଛାତ୍ରୀଙ୍କ ପାଇଁ ହୋଇଥିଲା ସ୍ୱତନ୍ତ୍ର ବ୍ୟବସ୍ଥା।

ରାୟପୁରରେ ହେଲିକପ୍ଟରରେ ବୁଲାଇଥିଲେ ଛତିଶଗଡ଼ ସରକାର। ୮୮ ଜଣ ଛାତ୍ରଛାତ୍ରୀ ହେଲିକପ୍ଟରରେ ଉଡ଼ିବାର ମଜା ନେଇଥିଲେ ।